Browsing Category
ଦେଶ ବିଦେଶ
ଗୁରୁଦ୍ୱାର ଡେରା ପ୍ରମୁଖଙ୍କୁ ହତ୍ୟା, ସକାଳୁ ଦୁଇ ଅଜ୍ଞାତ ବାଇକ୍ ଆରୋହୀ ଚଳାଇଥିଲେ ଗୁଳି
ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଉଦ୍ଧମସିଂହ ନଗର ନାନକମତ୍ତା ଗୁରୁଦ୍ୱାରର ପ୍ରମୁଖ ବାବା ତରସେମ୍ ସିଂହଙ୍କୁ ହତ୍ୟା କରାଯାଇଛି । ବାବାଙ୍କୁ କେହି ଅଜ୍ଞାତ ବ୍ୟକ୍ତି ବାଇକ୍ରେ ଆସି ଗୁଳିକରି ହତ୍ୟା କରିଛି । ଆଜି ସକାଳେ ଏହି…
(Video) ଚଳନ୍ତା ବାଇକରେ ବସି ୨ କପଲଙ୍କ ଅଶ୍ଳୀଳ କାର୍ଯ୍ୟାଳାପ, ପୋଲିସ ଦେଲା ଏପରି ଦଣ୍ଡ
ନୂଆଦିଲ୍ଲୀ: ହୋଲି ଉତ୍ସବରେ ସାଧାରଣତଃ ଲୋକେ ନିଜ ପରିବାର ସହ କିମ୍ଭା ସାଙ୍ଗ ସାଥୀଙ୍କ ସହ ରଙ୍ଗ ଖେଳନ୍ତି ଏବଂ ଉତ୍ସବର ମଜା ନିଅନ୍ତି । ହେଲେ ଏପରି କିଛି ଲୋକେ ଅଛନ୍ତି, ଯେଉଁମାନେ ଉତ୍ପାତ ହେବା ସହ ଅଶ୍ଳୀଳ…
ନିର୍ବାଚନରେ ଟିକେଟ ନ ମିଳିବାରୁ ଚରମ ପଦକ୍ଷେପ ନେଲେ ସାଂସଦ
ଚେନ୍ନାଇ: ତାମିଲନାଡୁର ଇରୋଡ ସାଂସଦ ତଥା ଏମ୍ଡିଏମ୍କେ ନେତା ଏ ଗଣେଶମୂର୍ତ୍ତିଙ୍କର ଆଜି ଭୋର ପ୍ରାୟ ୫ଟା ବେଳେ ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। କୋଏମ୍ବାଟୁରର ଏକ ଘରୋଇ ଡାକ୍ତରଖାନାରେ…
ବିଶ୍ୱବିଦ୍ୟାଳୟରେ ଜାତିଆଣ ସ୍ଲୋଗାନ୍, ବିଭିନ୍ନ ମହଲରୁ ଛାତ୍ରଛାତ୍ରୀଙ୍କୁ ସମାଲୋଚନା, ଭାଇରାଲ ହେଉଛି ଭିଡ଼ିଓ
ନୂଆଦିଲ୍ଲୀ: ହରିୟାଣାର ଅଶୋକ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଜାତିଆଣ ସ୍ଲୋଗାନ ଦିଆଯାଉଥିବାରୁ ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଛି । ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’…
ବଢିଲା ମନରେଗା ପାରିଶ୍ରମିକ, ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର । ମନରେଗା ପାରିଶ୍ରମିକ ବୃଦ୍ଧି କଲେ କେନ୍ଦ୍ର ସରକାର । ମନରେଗା ପାରିଶ୍ରମିକରେ ୩ରୁ ୧୦ ପ୍ରତିଶତ ବୃଦ୍ଧି ହୋଇଛି । ଏଥିରେ ଓଡ଼ିଶାର ଶ୍ରମିକ…
ନୀରବ ମୋଦୀଙ୍କୁ ବଡ଼ ଝଟକା: ଲଣ୍ଡନରେ ଥିବା ବିଳାସପୂର୍ଣ୍ଣ ଫ୍ଲାଟ୍ ହେବ ବିକ୍ରି, ଜାଣନ୍ତୁ କେତେ ରହିଛି ମୂଲ୍ୟ
ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(PNB) ଦୁର୍ନୀତିର ମାଷ୍ଟରମାଇଣ୍ଡ ନୀରବ ମୋଦୀଙ୍କୁ ଲାଗିଛି ବଡ଼ ଝଟକା । ବ୍ରିଟେନ୍ ସ୍ଥିତ ଲଣ୍ଡନ ହାଇକୋର୍ଟ ଅଭିଯୁକ୍ତ ନୀରବ ମୋଦୀଙ୍କ ଲଣ୍ଡନରେ ଥିବା ବିଳାସପୂର୍ଣ୍ଣ ଫ୍ଲାଟ୍…
ଲୋକସଭା ନିର୍ବାଚନ ପରେ ମହଙ୍ଗା ହୋଇଯିବ କି ରିଚାର୍ଜ ପ୍ଲାନ? ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରେ ଏୟାରଟେଲ ଏବଂ ଜିଓ ବ୍ୟବହାରକାରୀଙ୍କୁ ଝଟକା ଲାଗିପାରେ। ଅବଶ୍ୟ, ଏହି ବଡ଼ ଟେଲିକମ୍ କମ୍ପାନୀଗୁଡିକ ଶୁଳ୍କ ବୃଦ୍ଧି ପାଇଁ ଏକ ଭିନ୍ନ ଉପାୟ ଅବଲମ୍ବନ କରିପାରନ୍ତି। ନିକଟରେ…
ନାଗାଲାଣ୍ଡରେ ୬ ମାସ ପାଇଁ ବଢିଲା AFSPA ର ଅବଧି, ଜାଣନ୍ତୁ କ’ଣ କହୁଛି ଆଇନ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଗାମୀ ୬ ମାସର ନାଗାଲାଣ୍ଡର ୮ ଜିଲ୍ଲାର ପୋଲିସ ଷ୍ଟେସନକୁ ଅଶାନ୍ତ ଘୋଷଣା କରି AFSPAକୁ ବଢାଇବାର ନିଷ୍ପତ୍ତି ନେଇଛି । ସରକାର ବୁଧବାର ଦିନ ଅଧିସୂଚନା ଜାରି କରିଛନ୍ତି ଯେ, ରାଜ୍ୟରେ…
IPL ଓ ନିର୍ବାଚନ ସମୟରେ ଅଧିକ ବିଜ୍ଞାପନ, ଏତିକି ଟଙ୍କା ଖର୍ଚ୍ଚ କରିବେ କମ୍ପାନୀ
ନୂଆଦିଲ୍ଲୀ: ପାଖେଇ ଅସୁଛି ସାଧାରଣ ନିର୍ବାଚନ । ଏନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରସୋର ପ୍ରସ୍ତୁତି ଜାରି ରହିଛି । ଏଥିମଧ୍ୟରେ ଆରମ୍ଭ ହୋଇଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍) । ବର୍ତ୍ତମାନ କ୍ରିକେଟ ଓ…
ସକାଳୁ ସକାଳୁ ଭୂମିକମ୍ପରେ ଥରିଲା ଆଫଗାନିସ୍ଥାନ, ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା
କାବୁଲ: ଆଫଗାନିସ୍ତାନରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) କହିଛି ଯେ ଆଫଗାନିସ୍ତାନରେ ଗୁରୁବାର ସକାଳ ୫.୪୪ ମିନିଟରେ ଏକ ଭୂକମ୍ପ ଘଟିଛି। ରିକ୍ଟର ସ୍କେଲରେ ଏହାର…