Browsing Category
ଦେଶ
ବଲିଉଡ ଅଭିନେତା ଜାଭେଦ ଖାନଙ୍କ ପରଲୋକ, ଫୁସଫୁସ ରୋଗରେ ସଂକ୍ରମିତ ଥିଲେ
ନୂଆଦିଲ୍ଲୀ: ମନୋରଞ୍ଜନ ଧର୍ମୀ ଦୁନିଆରୁ ଏକ ଦୁଃଖଦ ଖବର ଆସଛି । ବଲିଉଡ ଅଭିନେତା ତଥା ‘ଲଗାନ’ ଫିଲ୍ମର ଫେମ୍ ଜାଭେଦ ଖାନ ଆମ୍ରୋହୀଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । ସେ ଫୁସଫୁସ…
ମା ଓ ଝିଅଙ୍କ ଉପରେ ବୁଲଡୋଜର ଚଲାଇଦେଲ? ଅଗ୍ନିକାଣ୍ଡ ସ୍ଥଳରେ ଡେପୁଟି ସିଏମ୍, SDM ସସପେଣ୍ଡ, ଲେଖପାଳ ଗିରଫ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁରରେ ଆଜି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି । ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ୱହୀନତା ପାଇଁ ମାଆ-ଝିଅ ନିଆଁରେ ପୋଡ଼ି ହୋଇ ମୃତ୍ୟୁବରଣ କରିଛନ୍ତି । ଏହି ଘଟଣା ଏବେ ସାରା…
୨୦୨୪ରେ ବି ସରକାର ଗଢ଼ିବ ବିଜେପି: ଦୃଢ଼ତା ପ୍ରକାଶ କଲେ ଅମିତ ଶାହା
ନୁଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଆଗରେ କୌଣସି ପ୍ରତିଦ୍ୱନ୍ଦି ନାହାନ୍ତି। ଏବେ ପୁରା ଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଥିବା ବେଳେ ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ଆଗରେ କେହି…
ଏୟାରବସ୍ ଠାରୁ ୨୫୦ ବିମାନ କିଣିବ ଏୟାର ଇଣ୍ଡିଆ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଚୁକ୍ତି ସ୍ୱାକ୍ଷରିତ
ନୂଆଦିଲ୍ଲୀ: ଟାଟା ଏହାର ଅଧିନରେ ଥିବା ଏୟାର ଇଣ୍ଡିଆ ପାଇଁ ୨୫୦ ବିମାନ କିଣିବା ପାଇଁ ଫ୍ରାନ୍ସ କମ୍ପାନୀ ଏୟାରବସ୍ ସହିତ ମଙ୍ଗଳବାର ଚୁକ୍ତି କରିଛି। ଦୁଇ କମ୍ପାନୀ ମଧ୍ୟରେ ହୋଇଥିବା ଏହି ଡିଲ୍ ବର୍ତ୍ତମାନ ପର୍ଯ୍ୟନ୍ତ…
GST କାଉନସିଲ ବୈଠକରେ ନିଆଯିବ ବଡ଼ ନିଷ୍ପତ୍ତି! କମିବ ସିମେଣ୍ଟ, ଖାଦ୍ୟ-ପାନୀୟର ଦାମ୍
ନୂଆଦିଲ୍ଲୀ : ଆସନ୍ତା ୧୮ ତାରିଖରେ ଦ୍ରବ୍ୟ ଓ ସେବା କର (ଜିଏସଟି) ପରିଷଦ ବୈଠକ ବସିବାକୁ ଯାଉଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ…
୨୪ ମାସର ସର୍ବନିମ୍ନ ସ୍ତରରେ ହୋଲସେଲ୍ ମହଙ୍ଗା ଦର, ଅନ୍ୟପଟେ ତିନି ମାସ ପରେ ପୁଣି ବଢିଲା ଖୁଚୁରା ମୁଦ୍ରାସ୍ପିତି
ନୂଆଦିଲ୍ଲୀ: ମହଙ୍ଗା ମାଡ଼ ମଧ୍ୟରେ ଜନସଧାରଣଙ୍କ ପାଇଁ ଆସିଛି ଖୁସି ଖବର। ଜାନୁଆରୀରେ ହୋଲ୍ସେଲ୍ ମହଙ୍ଗା ଦର ହ୍ରାସ ପାଇ ୪.୭୩ ପ୍ରତିଶତ ହୋଇଛି। ମଙ୍ଗଳବାର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ଏହି…
ଦିଲ୍ଲୀରେ ପୁଣି ଶ୍ରଦ୍ଧା ପରି ହତ୍ୟାକାଣ୍ଡ, ଢାବା ଫ୍ରିଜରୁ ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ
ନୂଆଦିଲ୍ଲୀ: ଲୋମ ଟାଙ୍କୁରା ଶ୍ରଦ୍ଧା ହତ୍ୟାକାଣ୍ଡ ପରି ଅନ୍ୟ ଏକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ପୋଲିସଙ୍କୁ ଏକ ଢାବା ଫ୍ରିଜରୁ ଶବ ମିଳିଛି । ପୋଲିସ ଅପରାଧୀଙ୍କୁ ଗିରଫ କରିନେଇ ଶବ ଉଦ୍ଧାର କରିଛି । ମାମଲାଟି…
ଏଣିକି ଯୁକ୍ତ ତିନି ପାଠ୍ୟକ୍ରମରେ ସାମିଲ ହେବ ପରିବେଶ ଶିକ୍ଷା: ମତାମତ ଲୋଡ଼ିଲା UGC
ନୂଆଦିଲ୍ଲୀ: ଖୁବଶୀଘ୍ର ଯୁକ୍ତତିନି ପାଠ୍ୟକ୍ରମରେ ସାମିଲ ହେବ ପରିବେଶ ଶିକ୍ଷା । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଏ ବାବଦରେ ଏକ ଚିଠା ପ୍ରସ୍ତୁତ କରାଯାଇଛି । ଏହି ଚିଠା ପାଠ୍ୟସୂଚୀ ଉପରେ ମତାମତ…
ସୁନା-ରୂପା କିଣିବାକୁ ଥିବା ଲୋକମାନଙ୍କ ପାଇଁ ଖୁସି ଖବର, ଆଜି ଆହୁରି କମିଲା ଦର
ନୂଆଦିଲ୍ଲୀ: ଯଦି ଆପଣ ସୁନା କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ଅଟେ । ଗତ କିଛି ଦିନ ଧରି ଉଭୟ ସୁନା ଏବଂ ରୁପା ଦର ହାରରେ ହ୍ରାସର ଧାରା ଚାଲିଛି। ସୁନା ୫୭,୦୦୦ ସ୍ତରକୁ ଖସି ଆସିଛି…
ରେଲୱେ ଟ୍ରାକରେ ଶୋଇ ଫଟୋ ଉଠାଉଥିଲେ, ପୋଲିସକୁ ପହଁଚିବା ପରେ..
ନୂଆଦିଲ୍ଲୀ: ଆଜିକାଲି ବିବାହ ପୂର୍ବରୁ ଫଟୋସୁଟ କରୁଛନ୍ତି, ଯାହାକୁ ପ୍ରି-ୱେଡିଙ୍ଗ ସୁଟ କୁହାଯାଉଛି। ଏପରି ଫଟୋ ସୁଟ ବର ଏବଂ କନିଆଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଏପରି ଏକ ମାମଲା ଗ୍ୱାଲିଅରରେ ସାମ୍ନାକୁ…