Browsing Category

ଦେଶ ବିଦେଶ

କୋଟା ପାଇଁ କଳା ଦିବସ: ଗୋଟିଏ ଦିନରେ ଆତ୍ମହତ୍ୟା କଲେ ଦୁଇ ଛାତ୍ର, କାହିଁକି ଜୀବନ ହାରୁଛନ୍ତି ନିରୀହ ପିଲା

ନୂଆଦିଲ୍ଲୀ: ରାଜସ୍ଥାନର କୋଟା ଦେଶର ଏକ ବଡ଼ ଶିକ୍ଷା କେନ୍ଦ୍ର ଭାବେ ଉଭା ହୋଇଥିଲେ ହେଁ ଏବେ ଛାତ୍ରଛାତ୍ରୀଙ୍କ ମୃତ୍ୟୁକୁ ନେଇ କୋଟା ଚର୍ଚ୍ଚାରେ ରହିଛି । ଜୀବନର ସ୍ୱପ୍ନ ପୂରଣ ପାଇଁ କୋଟାରୁ ଦେଶର କୋଣ ଅନୁକୋଣରୁ…

‘ISRO ଉପରେ ଭରଷା କରି ନଥିଲେ ପୁର୍ବ ସରକାର…’, ନମ୍ବି ନାରାୟଣଙ୍କ ଭିଡିଓ ସେୟାର କରି କଂଗ୍ରେସକୁ ଟାର୍ଗେଟ୍ କଲା ବିଜେପି

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ସଫଳତାର ସହିତ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ଇସ୍ରୋ ସଫଳତାର ଶ୍ରେୟ ନେବାକୁ ବିଜେପି ଏବଂ କଂଗ୍ରେସ ଲାଗିଡ଼ିଛନ୍ତି । ଏହାରି ମଧ୍ୟରେ ଇସ୍ରୋର ପୁର୍ବତ୍ତନ ବୈଜ୍ଞାନିକ ନମ୍ବି ନାରାୟଣଙ୍କ…

ବଡ଼ ଦୁଃଖ ଖବର: ବିଶିଷ୍ଟ କବି ତଥା ପଦ୍ମଶ୍ରୀ ଜୟନ୍ତ ମହାପାତ୍ର ଆଉ ନାହାନ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରସ୍ୱତ ଜଗତରୁ ଆସିଛି ଏକ ବଡ଼ ଦୁଃଖ ଖବର । ବିଶିଷ୍ଟ କବି ତଥା ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ପରଲୋକ ଘଟିଛି । ୯୫ ବର୍ଷ ବୟସରେ ଜୟନ୍ତଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି । ସ୍ନାୟୁ ରୋଗରେ…

ପ୍ରେରଣାଦାୟକ କାହାଣୀ: ୧୧ ବର୍ଷର ବାଳକ ଲେଖିଲା ୫ଟି ପୁସ୍ତକ

ନୂଆଦିଲ୍ଲୀ: ସାଧାରଣ ଭାବେ ୧୦-୧୧ ବର୍ଷ ବୟସରେ ପିଲାମାନେ ପାଠପଢ଼ାରେ ମନ ନଦେଇ ବୁଲାବୁଲି କରିଥାନ୍ତି । ବୟସ କମ୍ ହୋଇଥିବାରୁ ସେମାନେ ଦୁନିଆ ବିଷୟରେ କମ୍ କଥା ଜାଣିଥାନ୍ତି । ତେବେ ଅନେକ ସମୟରେ ଆମ ସମାଜରେ କିଛି…

ଆସିଲା କଠୋର ନିୟମ: ଛାତ୍ରଛାତ୍ରୀ ସ୍କୁଲରେ ଅନୁପସ୍ଥିତ ରହିଲେ ବାପା-ମାଆ ଯିବେ ଜେଲ୍!

ନୂଆଦିଲ୍ଲୀ: ଛୋଟ ପିଲାଙ୍କୁ ବୁଝାଇ ସୁଝାଇ ସ୍କୁଲକୁ ପଠାଇବା ଏକ କଷ୍ଟକର ବ୍ୟାପାର । ଏଥିପାଇଁ ପିତାମାତାଙ୍କୁ ଅନେକ କଷ୍ଟ କରିବାକୁ ପଡ଼ିଥାଏ । ତେବେ ଯଦି ପିଲାମାନେ ସ୍କୁଲକୁ ନଯିବେ ତେବେ ଏଥିପାଇଁ ଅଭିଭାବକ ଦାୟୀ…

(Video) ୟୁଟ୍ୟୁବ୍ ଦେଖି ସ୍ତ୍ରୀର ପ୍ରସବ କରେଇବାକୁ ଯାଇ ଗର୍ଭନାଡ଼ କାଟି ଦେଲା ସ୍ୱାମୀ…

ଓଡିଶା ଭାସ୍କର; କଥାରେ ଅଛି ଅଳ୍ପ ବିଦ୍ୟା ଭୟଙ୍କରୀ- ଏହାର ଅର୍ଥ ହେଉଛି, କିଛି ନ ଜାଣି କୌଣସି ବିଷୟରେ ଅଳ୍ପକିଛି ଜାଣି ପ୍ରୟୋଗ କଲେ, ତାହା ଭୟଙ୍କର ପରିଣାମ ମିଳେ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖାଦେଇଛି ଯାହା…

ଜହ୍ନକୁ ଆମେ ଜିତିଗଲୁ ହେଲେ ଏକ ତାରାକୁ ହରାଇଲୁ

ଓଡିଶା ଭାସ୍କର; ଜହ୍ନ ରାଇଜରେ ଭାରତ ପହଁଞ୍ଚି ଥିବାରୁ ଆମେ ସମସ୍ତେ ନିଜକୁ ଖୁବ ଗର୍ବ ମନେ କରୁଛେ । ହେଲେ ଦେଶରେ ଘଟୁଥିବା ହାଲଚାଲ ବିଷୟରେ ଆମକୁ କିଛି ବି ଜଣା ନାହିଁ । କେଉଁଠି କୁନି ନାବାଳିକା ଝିଅକୁ ଦୁର୍ଷ୍କମ…

ବାଇକରେ ଯିବା ବେଳେ ରାତିରେ ଆଉ ଭୁକିବେନି କୁକୁର : ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ : ଆମ ଦେଶରେ ଅଧିକାଂଶ ଲୋକ ୨ ଚକିଆ ଯାନ ଅର୍ଥାତ ବାଇକ ବ୍ୟବହାର କରନ୍ତି । ଲୋକେ କାର କିମ୍ବା ବଡ଼ ବଡ଼ ଗାଡିରେ ଯାତ୍ରା କରିବା ଅପେକ୍ଷା ବାଇକରେ ଯାତ୍ରା କରିବା ପାଇଁ ଅଧିକ ପସନ୍ଦ କରିଥାନ୍ତି । ଦିନରେ…

ଚନ୍ଦ୍ରପୃଷ୍ଠରୁ ଇସ୍ରୋ ସେଣ୍ଟରକୁ ଆସିଲା ଏକ ବଡ଼ ତଥ୍ୟ , ଚନ୍ଦ୍ର ପୃଷ୍ଠର ୧୦ ସେଣ୍ଟିମିଟର ଗଭୀରତାରେ କେତେ ତାପମାତ୍ରା ରହିଛି….

ଓଡିଶା ଭାସ୍କର; ପୂର୍ବରୁ ଋଷିଆ, ଆମେରିକା ଓ ଚୀନ ଚନ୍ଦ୍ରରେ ମହାକାଶ ଯାନ ଅବତରଣ କରିବାରେ ସଫଳ ହୋଇଥିବା ଭାରତ ଚତୁର୍ଥ ଦେଶ ଭାବେ ଏହି ସଫଳତା ହାସଲ କରିଛି । ସେହିପରି ବିଶ୍ୱର ପ୍ରଥମ ଦେଶ ଭାବେ ଭାରତର ଚନ୍ଦ୍ରଯାନ-୩…

ବିଶିଷ୍ଟ କବି ଓ ବଲିଉଡ ଗୀତିକାର ଦେବ କୋହଲିଙ୍କ ପରଲୋକ: ‘ବାଜିଗର’ ସମେତ ୧୦୦ଟି ଫିଲ୍ମ ପାଇଁ ଲେଖିଥିଲେ ଗୀତ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ବଲିଉଡର ବିଶିଷ୍ଟ ଗୀତିକାର ଓ କବି ଦେବ କୋହଲିଙ୍କର ପରଲୋକ ଘଟିଛି । ୮୧ ବର୍ଷ ବୟସରେ ଦେବ ମୁମ୍ବାଇ ଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି ।…