fbpx
Browsing Category

ଖବର

ଦୁବାଇ ବର୍ଷାରେ ଫସିଥିବା ଦୁଇ ଭାରତୀୟ କୁସ୍ତିଯୋଦ୍ଧାଙ୍କ ବିଷୟରେ ଏହି ସୂଚନା ଦେଲେ ସ୍ପୋର୍ଟ୍ସ ଅଥରିଟି 

ନୂଆଦିଲ୍ଲୀ: ଦୁଇ ଭାରତୀୟ କୁସ୍ତିଯୋଦ୍ଧା ଦୀପକ ପୁନିଆ ଓ ସୁଜିତ କଲ୍କଲ କିର୍ଗିଜସ୍ତାନ ଯାଉଥିଲେ କିନ୍ତୁ ୟୁଏଇରେ ବର୍ଷା ଯୋଗୁଁ ସେମାନେ ଏବେ ଦୁବାଇ ବିମାନ ବନ୍ଦରରେ ଫସି ରହିଛନ୍ତି। ଏହା ସହ ପ୍ୟାରିସ୍ ଅଲିମ୍ପିକ୍ସ…

ଇରାନରେ ମାଲବାହୀ ଜାହାଜ କବଜା କରାଯିବା ଘଟଣା; ଭରତ ଫେରିଲେ ଜଣେ ମହିଳା କ୍ରୁ ମେମ୍ବର

ନୂଆଦିଲ୍ଲୀ: ଇରାନରେ ଜବତ ହୋଇଥିବା ମାଲବାହୀ ଜାହାଜ ଏମଏସସି ଏରିସରେ କାମ କରୁଥିବା କେରଳର ଏନ ଟେସା ଜୋସେଫ୍ ଭାରତ ଫେରିଛନ୍ତି । ଏପ୍ରିଲ ୧୩ ରେ ଇରାନ ନୌସେନା ଭାରତ ଆସୁଥିବା ମାଲବାହୀ ଜାହାଜ ଏମଏସସି ମେଷକୁ ଜବତ…

(Video) ଗାଁରେ ପ୍ରଥମ ଥର ପହଞ୍ଚିଲା ମୋବାଇଲ ନେଟୱାର୍କ: ଗ୍ରାମବାସୀଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ । ହିମାଚଳର ସ୍ପୀତି କ୍ଷେତ୍ରର ଗିଉ ଗାଁରେ ପ୍ରଥମ ଥର ମୋବାଇଲ ନେଟୱାର୍କ ସହଞ୍ଚିଥିଲା । ନେଟୱାର୍କ ପହଞ୍ଚିବା ପୂର୍ବରୁ ଗ୍ରାମାବାସୀଙ୍କୁ…

(Video) ଖରାଦିନେ ଘଟିଲା ବଡ଼ ଅଘଟଣ: କେହି କିଛି ବୁଝିବା ଆଗରୁ ହଠାତ୍ ଜଳି ଉଠିଲା କାର୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ସ୍ଥାନରେ ଏବେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୩.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଦିନ ୨.୩୦…

ୟୁଏଇରେ ପ୍ରବଳ ବର୍ଷା ପରେ ଦୁବାଇ ବିମାନ ବନ୍ଦରରେ ବିମାନ ଚଳାଚଳ ଆରମ୍ଭ

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଆଖପାଖ ଦେଶରେ ପ୍ରବଳ ବର୍ଷା ଯୋଗୁଁ ଦୁବାଇ ଇଣ୍ଟରନ୍ୟାସନାଲର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ମଙ୍ଗଳବାର ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ୟୁଏଇର ରାସ୍ତାରେ, ବିମାନବନ୍ଦରରେ…

ଭୀଷଣ ଗରମରେ ସ୍ମାର୍ଟଫୋନ୍ ସହ କରନ୍ତୁନି ଏପରି ଭୁଲ୍‌, ନଷ୍ଟ ହୋଇଯିବ ଆପଣଙ୍କ ଫୋନ୍‌

ଓଡ଼ିଶା ଭାସ୍କର: ଭୀଷଣ ଗରମ ଓ ତାତି ଆପଣଙ୍କ ଉପରେ ଯେପରି ପ୍ରଭାବ ପକାଇଥାଏ ଆପଣଙ୍କ ଦାମୀ ସ୍ମାର୍ଟଫୋନ୍ ଉପରେ ବି ସେହିପରି ପ୍ରଭାବ ପକାଇଥାଏ । ଯେତେବେଳେ ଏହା ଓଭରହିଟ୍ ହୋଇଯାଏ ସେତେବେଳେ ଏହା କାମ କରିବା ବନ୍ଦ…

ଚିକିତ୍ସା ଅବହେଳାରୁ ଆଖିବୁଜିଲେ ପ୍ରସୂତୀ ମହିଳା; ଡାକ୍ତର-ନର୍ସଙ୍କ ନାଁରେ ଥାନାରେ ମାମଲା

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଡାକ୍ଟରଙ୍କ ଚିକିତ୍ସା ଅବହେଳାରୁ ଆଖିବୁଜିଲେ ପ୍ରସୂତୀ ମହିଳା । ଝିଅକୁ ମାରିଦେଇଥିବା ଅଭିଯୋଗରେ ରାତିରେ ଚିକିତ୍ସାରେ ଥିବା ଡାକ୍ତର ଓ ନର୍ସଙ୍କ ନାଁରେ ଥାନାରେ ମାମଲା । ଗତକାଲି…

ଚିନ୍ତା ବଢାଇଲାଣି ଏଚ୍୫ଏନ୍୧ ଏଭିଆନ୍ ଫ୍ଲୁ; ମଣିଷକୁ ବ୍ୟାପିବା ଆଶଙ୍କା ନେଇ ‘WHO’ର ଚେତାବନୀ 

ନୂଆଦିଲ୍ଲୀ: ଏଚ୫ଏନ୧ ଏଭିଆନ୍ ଫ୍ଲୁ ମଣିଷ ସମେତ ପୂର୍ବରୁ ପ୍ରଭାବିତ ହୋଇନଥିବା ପ୍ରଜାତିରେ ବୃଦ୍ଧି ପାଉଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗୁରୁବାର ଉଦ୍ ବେଗ ପ୍ରକାଶ କରିଛି। ମିଳିତ ଜାତିସଂଘ ସ୍ୱାସ୍ଥ୍ୟ ଏଜେନ୍ସିର…

ପୋଲିସ ହାତରେ ସାଇବର ଠକ ସ୍ବାମୀ-ସ୍ତ୍ରୀ ଗ୍ୟାଙ୍ଗ; ଦେଉଥିଲେ ୨୦% ସୁଧର ଲୋଭନୀୟ ଅଫର୍

ଭୁବନେଶ୍ଵର: କମିସନରେଟ ପୋଲିସ ହାତରେ ସାଇବର ଠକ ସ୍ବାମୀ ସ୍ତ୍ରୀ ଗ୍ୟାଙ୍ଗ । ଗ୍ୟାଙ୍ଗ ର ୪ ସାଇବର ଠକ୍ ଙ୍କୁ ଗିରଫ କଲା ସାଇବର ଥାନା ପୋଲିସ। ଗିରଫ ଅଭିଯୁକ୍ତ ହେଲେ ମାଷ୍ଟର ମାଇଣ୍ଡ ଗଞ୍ଜାମ ଜଗନ୍ନାଥ ପ୍ରସାଦରୁ ଆସି…

CSKକୁ ଆଉ ଏକ ଝଟକା: IPL-2024 ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଲେ ଷ୍ଟାର କ୍ରିକେଟର

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ପୁଣିଥରେ ବିଜୟ ଟ୍ରାକକୁ ଫେରିଛି ଚେନ୍ନାଇ ସୁପର କିଙ୍ଗସ । ୫ଟିମ୍ୟାଚରୁ ୪ଟି ବିଜୟ ସହ ଦଳ ବର୍ତ୍ତମାନ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । କିନ୍ତୁ ଏହାମଧ୍ୟରେ ଚେନ୍ନାଇ ଏବଂ…