Browsing Category
ଦେଶ
ଆସିଲା IPL ମ୍ୟାଚ୍ ସୂଚୀ, ଆସନ୍ତା ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଖେଳ
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୪) ର ୧୭ ତମ ସଂସ୍କରଣ ପାଇଁ ମ୍ୟାଚ୍ ସୂଚୀ ଗୁରୁବାର ଘୋଷଣା କରାଯାଇଛି। ଏହି ମ୍ୟାଚର ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୨୨ ରୁ ଆରମ୍ଭ ହେବ। ଉଦଘାଟନୀ ମ୍ୟାଚରେ…
ଅମିତାଭ ବଚ୍ଚନ କଲେ ରହସ୍ୟମୟ ପୋଷ୍ଟ, ଫ୍ୟାନ୍ସ କହିଲେ ରାହୁଲଙ୍କ କମେଣ୍ଟର ଦେଲେ ଏପରି ପ୍ରତିକ୍ରିୟା
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରାୟ ସମୟରେ ନିଜ ବୟାନ କାରଣରୁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି । ବହୁ ସମୟରେ ସେ ନିଜ ଭାଷଣରେ ବଲିଉଡ୍ ସେଲିବ୍ରିଟିଙ୍କୁ ବି ଟାର୍ଗେଟ୍ କରିଥାନ୍ତି । ମଙ୍ଗଳବାର…
ପୃଥିବୀ ଆଡକୁ ମାଡିଆସୁଛି ଆଉ ଏକ ସାଟେଲାଇଟ୍, ମହାକାଶ ଜଗତରୁ ଆସିଲା ବଡ଼ ଖବର
ଓଡ଼ିଶା ଭାସ୍କର: ମହାକାଶ ଜଗତରୁ ଆସିଛି ଏକ ବଡ଼ ଖବର। ପୃଥିବୀ ଆଡକୁ ମାଡିଆସୁଛି ERS-2 ନାମକ ଏକ ସାଟେଲାଇଟ୍ । ଏହା ଆଉ କିଛି ସମୟ ପରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବ। ଏନେଇ ବୈଜ୍ଞାନିକମାନେ ସତର୍କ…
ଗୁଲ୍ମାର୍ଗରେ ଭୀଷଣ ହିମସ୍ଖଳନ: ଜଣେ ବିଦେଶୀଙ୍କ ମୃତ୍ୟୁ, ଅନ୍ୟ ଜଣେ ନିଖୋଜ
ଜାମ୍ମୁ: ଜାମ୍ମୁ କାଶ୍ମୀର ଗୁଲମାର୍ଗରେ ଗୁରୁବାର ଭୀଷଣ ହିମସ୍ଖଳନ ଘଟିଛି । ଏହି ହିମସ୍ଖଳନ ଫଳରେ ଜଣେ ବିଦେଶୀଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଉଦ୍ଧାରକାରୀ ଦଳଙ୍କ ପକ୍ଷରୁ କୁହାଯାଇଛି କି ୩ ଜଣ…
ଆନ୍ଦୋଳନରତ କୃଷକଙ୍କ ବଡ଼ ଦାବି; କ୍ୟାମ୍ପ ଉପରେ ଆକ୍ରମଣ କଲା ହରିୟାଣା ପୋଲିସ, ୬ଜଣ ନିଖୋଜ
ନୂଆଦିଲ୍ଲୀ: ଶମ୍ଭୁ ସୀମାରେ ଆନ୍ଦୋଳନରତ କୃଷକଙ୍କ ବଡ଼ ଦାବି, ସେମାନଙ୍କ କ୍ୟାମ୍ପ (ଶିବିର) ଉପରେ ହରିୟାଣା ପୋଲିସ ଆକ୍ରମଣ କରିଛି । ପୋଲିସର ଆକ୍ରମଣ ପରେ ୬ ଜଣ ନିଖୋଜ ଅଛନ୍ତି । ଖାଲି ହରିୟାଣା ପୋଲିସ ନୁହେଁ ବରଂ…
ଜୟା କିଶୋରୀଙ୍କୁ ଅଶ୍ଳୀଳ ଟିପ୍ପଣୀ ସହ ହତ୍ୟା ଧମକ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
ଲକ୍ଷ୍ନୌ: ଦେଶର ଲୋକପ୍ରିୟ ମୋଟିଭେସନାଲ ସ୍ପିକର ଭାବେ ଜଣାଶୁଣା ଜୟା କିଶୋରୀ । ମଙ୍ଗଳବାର ସେ ଲକ୍ଷ୍ନୌର ଏକ କାର୍ଯ୍ୟକ୍ରମରେ ଯୋଗ ହୋଇଥିଲେ । ସେଠାରେ ତାଙ୍କୁ ଜଣେ ଯୁବକ ଅଶ୍ଳୀଳ ଟିପ୍ପଣୀ କରିବା ସହ ଜୀବନରୁ ମାରି…
ପେପର ଲିକ ମାମଲାରେ ମାଷ୍ଟରଙ୍କର ‘ମାଷ୍ଟରମାଇଣ୍ଡ’, ପଢନ୍ତୁ ଏହି ଖାସ୍ ରିପୋର୍ଟ
ନୂଆଦିଲ୍ଲୀ: ରାଜସ୍ଥାନରେ ଜୁନିୟର ଇଞ୍ଜିନିୟର ପରୀକ୍ଷାର ପେପର ଲିକ ମାମଲାର ଖୁଲାସା ହୋଇଛି । ଏଥିରେ ମୁଖ୍ୟ ଅଭିଯୁକ୍ତ ରାଜେନ୍ଦ୍ର ଯାଦବ ଏବଂ ହର୍ଷବର୍ଦ୍ଦନ ମୀଣା ବୋଲି ଜଣାପଡିଛି । ଏହି ଦୁଇ ଅଭିଯୁକ୍ତ ଟଙ୍କା ଲୋଭରେ…
ବିରୋଧୀଙ୍କୁ ଟାର୍ଗେଟ କରିଲେ ରାଜନାଥ ସିଂହ, କହିଲେ ବିଜେପି ସବୁବେଳେ ତା ପ୍ରତିଶ୍ରୁତି ରକ୍ଷା କରିଛି, ଏଥର ଓଡ଼ିଶାକୁ ଦରକାର ଡବଲ ଇଞ୍ଜିନ…
ଭୁବନେଶ୍ୱର: ଓଡ଼ିଶା ସହ ମୋର ଭାବନାତ୍ମକ ସଂପର୍କ ରହିଛି । ଭାରତ ସୁରକ୍ଷା ଯାତ୍ରା ଓଡ଼ିଶାରୁ ଆରମ୍ଭ କରିଥିଲୁ। ସେତେବେଳେ ଆତଙ୍କବାଦ, ନକ୍ସଲବାଦ ଓ ଆତଙ୍କ ସବୁବେଳେ ଲାଗି ରହିଥିଲା । ଆଜି ଆତଙ୍କବାଦ କେଉଁଠି ରହିଛି,…
(Video) ‘କିଛି ଲୋକ ନିଜର ଫାଇଦା ପାଇଁ ମହିଳାମାନଙ୍କର ଅପମାନ କରନ୍ତି’: ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ସୋନା ମହାପାତ୍ର
ନୂଆଦିଲ୍ଲୀ: ବଲିଉଡ଼ର ଲୋକପ୍ରିୟ ସିଙ୍ଗର ସୋନା ମହାପାତ୍ର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି । ସୋନା ସୋସିଆଲ ମିଡିଆ ପ୍ଲାଟଫର୍ମର ଏକ ପୋଷ୍ଟରେ ଲେଖି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ୨୨…
‘ମୋତେ ପ୍ରଧାନମନ୍ତ୍ରୀ ମୋଦୀ ଫୋନ୍ କରି କହିଥିିଲେ ଆଶା ରଖୁଛି କି ଆପଣ…’, କାହିଁକି ଆଜି ଏପରି କହିଲେ CJI ଚନ୍ଦ୍ରଚୂଡ
ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ଆଜି ସୁପ୍ରିମକୋର୍ଟ ପରିସରରେ ଆୟୁଷ ସମଗ୍ର କଲ୍ୟାଣ କେନ୍ଦ୍ରର ଉଦଘାଟନ କରିଛନ୍ତି । ଏହି ସମୟରେ ସେ କୋଭିଡ୍ ମହାମାରୀ ସମୟର ଅନୁଭବକୁ ସେୟାର କରିଛନ୍ତି । ସେ…