Browsing Category
ଦେଶ
ଭୟରେ ଥରିବେ ଶତ୍ରୃ ଦେଶ, ସୁପରସୋନିକ କ୍ରୁଜ ମିଶାଇଲ ବ୍ରହ୍ମୋସର ସଫଳ ପରୀକ୍ଷଣ
ଭୁବନେଶ୍ୱର: ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ସୁଖୋଇ ଏମକେ-୧ରେ ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିଶାଇଲର ଏୟାର ଭର୍ଜନର ସଫଳ ପରୀକ୍ଷଣ ହୋଇଛି । ଚାନ୍ଦିପୁରରେ ସାକାଳ ସାଢ଼େ ୧୦ଟା ବେଳେ ପରୀକ୍ଷଣ କରାଯାଇଥିଲା । ମିଶାଇଲ…
ବିପିନଙ୍କ ବିୟୋଗରେ ଶୋକ: ରାଷ୍ଟ୍ରପତିଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ
ନୂଆଦିଲ୍ଲୀ: ହେଲିକପ୍ଟର କ୍ରାସରେ ସିଡିଏସ ବିପିନ ରାୱତଙ୍କ ମୃତ୍ୟୁ ଘଟିଛି । ଏହି ଦୁଃଖଦ ଘଟଣା ଦୋହଲାଇଦେଇଛି ସାରା ଦେଶକୁ । ବୁଧବାର ସିଡିଏସ ୱେଲିଂଟନ୍ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜ ଯାଉଥିବା ସମୟରେ ବାୟୁସେନା…
ବିପିନ ରାୱତଙ୍କ ପରଲୋକ: ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ସିଡିଏସ୍ ବିପିନ ରାୱତଙ୍କ ପରଲୋକରେ ପ୍ରାଧାନମନ୍ତ୍ରୀଙ୍କ ଶୋକପ୍ରକାଶ । ଟ୍ୱିଟ କରି ଶୋକ ଜଣାଇଲେ ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଛନତି ଜେନେରାଲ ରାୱତ ଜଣେ ସଚ୍ଚା ଦେଶପ୍ରେମୀ…
ଦିଲ୍ଲୀ ହିଂସା: ହତ୍ୟା ଉଦ୍ୟମ ନେଇ ଦୋଷୀ ସାବ୍ୟସ୍ତ ହେଲେ ଶାହାରୁଖ୍, ପୋଲିସକୁ ଦେଖାଇଥିଲେ ବନ୍ଧୁକ
ନୂଆଦିଲ୍ଲୀ: ୨୦୨୦ ରେ ଦଙ୍ଗା ସମୟରେ ଦିଲ୍ଲୀ ପୋଲିସ୍ ଅଧିକାରୀଙ୍କୁ ହତ୍ୟା ଉଦ୍ୟମ କରିଥିବା ଶାହାରୁଖ ପଠାନ ଦୋଷୀ ବୋଲି କହିଛନ୍ତି କୋର୍ଟ । ଶାହାରୁଖଙ୍କ ଆବେଦନକୁ ଖାରଜ କରିବା ସହ ତାଙ୍କ ବିରୋଧରେ ଦଙ୍ଗା କରିବା ଏବଂ…
ଓମିକ୍ରନର Stealth ଭର୍ସନ: ଆରଟିପିସିଆର ଟେଷ୍ଟରେ ବି ହେଉନି ଚିହ୍ନଟ
ନୂଆଦିଲ୍ଳୀ: କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ ବର୍ତ୍ତମାନ ବୈଜ୍ଞାନିକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଓମିକ୍ରନ ଭାଇରସର ଏକ ଷ୍ଟେଲଥ୍ ଭର୍ସନ ବା ଚୋରା ଭର୍ସନ ଚିହ୍ନଟ କରିବାରେ ସଫଳ ହୋଇଛନ୍ତି ବୈଜ୍ଞାନିକ ।…
କୁନ୍ନୁର ହେଲିକପ୍ଟର ଦୁର୍ଘଟଣା: CDS ବିପିନ ରାୱତଙ୍କ ପରଲୋକ, ସ୍ପଷ୍ଟକଲା ବାୟୁସେନା
ନୂଆଦିଲ୍ଲୀ:
ପରଲୋକରେ ଦେଶର ପ୍ରଥମ ସିଡିଏସ୍ ବିପିନ ରାୱତ । ହେଲିକପ୍ଟର ଦୁର୍ଘଟଣାରେ ସିଡିଏସଙ୍କ ବିପିନ ରାୱତଙ୍କ ମୃତ୍ୟୁ । ମୃତ୍ୟୁ ହୋଇଥିବା ନେଇ ଟ୍ୱିଟ୍ ଯୋଗେ ସ୍ପଷ୍ଟ କଲା ଭାରତୀୟ ବାୟୁସେନା । ସିଡିଏସ୍…
ବାୟୁସେନା ଚପର୍ ଦୁର୍ଘଟଣା: ୧୪ ଯାତ୍ରୀଙ୍କ ମଧ୍ୟରୁ ୧୩ ମୃତ, ସିଡିଏସଙ୍କ ପତ୍ନୀ ମୃତ!
ନୂଆଦିଲ୍ଲୀ: ତାମିଲନାଡୁର କୁନ୍ନୁରରେ ହୋଇଥିବା ବାୟୁସେନା ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ପ୍ରାରମ୍ଭିକ ଭାବରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ପ୍ରକାଶ ପାଇଥିବା ବେଳେ ପରବର୍ତ୍ତୀ…
ମାସ୍କ ପିନ୍ଧିଥିଲେ କିଛି ବି କରିପାରିବନି ଓମିକ୍ରନ! ୨୨୫ ଗୁଣ କମିଯାଏ ବିପଦ-ଅଧ୍ୟୟନରେ ଦାବି
ନୂଆଦିଲ୍ଲୀ: କରୋନା ଭାଇରସରୁ ବର୍ତ୍ତିବା ପାଇଁ ସାମାଜିକ ଦୂରତା ଅପେକ୍ଷା ମାସ୍କର ବଡ଼ ଭୂମିକା ରହିଛି । ଏହାର ସୂଚନା ନିକଟରେ ପ୍ରକାଶିତ ଏକ ଅଧ୍ୟୟନରୁ ମିଳିଛି । ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ୩…
ବେଦୀ ଉପରକୁ ଚଢି ପ୍ରେମିକାକୁ ସିନ୍ଦୁର ପିନ୍ଧାଇଲା ମୁଖା ପିନ୍ଧା ପ୍ରେମିକ; ଅବାକ୍ ହୋଇ ଚାହିିଁଥିଲା ବର, ଦେଖନ୍ତୁ VIDEO
ବିବାହ ମଣ୍ଡପରେ ପ୍ରେମିକାକୁ ପିନ୍ଧାଇଥିଲା ସିନ୍ଦୁର କିନ୍ତୁ ଶିଶୁପାଳ ହୋଇ ରହିଗଲା ଯୁବକ । ବିବାହ ମଣ୍ଡପରେ ବର ସାମ୍ନାରେ କନ୍ୟା ମଥାରେ ସିନ୍ଦୁର ପିନ୍ଧାଇଲା ମୁଖା ପିନ୍ଧା ପ୍ରେମିକ… ଆଉ ଏହାକୁ ଦେଖି ଅବାକ…
ଟିକାକରଣ ପରେ ପ୍ରାଣ ହରାଇଛନ୍ତି ୯୪୬: ରାଜ୍ୟସଭାରେ ବିବୃତି ରଖିଲେ ସରକାର
ନୂଆଦିଲ୍ଲୀ: ଦେଶରେ କୋଭିଡ ଟିକା ନେବା ପରେ ପ୍ରାୟ ୯୪୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ହଜାର ୧୯ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଦେଶରେ ଦିଆଯାଉଥିବା ୩ ପ୍ରକାର କୋଭିଡ-୧୯ ଟୀକା ନେବା ପରେ ସେମାନଙ୍କ…