fbpx
Browsing Category

ୟୁକ୍ରେନ-ରୁଷିଆ ଯୁଦ୍ଧ

ସବୁଆଡେ ଯୁଦ୍ଧର ପ୍ରଭାବ: ୟୁକ୍ରେନ ଆକାଶରେ ଦିଶୁନି ଗୋଟିଏ ବି ଫ୍ଲାଇଟ, କ୍ଷଣିକରେ ବଦଳିଗଲା ଦେଶର ଏୟାରଟ୍ରାଫିକ

ନୂଆଦିଲ୍ଲୀ: ୟୁକ୍ରେନ-ଋଷିଆ ମଧ୍ୟରେ ଆରମ୍ଭ ହୋଇଛି ମହାଯୁଦ୍ଧ । ଏଥିପାଇଁ ସମସ୍ତ ସିଭିଲିୟାନ ଏୟାରକ୍ରାଫ୍ଟସଗୁଡିକୁ ବନ୍ଦ କରିଛି ୟୁକ୍ରେନ । ପାଇଲଟ ଏବଂ ଅପରେଟର ମାନଙ୍କୁ ଏ ନେଇ ଏକ ଫର୍ମାଲ ନୋଟିସ ଦିଆଯାଇଛି ।…

ଋଷିଆ-ୟୁକ୍ରେନ ଯୁଦ୍ଧ: କ୍ରିପ୍ଟୋ ବଜାରରେ ଅସ୍ଥିରତା , ତଳକୁ ଖସିଲା ବିଟକଏନ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ ଘୋଷଣା ପରେ ଅନ୍ତର୍ଜାତୀୟ ବଜାର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ପୂର୍ବରୁ କ୍ରୁଡ ଅଏଲ ଦର ବୃଦ୍ଧି ପାଇଥିବାବେଳେ ଏବେ କ୍ରିପ୍ଟୋକରେନ୍ସୀ ଉପରେ ଏହାର ପ୍ରଭାବ…

ରୁଷ-ୟୁକ୍ରେନ ଯୁଦ୍ଧ: ଭାରତକୁ ସହାୟତା ମାଗିଲା ୟୁକ୍ରେନ

ନୂଆଦିଲ୍ଲୀ: ରୁଷ ସହ ଯୁଦ୍ଧ ମଧ୍ୟରେ ଭାରତର ସହାୟତା ମାଗିଛି ୟୁକ୍ରେନ୍ । ୟୁକ୍ରେନର ରାଷ୍ଟ୍ରଦୂତ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି । ନୂଆଦିଲ୍ଲୀ ସ୍ଥିତ ୟୁକ୍ରେନ ଦୂତାବାସ…

ୟୁକ୍ରେନ-ରୁଷିଆ ଯୁଦ୍ଧ: ଦୁଇଟି ସହର କବଜା କଲା ରୁଷିଆ

ନୂଆଦିଲ୍ଲୀ: ୟୁକ୍ରେନ ସୀମା ଭିତରେ ପଶିଲେ ରୁଷୀୟ ସ୍ଥଳସେନା । ଟ୍ୟାଙ୍କ ଓ ଯୁଦ୍ଧାସ୍ତ୍ର ସହ ପ୍ରବେଶ ନେଇ ୟୁକ୍ରେନ ବର୍ଡର୍ ଗାର୍ଡ ସ୍ୱୀକାର କରିଛନ୍ତି । ସୀମାନ୍ତ ଲୁହାଂସ୍କର ଦୁଇଟି ସହର କବଜାକୁ ନେଇଥିବା ରୁଷିଆ…

ବଡ଼ ଖବର: ରୁଷ ଆକ୍ରମଣରେ ୟୁକ୍ରେନରେ ୭ ମୃତ, ୯ ଆହତ

ମସ୍କୋ: ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଯୁଦ୍ଧକୁ ନେଇ ଆସିଛି ବଡ଼ ଖବର । ରୁଷ ଆକ୍ରମଣରେ ୟୁକ୍ରେନର ୭ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ସହ ଆକ୍ରମଣରେ ୯ ଜଣ ଗୁରୁତର ଆହତ ହୋଇଥିବା…

Russia Ukraine War : ଭାରତୀୟଙ୍କ ପାଇଁ ଜାରି ହେଲା ଆଡଭାଇଜରି

ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଛି । ସେମାନେ ପରସ୍ପରଙ୍କ ସେନାକୁ ଆଟାକ୍ କରୁଥିବା ବେଳେ ଯୁଦ୍ଧ ବନ୍ଦ କରିବାକୁ ଆହ୍ୱାନ କରିଛି ଜାତିସଂଘ । ଏହାରି ମଧ୍ୟରେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କ…

ଋଷ ବିରୋଧରେ ଲଢ଼ିବେ ‘ନାଟୋ’ ଦେଶ

ନୂଆଦିଲ୍ଲୀ: ଋଷ ବିରୋଧରେ ଲଢ଼ିବେ ନାଟୋର ସମସ୍ତ ସଦସ୍ୟ ଦେଶ । ନାଟୋ-ନର୍ଥ ଆଣ୍ଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ୍ ର ସମସ୍ୟା ଦେଶ ମାନେ ଏବେ ଋଷ ବିରୋଧରେ ଲଢ଼ିବେ ବୋଲି ସୂଚନା ମିଳିଛି । ନାଟୋରେ ଆମେରିକା, କାନାଡ଼ା,…

Russia Ukraine War : ରୁଷର ୫ଟି ଯୁଦ୍ଧ ବିମାନକୁ ଖସାଇଲା ୟୁକ୍ରେନ୍

ମସ୍କୋ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି । ପ୍ରଥମେ ରୁଷ ଆକ୍ରମଣ କରିବାରୁ ୟୁକ୍ରେନ୍ଦେଇଛି ପାଲଟା ଜବାବ । ରକେଟ୍ ମାଡ଼ କରି ରୁଷର ୫ଟି ଲଢ଼ୁଆ ବିମାନ ଖସାଇଛି ୟୁକ୍ରେନ୍ । ରୁଷର ୫ଟି ଲଢ଼ୁଆ ବିମାନ…

ହତିଆର ରଖି ଦିଅ ଏବଂ ଘରକୁ ଫେରି ଯାଅ, ୟୁକ୍ରେନ ସେନାଙ୍କୁ ପୁଟିନଙ୍କ ଖୋଲା ଧମକ

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଉପରେ ଆକ୍ରମଣର ଘୋଷଣା କରି ଦେଇଛନ୍ତି। କେବଳ ଏତିକି ନୁହେଁ ପୁଟିନ ଯୁଦ୍ଧକୁ ନେଇ ବହୁତ ଆକ୍ରମଣାତ୍ମକ ହୋଇ ଉଠିଛନ୍ତି। ହତିଆର ରଖି ନିଜ ଘରକୁ ଫେରିଯିବାକୁ…