
Browsing Category
ଦେଶ ବିଦେଶ
୨୫୦୦ କର୍ମଚାରୀଙ୍କୁ ଛଟେଇ କରିବ ବାଇଜୁଜ୍ !ଏହାସହ ୧୦ ହଜାର ନୂତନ ଶିକ୍ଷକଙ୍କୁ ଦେଇପାରେ ନିଯୁକ୍ତି
ନୂଆଦିଲ୍ଲୀ : ବିଗତ ଦୁଇବର୍ଷରେ ସହିଥିବା କ୍ଷତି ଭରଣା କରିବାକୁ ଦେଶର ଅଗ୍ରଣୀ ଶିକ୍ଷାପ୍ରଦାନକାରୀ ଷ୍ଟାର୍ଟଅପ୍ କମ୍ପାନୀ ‘ବାଇଜୁଜ୍’ ଆସନ୍ତା ୬ ମାସ ମଧ୍ୟରେ ୨୫୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଘୋଷଣା କରିଛି ।…
Marriage Registration ପାଇଁ ଧର୍ମକୁ ବିଚାର କରିବାର କୌଣସି ଆଧାର ନାହିଁ: ହାଇକୋର୍ଟ
ନୂଆଦିଲ୍ଲୀ: ବିବାହ ପଞ୍ଜିକରଣକୁ ନେଇ କେରଳ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ବିବାହ ପଞ୍ଜିକରଣ କରିବାବେଳେ ୨ ପାର୍ଟିର ଧର୍ମକୁ ବିଚାର କରିବାର କୌଣସି ପ୍ରାସଙ୍ଗିକ ଆଧାର ନାହିଁ…
(Video) ରାତାରାତି ଧନୀ ହେବାପାଇଁ ଆପଣାଇଲେ କଳାଯାଦୁ: ନର ବଳି ପରେ ରାନ୍ଧି ଖାଇଲେ ଶବକୁ…
ନର ପିଶାଚଙ୍କୁ ଘାରିଥିଲା ଧନୀ ହେବାର ଲୋଭ । ଆହୁରି ରହିଥିଲା ଚିରଯୌବନ ପାଇବାର ମୋହ । ଏଥିପାଇଁ ଆପଣାଇଥିଲେ କଳାଯାଦୁ । କଳାଯାଦୁ ପାଇଁ ନରବଳି ମଧ୍ୟ ଦେଇଥିଲେ । ଏତିକିରେ ସରିନଥିଲା କଥା ବଳି ପରେ ଶବକୁ ରାନ୍ଧି…
ସରକାରଙ୍କ ବଡ ନିଷ୍ପତି :ଏଣିକି ବୈଦ୍ୟୁତିକ ଯାନ କିଣିଲେ ମିଳିବ ବିପୁଳ ସବସିଡି, ଆହୁରି ଅନେକ ରିହାତି
ନୂଆଦିଲ୍ଲୀ :ନୂତନ ବୈଦ୍ୟୁତିକ ଯାନ ଉତ୍ପାଦନ ଏବଂ ମୋବିଲିଟି ନୀତି-୨୦୨୨କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି। ଏହା ଅଧୀନରେ ବୈଦ୍ୟୁତିକ ଯାନ କ୍ରୟ…
First Bank of India: ଏହି ବ୍ୟାଙ୍କ କେବେ ଆରମ୍ଭ ହୋଇଥିଲା ଓ କେବେ ସମାପ୍ତ ହୋଇଥିଲା, ଜାଣନ୍ତୁ ବିସ୍ତୃତ ବିବରଣୀ
ନୂଆଦିଲ୍ଲୀ: ଆଜିର ଦୁନିଆରେ ସମସ୍ତେ ‘ବ୍ୟାଙ୍କ’ ଶବ୍ଦ ସହିତ ଭଲ ଭାବେ ପରିଚିତ । ଇଟାଲିରୁ ଆସିଥିବା ଏହି ନାମଟି ଆଜି ସାରା ବିଶ୍ୱର ଆର୍ଥିକ ଭାରତ ସମ୍ଭାଳୁଛି । ଭାରତ ବର୍ତ୍ତମାନ ବ୍ୟାଙ୍କିଂ ସେକ୍ଟରରେ କ୍ରମାଗତ ଭାବେ…
World of Statisticsରେ ପ୍ରକାଶ, ଏହି ରଙ୍ଗର ଗାଡି ହୋଇଥାଏ ଅଧିକ ଦୁର୍ଘଟଣାର ଶୀକାର
ମୁମ୍ବାଇ :କାର ନେବା ପୂର୍ବରୁ ସମସ୍ତେ ଏହାର ରଙ୍ଗ କଥା ଚିନ୍ତା କରନ୍ତି। କେଉଁ ରଙ୍ଗ ଗାଡି କିଣିବା ଦରକାର ସେଇ କଥା ଉପରେ ଅଧିକ ପ୍ରଧ୍ୟାନ୍ୟ ଦିଅନ୍ତି । କିଛି ଲୋକ ଧଳା ରଙ୍ଗର କାରକୁ ଅଧିକ ପସନ୍ଦ କରନ୍ତି, ତାପରେ…
କୃଷକଙ୍କ ପାଇଁ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ମତ୍ସ୍ୟଚାଷୀ ଓ ଦୁଗ୍ଧ ଚାଷୀଙ୍କୁ ମିଳିବ ବେନିଫିଟ୍
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର କୃଷକଙ୍କ ଆୟ ବୃଦ୍ଧି ପାଇଁ ଲଗାତର ପ୍ରଚେଷ୍ଟା କରି ଆସୁଛନ୍ତି । ଏନେଇ ସରକାରଙ୍କ ତରଫରୁ ଅନେକ ଯୋଜନା ଜାରି ରହିଥିବା ବେଳେ ଏହାର ଜବରଦସ୍ତ ଫାଇଦା କୃଷକଙ୍କୁ ମିଳୁଛି । ପିଏମ କିଷାନ…
କର୍ଣ୍ଣାଟକରେ ହିଜାବ ଉପରେ ନିଷେଧ ଜାରି ରହିବ, ସୁପ୍ରିମକୋର୍ଟଙ୍କ ଚୂଡାନ୍ତ ରାୟକୁ ଅପେକ୍ଷା
ନୂଆଦିଲ୍ଲୀ: ହିଜାବ ମାମଲାକୁ ନେଇ ସୁପ୍ରିମକୋର୍ଟ କୌଣସି ନିଷ୍କର୍ସରେ ପହଞ୍ଚି ପାରି ନାହାନ୍ତି। ବିଚାରପତିଙ୍କ ମଧ୍ୟରେ ରାୟକୁ ନେଇ ତାଳମେଳ ରହିନାହିଁ। ଦୁଇ ବିଚାରପତିଙ୍କ ରାୟ ଭିନ୍ନ ଭିନ୍ନ ହେବାରୁ ମାମଲା…
ମନ୍ଦିର ପାଇଁ ଜମି ଦାନ କରିଦେଲେ ଭକ୍ତ: ହିନ୍ଦୁ ନୁହେଁ ସେ…
ଭକ୍ତର ଭଗବାନଙ୍କ ପ୍ରତି ଥିବା ଭକ୍ତି, ଶ୍ରଦ୍ଧା ଏହାକୁ ହୁଏତ ଶବ୍ଦରେ ପରିପ୍ରକାଶ କରିବା ସମ୍ଭବ ହୋଇନପାରେ । ଭକ୍ତ ସବୁବେଳେ ନିଜ ଦୃଦୟରେ ସାଇତି ରଖିଥାଏ ନିଜ ପ୍ରଭୁଙ୍କୁ । ଆଉ ବର୍ତ୍ତମାନ ଏଭଳି ଜଣେ ଭକ୍ତଙ୍କୁ ନେଇ…
ଟ୍ରାନ୍ସଜେଣ୍ଡର ମହିଳାଙ୍କୁ ଆକ୍ରମଣ;କେଶ କାଟି ଭିଡିଓ ଭାଇରାଲ କଲେ ଦୁର୍ବୁତ୍ତ
ଚେନ୍ନାଇ: ଗୁରୁବାର ଦିନ ତାମିଲନାଡୁର ଟୁଟିକୋରିନରୁ ବାହାରିଥିବା ବିବ୍ରତ ଭିଡିଓରେ ଜଣେ ଟ୍ରାନ୍ସଜେଣ୍ଡର ମହିଳାଙ୍କୁ ଆକ୍ରମଣ, ପରିହାସ କରାଯିବା ସହ ତାଙ୍କ କେଶ କାଟି ଦେଖିବାକୁ ମିଳିଛି । ଭିଡିଓରେ ଦେଖାଯାଇଥିବା…