fbpx
Browsing Category

ଦେଶ ବିଦେଶ

ରାତିରେ ଶୋଇଥିବା ବେଳେ ଭୁସୁଡ଼ିଲା ଛାତ, ବାପ-ପୁଅ ମୃତ

ନୂଆଦିଲ୍ଲୀ: ଛାତ ଭୁସୁଡ଼ିବା ଫଳରେ ରାତି୍େରର ଶୋଇଥିବା ଅବସ୍ଥାରେ ଦୁଇଜଣ ମୃତ୍ୟୁବରଣ କରିଛନ୍ତି । ଏହିଭଳି ଏକ ଘଟଣା ଘଟିଛି ଦିଲ୍ଲୀର ବେଗମପୁର ଠାରେ । ଶୁକ୍ରବାର ଦିନ ଏହି ଘଟଣା ଘଟିଥିବା ବେଳେ ଏହି ଘଟଣାକୁ ନେଇ…

ତିହାଡ ଜେଲରେ ତାଣ୍ଡବ: ନିଜର ମୁଣ୍ଡ ଫଟାଇ ଆହତ ହେଲେ ୫ କଏଦୀ, ଜଣେ ଡରରେ ଢ଼ୋକିଦେଲେ ମୋବାଇଲ୍

ନୂଆଦିଲ୍ଲୀ: ତିହାଡ ଜେଲରେ କିଛି କଏଦୀଙ୍କ ହରକତ ଦେଖି କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଯାଇଛନ୍ତି । କିଛି କଏଦୀ ନିଜ ମୁଣ୍ଡକୁ ଲୁହାରେ ପିଟି ଜାଣି ଜାଣି ଆହତ ହେଉଛନ୍ତି । ଏହାର ଦୃଶ୍ୟ ସିସିିଟିଭି ଫୁଟେଜ୍ ରେ ଦେଖି ଜେଲ୍…

ସୁପ୍ରିମକୋର୍ଟର ଦୁଇଜଣ ବିଚାରପତି କୋଭିଡ୍ ପଜିଟିଭ୍, ଏଣିକି ଭର୍ଚୁଆଲ ମୋଡ଼ରେ ହେବ ଶୁଣାଣି: CJI

ନୂଆଦିଲ୍ଲୀ: ଦିନକୁ ଦିନ କୋଭିଡର ସଂକ୍ରମଣ ଦେଶରେ ବଢ଼ିବାରେ ଲାଗିଛି । ଅନ୍ୟ ପଟେ ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ମଧ୍ୟ ସମ୍ଭାବ୍ୟ ତୃତୀୟ ଲହରର ଆଶଙ୍କା ବଢ଼ିବାରେ ଲାଗିଛି । ତେବେ ଏହି ଅବସରରେ ସୁପ୍ରିମକୋର୍ଟର ଦୁଇଜଣ…

ଛେପ ଲଗାଇ ହେୟାର୍ ଷ୍ଟାଇଲ୍ କରିବା ଜାଭେଦଙ୍କୁ ପଡ଼ିଲା ଭାରି, ଭିଡିଓ ଭାଇରାଲ୍ ପରେ ଅଭିଯୋଗ କଲେ ମହିଳା ଆୟୋଗ; ପହଞ୍ଚିବ ନୋଟିସ୍

ନୂଆଦିଲ୍ଲୀ: ଜଣାଶୁଣା ହେୟାର୍ ଷ୍ଟାଇଲିସ୍ ଜାଭେଦ୍ ହବୀବଙ୍କ ଅଡ଼ୁଆ ବଢ଼ିୁଯାଇଛି । ଛେପ ଲଗାଇ ମହିଳାଙ୍କ ହେୟାର୍ ଷ୍ଟାଇଲ୍ କରିବାର ଭିଡିଓ ସୋସିଆଲ୍ ମିଡିଆରେ ନିଆଁ ଭଳି ଭାଇରାଲ୍ ହେବା ପରେ ଜାତୀୟ ୍ରମହିଳା ଆୟୋଗ ସ୍ୱର…

ନିର୍ବାଚନ ଉପରେ କରାେନାର କଳା ବାଦଲ, ୫ ରାଜ୍ୟର କୋଭିଡ୍‌ ସ୍ଥିତି ସମୀକ୍ଷା କଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ : ନିର୍ବାଚନ କମିଶନ ଗୁରବାର ୫ ରାଜ୍ୟର କୋଭିଡ ପରିସ୍ଥିତିକୁ ସମୀକ୍ଷା ପାଇଁ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ ତଥା ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ସହିତ ଆଲୋଚନା କରିଛନ୍ତି । ଏହାସହ କମିଶନ କେନ୍ଦ୍ରୀୟ ଗୃହ…

ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ମାମଲା: ଆଜି ହେବ ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ମାମଲା ଏବେ ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିଛି । ସର୍ବୋଚ୍ଚ ନ୍ୟାୟାଳୟରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର ଆଜି ଶୁଣାଣି ହେବ । ଏହାକୁ ଏକ ସାଂଘାତିକ…

ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଅଟକ ଘଟଣା : ନିନ୍ଦା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାରକେଡ୍ ଅଟକ ମାମଲାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀଙ୍କ ସହିତ ହୋଇଥିବା ଏହି…

ମୁମ୍ବାଇରେ ୨୪ ଘଣ୍ଟାରେ ୨୦ ହଜାର ନୂଆ ଆକ୍ରାନ୍ତ ; ମହାରାଷ୍ଟ୍ରରେ ୩୬ ହଜାରରୁ ଅଧିକ ଚିହ୍ନଟ

ମୁମ୍ବାଇରେ ପୁଣି ଦେଖିବାକୁ ମିଳିଛି କରୋନାର କରାଳ ରୂପ । ଗତ ୨୪ ଘଣ୍ଟାରେ କେବଳ ମୁମ୍ବାଇରେ ଚିହ୍ନଟ ହୋଇଛନ୍ତି ୨୦,୧୮୧ ସଂକ୍ରମିତ, ଏହାସହ ୪ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଯାହାକୁ ମିଶାଇ ଏବେ ଦେଶର ଆର୍ଥିକ…

ବିଧାନସଭା ଏବଂ ଲୋକସଭା ନିର୍ବାଚନ ପ୍ରାର୍ଥୀ ଖର୍ଚ୍ଚ କରିବେ ଏତିକି ଟଙ୍କା; ଘୋଷଣା କଲେ ମୁଖ୍ୟ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କେତେ ଖର୍ଚ୍ଚ କରିପାରିବେ ସେନେଇ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସୀମାେ ବଢ଼ାଇବାକୁ ନିର୍ବାଚନ ଆୟୋଗଙ୍କ…

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କରୋନା ପଜିଟିଭ୍ ଚିହ୍ନଟ, ଟ୍ଵିଟ୍ କରି ଦେଲେ ସୂଚନା

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଗୁରୁବାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଟ୍ଵିଟ୍ କରି ଗେହଲଟ୍ ଖୋଦ୍ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗୁରୁବାର ସନ୍ଧ୍ୟାରେ ମୁଁ ନିଜର କରୋନା ଟେଷ୍ଟ…