fbpx
Browsing Category

ଦେଶ

ଜୀବନ ହାରିଲେ ୯ ଜଣ କଲେଜ ପିଲା: ପରୀକ୍ଷାରେ ଫେଲ୍ ହେବାର କଷ୍ଟ ସହିପାରିଲେନି

ନୂଆଦିଲ୍ଲୀ: ପରୀକ୍ଷାରେ ବିଫଳତାକୁ ଅନେକ ସମୟରେ କମ୍ ବୟସର ଛାତ୍ରଛାତ୍ରୀମାନେ ସହଜରେ ସହ୍ୟ କରିପାରନ୍ତି ନାହିଁ । ତେଣୁ ଏପରି ସ୍ଥଳେ ସେମାନେ ଜୀବନରେ କିଛି କୁପଥକୁ ଆଦରି ନେଇଥାନ୍ତି । ଏପରିକି ସେମାନେ ନିଜକୁ ତୁଛ…

ଭୁବନେଶ୍ଵରରେ ଉଦଯାପିତ ହେଲା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ: ଶେଷରେ ବିଶ୍ଵପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କଲେ…

ଭୁବନେଶ୍ୱର: ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଆଜି ଭୁବନେଶ୍ଵର ଠାରେ ଉଦଯାପିତ ହୋଇଯାଇଛି । ଏହି ତିନି ଦିନିଆ ବୈଠକ ଓ ସେମିନାର ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯାଇଥିଲା। ଏଥିରେ ପ୍ରାଥମିକ…

Video: ସୁଦାନରେ ବିନା ଆଲୋକରେ ବିମାନ ଅବତରଣ କଲେ ସାହସୀ IAF ପାଇଲଟ, ଆଶ୍ଚର୍ଯ୍ୟଜନକ ଅପରେସନରେ ୧୨୧ ଜଣ ଭାରତୀୟ ଉଦ୍ଧାର

ନୂଆଦିଲ୍ଲୀ: ବୀରତ୍ୱ ଦେଖାଇଲେ ସାହାସୀ ଭାରତୀୟ ବାୟୁସେନା ପାଇଲଟ । ବିନା ଆଲୋକରେ ବିମାନ ଅବତରଣ କଲେ ଗୃହ ଯୁଦ୍ଧ ଚାଲିଥିବା ଆଫ୍ରୀକୀୟ ଦେଶ ସୁଦାନରେ । ସେଠାରେ ଫସିଥିବା ଭାରତୀୟ ମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ…

ମାର୍ଚ୍ଚ ମାସରେ ଧିମା ପଡ଼ିଲା ୮ କୋର ସେକ୍ଟର ଉତ୍ପାଦନ, ୩.୬ ପ୍ରତିଶତ ରହିଲା ଅଭିବୃଦ୍ଧି ହାର

ନୂଆଦିଲ୍ଲୀ: ମାର୍ଚ୍ଚ ମାସରେ ଦେଶର ୮ ପ୍ରମୁଖ କୋର ସେକ୍ଟରରେ ଅଭିବୃଦ୍ଧି ହାର ହ୍ରାସ ପାଇଛି । ମାର୍ଚ୍ଚ ୨୦୨୩ ରେ କୋର ସେକ୍ଟରରେ ଅଭିବୃଦ୍ଧି ହାର ୩.୬ ପ୍ରତିଶତ ରହିଛି, ଯେତେବେଳେ ପେବୃଆରୀ ମାସରେ ଏହା ୬ ପ୍ରତିଶତ…

ଆସିଗଲା ମୋଦୀ ସରକାରଙ୍କ ନୂଆ ଯୋଜନା, ଏଣିକି ବିବାହିତ ଦମ୍ପତିମାନେ ପ୍ରତିମାସରେ ପାଇବେ ଟଙ୍କା!

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ଯୋଜନା ଚଳାଉଛନ୍ତି, ଯେଉଁଥିରେ ବିବାହିତ ଦମ୍ପତିଙ୍କୁ ପ୍ରତିମାସରେ ୧୮,୫୦୦ ଟଙ୍କା ପାଇବେ । ଯଦି ଆପଣ ମଧ୍ୟ ପ୍ରତି ମାସରେ ଅଧିକ ରୋଜଗାର କରିବାକୁ ଏକ ବିକଳ୍ପ (ପେନସନ୍…

ଅଶାନ୍ତ ସୁଦାନରୁ ଫେରିଲେ ଆଉ ୩୯୨ ଭାରତୀୟ

ନୂଆଦିଲ୍ଲୀ: ଅପରେସନ ‘କାବେରି’ ଜରିଆରେ ଅଶାନ୍ତ ସୁଦାନରୁ ଭାରତୀୟଙ୍କୁ ଉଦ୍ଧାର ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ଏହାରି ମଧ୍ୟରେ ଅଶାନ୍ତ ସୁଦାନରୁ ଫେରିଛନ୍ତି ଆଉ ୩୯୨ ଭାରତୀୟ । ଜେଦାହରୁ IAF C-17 ବିମାନରେ…

ଟ୍ରେନ ଟିକେଟରେ ବରିଷ୍ଠ ନାଗରିକଙ୍କୁ ରିହାତି ମିଳିବନି: ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବରିଷ୍ଠ ନାଗରିକଙ୍କ ପାଇଁ ଟ୍ରେନ ଟିକେଟରେ ରିହାତି ଦିଆଯିବାକୁ ନେଇ ଏକ ବଡ ଗୋଷରା କରିଛନ୍ତି ସୁପ୍ରିମକୋର୍ଟ । ପୁଣିଥରେ ଟ୍ରେନ ଟିକେଟରେ ବରିଷ୍ଠ ନାଗରିକଙ୍କୁ ରିହାତି ଦେବା ପାଇଁ କୋର୍ଟରେ ଆବେଦନ…

ଏବେ ମଧ୍ୟ ଋଷିଆ ତେଲରେ ଚାଲିଛି ଇଉରୋପ କାର୍, ଭାରତର ସାଜିଛି ସହାୟତାର ବାଟ

ନୂଆଦିଲ୍ଲୀ: ଅନେକ କଡ଼ା ଆର୍ଥିକ ପ୍ରତିବନ୍ଧକ ପରେ ଏବେ ମଧ୍ୟ ଋଷିଆ ଭାରତ ସାହାଯ୍ୟରେ ୟୁରୋପକୁ ଶକ୍ତି ଯୋଗାଉଛି । ଡିସେମ୍ବର ମାସରେ ସମସ୍ତ ପ୍ରକାର ଅଶୋଧିତ ତେଲ ଋଷିଆରୁ ଆମଦାନୀ ଉପରେ ୟୁରୋପିଆନ ୟୁନିୟନ ରୋକ…

ଲୋନ୍ ନାଁରେ ହଜାରେ କୋଟି ଲୁଟିଥିବା ୩୫୦୦ ଆପକୁ ହଟାଇଲା ଗୁଗୁଲ୍: ଆପଣଙ୍କ ଫୋନରେ ନାହିଁ ତ ଏହି ଆପ୍ ? ଜାଣନ୍ତୁ ବର୍ତ୍ତିବାର ଉପାୟ

ନୂଆଦିଲ୍ଲୀ : ଲୋନ୍ ଦେବା ନାମରେ ଠକୁଥିବା ୩୫୦୦ ଆପକୁ ୨୦୨୨ରେ ଷ୍ଟୋରରୁ ହଟାଇଛି ଗୁଗୁଲ । ଏହା ସହିତ ଗୁଗୁଲ ୧୪.୩ ଲକ୍ଷରୁ ଅଧିକ ଏପରି ଆପକୁ ଷ୍ଟୋରରୁ ହଟାଇଛି, ଯାହା ନିୟମର ପାଳନ କରୁନଥିଲେ । ଗୁଗୁଲ କହିଛି ଯେ,…

ଗାଡି ଚାଳକ ହୁସିଆର୍! ଅଜାଣତରେ ଗାଡି ଚାଲାଣ କଟୁଛି? ଏହି ଉପହାୟରେ ଯାଞ୍ଚ କରନ୍ତୁ

ନୂଆଦିଲ୍ଲୀ: ଗାଡି ଚଳାଇବା ବେଳେ ଟ୍ରାଫିକ ନିୟମ ଭାଙ୍ଗି ଧରା ପଡିଲେ ଆପଣଙ୍କ ଉପରେ ଫାଇନ ଲଗାଯିବ । କିନ୍ତୁ ଆପଣ ଜାଣିଛନ୍ତି କି ସବୁ ଡକ୍ୟୁମେଣ୍ଟ ଥାଇ ମଧ୍ୟ ଆପଣଙ୍କ ଗାଡିରେ ଚାଲାଣ କଟା ଯାଇପାରେ । ତେବେ ଲାଇସେନ୍ସ…