fbpx
Browsing Category

ଦେଶ

ଲୋକସଭା ନିର୍ବାଚନର ସବୁଠାରୁ ଧନୀ ପ୍ରାର୍ଥୀ ପି. ଚନ୍ଦ୍ର ଶେଖର, ୫ କୋଟିରୁ ଉର୍ଦ୍ଧ୍ୱ ସମ୍ପତ୍ତି ଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି

ନୂଆଦିଲ୍ଲୀ: ଏପ୍ରିଲ ୧୯ରୁ ଅନେକ ରାଜ୍ୟରେ ଆରମ୍ଭ ହୋଇଯାଇଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ଗୋଟିଏ ପଟେ ପ୍ରଚାର କାର୍ଯ୍ୟରେ ବିଭିନ୍ନ ରାଜନୈତିକ ଦଳ ବ୍ୟସ୍ତ ଥିବା ବେଳେ ଅନ୍ୟପଟେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ…

ଧାରା ୩୭୦କୁ ନେଇ କମଳନାଥଙ୍କ ଭାଇରାଲ ଭିଡିଓ ଏକ ଡିପ୍ ଫେକ୍; ଯୋଡାଯାଇଛି AI ଭଏସ୍

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ମୁସଲମାନମାନଙ୍କୁ ମସଜିଦ୍ ଏବଂ ଜମ୍ମୁ-କଶ୍ମୀରରେ ଧାରା ୩୭୦ ପୁନରୁଦ୍ଧାର ପାଇଁ ପ୍ରତିଶ୍ରୁତି ଦେଇଥିବା ଦାବି କରୁଥିବା ର ଏକ ଭିଡିଓ…

ଆଜି ଆରୁଣାଚଳ ପ୍ରଦେଶର ୮ଟି ମତଦାନ କେନ୍ଦ୍ରରେ ପୁନଃ ଭୋଟ୍ ଗ୍ରହଣ, ପ୍ରଥମ ଭୋଟିଂ ସମୟରେ ହିଂସା କାରଣରୁ ଏଭଳି ନିଷ୍ପତ୍ତି ନେଲେ ନିର୍ବାଚନ…

ନୂଆଦିଲ୍ଲୀ: ଆଜି ଅରୁଣାଚଳ ପ୍ରଦେଶର ୮ ଟି କେନ୍ଦ୍ରରେ ଦ୍ୱିତୀୟ ଥର ପାଇଁ ମତଦାନ ଅନୁଷ୍ଠିତ ହେଉଛି । ଏପ୍ରିଲ ୧୯କୁ ହୋଇଥିବା ପ୍ରଥମ ପର୍ଯ୍ୟାୟ ଭୋଟିଂ ସମୟରେ ମତଦାନ କେନ୍ଦ୍ରରେ ହିଂସା ଦେଖାଦେଇଥିଲା । ଏନେଇ ଅରୁଣାଚଳ…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରିୟଙ୍କାଙ୍କ କଡା ଜବାବ; ‘ମଙ୍ଗଳସୂତ୍ରର ମହତ୍ତ୍ୱ ବୁଝିଥିଲେ ଏଭଳି କଥା କହିନଥାନ୍ତେ’

ନୂଆଦିଲ୍ଲୀ: ମହିଳାଙ୍କ ମଙ୍ଗଳସୂତ୍ରକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୟାନଉପରେ କଡା ଜବାବ ଦେଇଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ରବିବାର ରାଜସ୍ଥାନର ବାଂଶଓ୍ଵାରାରେ ଏକ ନିର୍ବାଚନୀ ରାଲିରେ…

ବଡ଼ ଖୁଲାସା କଲେ ଜୟଶଙ୍କର: ‘ୟୁପିଏ ସରକାରର ବିଦେଶ ପଲିସୀ ଭୋଟ ବ୍ୟାଙ୍କ ପଲିସୀ ଦ୍ୱାରା ପ୍ରଭାବିତ ହୋଇଥିଲା’

ନୂଆଦିଲ୍ଲୀ: ଦେଶର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଏକ ବଡ଼ ଖୁଲାସା କରିଛନ୍ତି । ଗତ ସରକାର ଅର୍ଥାତ ୟୁପିଏ ସରକାରର ବିଦେଶ ପଲିସୀ ଭୋଟ ବ୍ୟାଙ୍କ ପଲିସୀ ଦ୍ୱାରା ପ୍ରଭାବିତ ହୋଇଥିଲା । ମୁସଲିମ ଭୋଟ ବ୍ୟାଙ୍କ…

ଭାରତୀୟଙ୍କ ପାଇଁ ପ୍ରସ୍ତାବିତ ହେଲା ନୂତନ shoe sizing system, ଜାଣନ୍ତୁ ‘Bha’ର ଆବଶ୍ୟକତା

ନୂଆଦିଲ୍ଲୀ: ନିକଟରେ ଭାରତୀୟଙ୍କ ପାଦୁକା ଆକାର(feet sizes)କୁ ନେଇ ବୃହତ ପ୍ରକଳ୍ପର ଅଂଶ ଭାବରେ ଏକ Pan-India ସର୍ଭେ କରାଯାଇଥିଲା । ଭାରତର ପ୍ରତିନିଧିତ୍ୱ କରିବା ପାଇଁ ଏହାକୁ ‘Bha’(ଭ) ନାମ ଦିଆଯିବା ନେଇ…

(Video) ପରିବା ବିକୁଥିବା ଜଣେ ମା’ର ପଣତରେ କାର୍ ରଖି ପଲାଇଲେ ଯୁବକ; ଚକ ଖୋଲି ନେଇଗଲେ ପୋଲିସ୍

ନୂଆଦିଲ୍ଲୀ: ସବୁଦିନ କିଛି ଘଟଣା, ଅଘଟଣର ଭିଡିଓ ସୋସିଆଲ ମାଡିଆରେ ଘୁରି ବୁଲୁଛି । ଆଜି ଆମେ ଏମିତି ଏକ ଭିଡ଼ିଓ ବିଷୟରେ କହୁଛୁ ଯାହାକୁ ଆପଣ ବି ଦେଖିଲେ କହିବେ । ପୋଲିସ ବାବୁ ଯାହା କରିଛନ୍ତି ଠିକ୍ କରିଛନ୍ତି ।…

ଘୋର କଳିଯୁଗ ! ଶ୍ରୀରାମଙ୍କ ପ୍ରତିଛବି ଥିବା ପ୍ଲେଟରେ ବିକ୍ରି କରୁଥିଲେ ବିରିୟାନୀ, ଘଟଣାସ୍ଥଳରେ ହଙ୍ଗାମା, ଦୋକାନୀକୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ: ଅଧିକାଂଶ ଭାରତୀୟ ପ୍ରଭୁ ଶ୍ରୀରାମଙ୍କ ଭକ୍ତ । ପ୍ରଭୁ ଶ୍ରୀ ରାମ ସମସ୍ତ ବିପଦରୁ ସେମାନଙ୍କ ଭକ୍ତଙ୍କୁ ରକ୍ଷା କରିଥାନ୍ତି । ଏହା ସହ ଶ୍ରୀ ରାମଙ୍କୁ ସ୍ମରଣ ମାତ୍ରକେ ସମସ୍ତ ବିପଦ ଟଳିଯାଏ ବୋଲି ରାମ…

ବିମାନରେ ଗୋଟିଏ PNRରେ ପିଲାଙ୍କ ପାଇଁ ସଂରକ୍ଷିତ ରହିବ ସିଟ୍‌, ବିମାନ କମ୍ପାନୀଙ୍କ ପାଇଁ ନିର୍ଦ୍ଦେଶ ଜାରି କଲା DGCA

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ପରିବାର ସହ ବିମାନ ଯାତ୍ରା କୁରୁଥିଲେ ୧୨ ବର୍ଷରୁ କମ୍ ପିଲାଙ୍କୁ ସେମାନଙ୍କ ମାତା ପିତାଙ୍କ ପାଖରେ ଏକ ସିଟ୍ ସୁନିଶ୍ଚିତ କରିବା ନେଇ DGCA ପକ୍ଷରୁ ମଙ୍ଗଳବାର…

ମୁସଲମାନଙ୍କୁ ନେଇ ପୁଣି କଂଗ୍ରେସକୁ ଟାର୍ଗେଟ କଲେ ମୋଦୀ; ଏଥର ସଂରକ୍ଷଣ ପ୍ରସଙ୍ଗରେ ବୟାନ

ନୂଆଦିଲ୍ଲୀ: ନିର୍ବାଚନୀ ସଭାରେ ମୁସଲମାନମାନଙ୍କ ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ବିରୋଧୀ କଂଗ୍ରେସ ଓ ଇଣ୍ଡିଆ ଆଲାଏନ୍ସକୁ ଟାର୍ଗେଟ କରିଛନ୍ତି । ମଙ୍ଗଳବାର ରାଜସ୍ଥାନର ଟଙ୍କରେ ନିଜର…