CHARIDHAM
Browsing Category

ଦେଶ ବିଦେଶ

୪ ବର୍ଷ ନିର୍ବାସନରେ ରହିବା ପରେ ଆଜି ନିଜ ଦେଶକୁ ଫେରିବେ ନୱାଜ ସରିଫ , ପିଏମଏଲ୍‌-ଏନ୍ କରିବ ଐତିହାସିକ ସ୍ୱାଗତ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ୪ ବର୍ଷ ପରେ ଆଜି ନିଜ ଦେଶକୁ ଫେରିବେ । ଗତ ୪ ବର୍ଷ ଧରି ସେ ଲଣ୍ଡନରେ ରହୁଥିଲେ । ସର୍ବପ୍ରଥମେ ସେ ଇସଲାମବାଦ ଆସିବେ । ଏଠାରେ ୨ ଘଣ୍ଟା ରହିବା ପରେ ସେ…

ଭାରତ ସହ ତିକ୍ତତା ମଧ୍ୟରେ କାନାଡାର ବଡ଼ ନିଷ୍ପତ୍ତି: ମୁମ୍ବାଇରେ ଭିସା ଅଫିସ୍ କଲା ବନ୍ଦ

ନୂଆଦିଲ୍ଲୀ: ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା ବିବାଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ କାନାଡା ପକ୍ଷରୁ ଆଉ ଏକ ନୂଆ ନିଷ୍ପତ୍ତି ନିଆଯାଇଛି । ମୁମ୍ବାଇରେ କାନାଡା ନିଜର ଭିସା ଏବଂ କାଉନ୍ସଲର…

ଛତିଶଗଡ଼ କାଙ୍କରରେ ୨ ମାଓବାଦୀ ନିପାତ : ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ

ରାଇପୁର : ଛତିଶଗଡ଼ର କାଙ୍କର ଠାରେ ଊଜଏ ଯବାନଙ୍କ ଅପରେସନ ଚାଲିଥିଲା । ଏତିକି ବେଳେ ଏନ୍‌କାଉଣ୍ଟରରେ ୨ ମାଓବାଦୀ ନିପାତ ହୋଇଛନ୍ତି । ଏନ୍‌କାଉଣ୍ଟର ପରେ ସେମାନଙ୍କ ଠାରୁ ଇନସାସ୍ ରାଇଫଲ, ୧୨-ବୋର ରାଇଫଲ ସ୍ ଅନେକ…

(Video) ଶାହରୁଖଙ୍କ ସହ ନଜର ଆସିଲେ ରାଜକୁମାର ହିରାନୀ, Party ପୂର୍ବରୁ ଦେଖାଦେଲା କିଙ୍ଗ ଖାନଙ୍କ ଜଲୱା

ମୁମ୍ବାଇ: ଶାହରୁଖ ଖାନଙ୍କ ଶେଷ ଦୁଇଟି ଚଳଚ୍ଚିତ୍ର 'ପଠାନ' ଏବଂ 'ଯବାନ'ର ରେକର୍ଡ ଭାଙ୍ଗିବା ପରେ ସୁପରଷ୍ଟାର ଖୁବ ଶୀଘ୍ର ତାଙ୍କ ଚଳଚ୍ଚିତ୍ର' ଡିଙ୍କି 'ସହିତ ବଡ ପରଦାରେ ନଜର ଆସିବେ। ଏହି ଚଳଚ୍ଚିତ୍ରଟିକୁ ପ୍ରସିଦ୍ଧ…

ଯୌତୁକ ପାଇଁ ମୃତ୍ୟୁଦଣ୍ଡ ପାଇଲେ ନବ ବିବାହିତା! ହତ୍ୟା କରି ୬ଫୁଟ ତଳେ ପୋତିଦେଲେ ଶାଶୁଘର ଲୋକେ

ପାଟଣା: ବିହାର ରାଜଧାନୀ ପାଟଣାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଯୌତୁକ ପାଇଁ ଏକ ନବ ବିବାହିତାଙ୍କ ଶାଶୁଘର ଲୋକେ ହତ୍ୟା କରିଛନ୍ତି ଏବଂ ଏହା ପରେ ତାଙ୍କ ଶବକୁ ମାଟି ତଳେ ପୋତିଦେଇଛନ୍ତି । ଏହି ଘଟଣା…

ଇତିହାସ ରଚିଲା ଭାରତ: ମିଶନ ଗଗନଯାନକୁ ସଫଳତାର ସହିତ ଲଞ୍ଚ କଲା ISRO

ନୂଆଦିଲ୍ଲୀ: ଆଜିର ଦିନ ଭାରତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ମହାକାଶ କ୍ଷେତ୍ରରେ ଇତିହାସ ରଚିଛି ଭାରତ । ମିଶନ ଗଗନଯାନକୁ ସଫଳତାର ସହିତ ଲଞ୍ଚ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) । କ୍ରୁ ମଡ୍ୟୁଲର…

ଲକରରୁ କୋଟି କୋଟି ଟଙ୍କା ସହ ସୁନା ଚୋରି ମାମଲା: କୂଅରେ ଲୁଚାଇଥିଲା ଚୋର, ପୋଲିସକୁ ମିଳିଲା ବଡ଼ ସଫଳତା

ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟରେ ୫୮ କୋଟି ଟଙ୍କାର ସବୁଠାରୁ ସମ୍ବେଦନଶୀଳ ଅନ୍ଲାଇନ୍ ଗେମିଂ ଠକେଇ ମାମଲାରେ ନାଗପୁର ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ଭଣ୍ଡାରା ଜିଲ୍ଲା ଏବଂ ଗୋଣ୍ଡିଆ ଜିଲ୍ଲାର ଅନେକ ସ୍ଥାନରେ…

ISRO ମୁଖ୍ୟଙ୍କ ସୂଚନା: ଆଜି ଲଞ୍ଚ ହେବ ନାହିଁ ପ୍ରଥମ ଟେଷ୍ଟ ଉଡ଼ାଣ, ସ୍ଥଗିତ ରହିଲା ଗଗନଯାନ ମିଶନ

ନୂଆଦିଲ୍ଲୀ: ଭାରତର ଗୁରୁତ୍ୱପୂର୍ଣ୍ଣ ଗଗନଯାନ ମିଶନକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ସୂଚନା ଦିଆଯାଇଛି । ବୈଷୟିକ ଜନିତ ତ୍ରୁଟି କାରଣରୁ ଗଗନଯାନ ମିଶନର କ୍ରୁ…

ଏବେ ଲୋକଙ୍କୁ ମିଳିବ ପ୍ରିମିୟମ ବସ୍ ସେବା, ଫୋନରେ ବୁକ ହେବ ସିଟ୍

ନୂଆଦିଲ୍ଲୀ: ବର୍ତ୍ତମାନ ଦିଲ୍ଲୀର ଲୋକମାନେ ଖୁବ୍ ଶୀଘ୍ର ମେଟ୍ରୋରେ ଥିବା ଯାତାୟାତରୁ ମୁକ୍ତି ପାଇବାକୁ ଯାଉଛନ୍ତି। ବାସ୍ତବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଦିନ 'ପ୍ରିମିୟମ ବସ୍…

ମିଶନ ଗଗନଯାନ କାହିଁକି ଗୁରୁତ୍ୱପୂର୍ଣ୍ଣ: ପ୍ରଥମ ଥର ଭାରତ ମହାକାଶକୁ ମଣିଷକୁ ପଠାଇବ

ନୂଆଦିଲ୍ଲୀ: ମହାକାଶ କ୍ଷେତ୍ରରେ ଆଜିର ଦିନ ଭାରତ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ମହାକାଶରେ ଭାରତ ଏକ ବଡ଼ ସଫଳତା ହାସଲ କରିବାକୁ ଯାଉଛି । ଆନ୍ଧ୍ରପ୍ରଦେଶର ଶ୍ରୀହରୀକୋଟା ସ୍ଥିତ ସତୀଶ ଧବନ ମହାକାଶ କେନ୍ଦ୍ରରୁ ଭାରତୀୟ…