Browsing Category

ଦେଶ

ପୃଥିବୀ ଆଡକୁ ମାଡିଆସୁଛି ଆଉ ଏକ ସାଟେଲାଇଟ୍‌, ମହାକାଶ ଜଗତରୁ ଆସିଲା ବଡ଼ ଖବର

ଓଡ଼ିଶା ଭାସ୍କର: ମହାକାଶ ଜଗତରୁ ଆସିଛି ଏକ ବଡ଼ ଖବର। ପୃଥିବୀ ଆଡକୁ ମାଡିଆସୁଛି ERS-2 ନାମକ ଏକ ସାଟେଲାଇଟ୍‌ । ଏହା ଆଉ କିଛି ସମୟ ପରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବ। ଏନେଇ ବୈଜ୍ଞାନିକମାନେ ସତର୍କ…

ଗୁଲ୍‌ମାର୍ଗରେ ଭୀଷଣ ହିମସ୍ଖଳନ: ଜଣେ ବିଦେଶୀଙ୍କ ମୃତ୍ୟୁ, ଅନ୍ୟ ଜଣେ ନିଖୋଜ

ଜାମ୍ମୁ: ଜାମ୍ମୁ କାଶ୍ମୀର ଗୁଲମାର୍ଗରେ ଗୁରୁବାର ଭୀଷଣ ହିମସ୍ଖଳନ ଘଟିଛି । ଏହି ହିମସ୍ଖଳନ ଫଳରେ ଜଣେ ବିଦେଶୀଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଉଦ୍ଧାରକାରୀ ଦଳଙ୍କ ପକ୍ଷରୁ କୁହାଯାଇଛି କି ୩ ଜଣ…

ଆନ୍ଦୋଳନରତ କୃଷକଙ୍କ ବଡ଼ ଦାବି; କ୍ୟାମ୍ପ ଉପରେ ଆକ୍ରମଣ କଲା ହରିୟାଣା ପୋଲିସ, ୬ଜଣ ନିଖୋଜ

ନୂଆଦିଲ୍ଲୀ: ଶମ୍ଭୁ ସୀମାରେ ଆନ୍ଦୋଳନରତ କୃଷକଙ୍କ ବଡ଼ ଦାବି, ସେମାନଙ୍କ କ୍ୟାମ୍ପ (ଶିବିର) ଉପରେ ହରିୟାଣା ପୋଲିସ ଆକ୍ରମଣ କରିଛି । ପୋଲିସର ଆକ୍ରମଣ ପରେ ୬ ଜଣ ନିଖୋଜ ଅଛନ୍ତି । ଖାଲି ହରିୟାଣା ପୋଲିସ ନୁହେଁ ବରଂ…

ଜୟା କିଶୋରୀଙ୍କୁ ଅଶ୍ଳୀଳ ଟିପ୍ପଣୀ ସହ ହତ୍ୟା ଧମକ, ଅଭିଯୁକ୍ତକୁ ଗିରଫ କଲା ପୋଲିସ

ଲକ୍ଷ୍ନୌ: ଦେଶର ଲୋକପ୍ରିୟ ମୋଟିଭେସନାଲ ସ୍ପିକର ଭାବେ ଜଣାଶୁଣା ଜୟା କିଶୋରୀ । ମଙ୍ଗଳବାର ସେ ଲକ୍ଷ୍ନୌର ଏକ କାର୍ଯ୍ୟକ୍ରମରେ ଯୋଗ ହୋଇଥିଲେ । ସେଠାରେ ତାଙ୍କୁ ଜଣେ ଯୁବକ ଅଶ୍ଳୀଳ ଟିପ୍ପଣୀ କରିବା ସହ ଜୀବନରୁ ମାରି…

ପେପର ଲିକ ମାମଲାରେ ମାଷ୍ଟରଙ୍କର ‘ମାଷ୍ଟରମାଇଣ୍ଡ’, ପଢନ୍ତୁ ଏହି ଖାସ୍ ରିପୋର୍ଟ

ନୂଆଦିଲ୍ଲୀ: ରାଜସ୍ଥାନରେ ଜୁନିୟର ଇଞ୍ଜିନିୟର ପରୀକ୍ଷାର ପେପର ଲିକ ମାମଲାର ଖୁଲାସା ହୋଇଛି । ଏଥିରେ ମୁଖ୍ୟ ଅଭିଯୁକ୍ତ ରାଜେନ୍ଦ୍ର ଯାଦବ ଏବଂ ହର୍ଷବର୍ଦ୍ଦନ ମୀଣା ବୋଲି ଜଣାପଡିଛି । ଏହି ଦୁଇ ଅଭିଯୁକ୍ତ ଟଙ୍କା ଲୋଭରେ…

ବିରୋଧୀଙ୍କୁ ଟାର୍ଗେଟ କରିଲେ ରାଜନାଥ ସିଂହ, କହିଲେ ବିଜେପି ସବୁବେଳେ ତା ପ୍ରତିଶ୍ରୁତି ରକ୍ଷା କରିଛି, ଏଥର ଓଡ଼ିଶାକୁ ଦରକାର ଡବଲ ଇଞ୍ଜିନ…

ଭୁବନେଶ୍ୱର: ଓଡ଼ିଶା ସହ ମୋର ଭାବନାତ୍ମକ ସଂପର୍କ ରହିଛି । ଭାରତ ସୁରକ୍ଷା ଯାତ୍ରା ଓଡ଼ିଶାରୁ ଆରମ୍ଭ କରିଥିଲୁ। ସେତେବେଳେ ଆତଙ୍କବାଦ, ନକ୍ସଲବାଦ ଓ ଆତଙ୍କ ସବୁବେଳେ ଲାଗି ରହିଥିଲା । ଆଜି ଆତଙ୍କବାଦ କେଉଁଠି ରହିଛି,…

(Video) ‘କିଛି ଲୋକ ନିଜର ଫାଇଦା ପାଇଁ ମହିଳାମାନଙ୍କର ଅପମାନ କରନ୍ତି’: ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ସୋନା ମହାପାତ୍ର

ନୂଆଦିଲ୍ଲୀ: ବଲିଉଡ଼ର ଲୋକପ୍ରିୟ ସିଙ୍ଗର ସୋନା ମହାପାତ୍ର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି । ସୋନା ସୋସିଆଲ ମିଡିଆ ପ୍ଲାଟଫର୍ମର ଏକ ପୋଷ୍ଟରେ ଲେଖି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ୨୨…

‘ମୋତେ ପ୍ରଧାନମନ୍ତ୍ରୀ ମୋଦୀ ଫୋନ୍ କରି କହିଥିିଲେ ଆଶା ରଖୁଛି କି ଆପଣ…’, କାହିଁକି ଆଜି ଏପରି କହିଲେ CJI ଚନ୍ଦ୍ରଚୂଡ

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ଆଜି ସୁପ୍ରିମକୋର୍ଟ ପରିସରରେ ଆୟୁଷ ସମଗ୍ର କଲ୍ୟାଣ କେନ୍ଦ୍ରର ଉଦଘାଟନ କରିଛନ୍ତି । ଏହି ସମୟରେ ସେ କୋଭିଡ୍ ମହାମାରୀ ସମୟର ଅନୁଭବକୁ ସେୟାର କରିଛନ୍ତି । ସେ…

ଦିଲ୍ଲୀରେ ଆପ୍‌-କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ଶେଷ, ଜାଣନ୍ତୁ କିଏ କେତେ ସିଟ୍‌ରେ ଲଢିବେ

ନୂଆଦିଲ୍ଲୀ: ଫେବୃୟାରୀ ଶେଷ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହରେ ଲୋକସଭା ନିର୍ବାଚନ ପାଇଁ ଅଧିସୂଚନା ଜାରି ହୋଇପାରେ । ଏହି ସମ୍ଭାବନାକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ନିର୍ବାଚନ ପ୍ରସ୍ତୁତିରେ ଲାଗି ପଡିଛନ୍ତି…

(Video) ରାସ୍ତାରେ କ୍ରିକେଟ ଖେଳୁଥିବାର ନଜର ଆସିଲେ ସଚିନ ତେନ୍ଦୁଲକର, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମରେ ଅନେକ ଖେଳାଳି ଖେଳିବା ପାଇଁ ଆସନ୍ତି ଏବଂ ଅବସର ମଧ୍ୟ ନିଅନ୍ତି । ହେଲେ କିଛି ଖେଳାଳି ଏପରି ପ୍ରଦର୍ଶନ କରି ଯାଆନ୍ତି, ଯେଉଁଥି ପାଇଁ ସେମାନେ ସବୁଦିନ ପାଇଁ ଲୋକମାନଙ୍କ ହୃଦୟରେ…