Browsing Category
ଖବର
ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ଲଢିବ AAP? ନଭେମ୍ବରରେ ପୁଣି ହେବ କଡ଼ା ଟକ୍କର! ଜାଣନ୍ତୁ ସମ୍ଭାବନା
ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଯାଇଛି । ଆସନ୍ତା ମାସ ୧୩ ଏବଂ ୨୦ ତାରିଖରେ ଝାଡ଼ଖଣ୍ଡରେ ନିର୍ବାଚନୀ ଲଢେଇ ଆରମ୍ଭ ହେବ । ତେବେ ଏହି ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ଏଣ୍ଟ୍ରିକୁ…
କାର୍ତ୍ତିକ ପାଇଁ ଶ୍ରୀମନ୍ଦିରରେ ହବିଷ୍ୟାଳିଙ୍କ ଜମିଲାଣି ଭିଡ଼, ଦର୍ଶନ ବ୍ୟବସ୍ଥା ପାଇଁ ଲାଗୁ ହେଲା କଟକଣା
ପୁରୀ: ଆଜି ଠାରୁ ଆରମ୍ଭ ହେଉଛି କାର୍ତ୍ତିକ ମାସ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି । ଆସନ୍ତା ୧୮ ତାରିଖରୁ ଭକ୍ତମାନେ ଦୁଇଟି ଦ୍ୱାର ଅର୍ଥାତ୍ ସିଂହଦ୍ୱାର ଓ…
ମାତ୍ର ୬ ମାସ ପାଇଁ ଜଷ୍ଟିସ ଖନ୍ନା ହେବେ ସିଜେଆଇ
ନୂଆଦିଲ୍ଲୀ: ଦେଶର ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡଙ୍କ ପରେ ଜଷ୍ଟିସ ସଂଜୀବ ଖନ୍ନା ହେବ ଦେଶର ସିଜେଆଇ । ବର୍ତ୍ତମାନର ସିଜେଆଇ ଜଷ୍ଟିସ ଖାନ୍ନାଙ୍କ ନାଁ କେନ୍ଦ୍ରକୁ ସୁପାରିଶ କରିଛନ୍ତି । ତେବେ ଜଷ୍ଟିସ…
ଧାରା ୭-ଏର ବୈଧତା ଉପରେ ସାମ୍ବିଧାନିକ ପୀଠରେ ଜଷ୍ଟିସ ଜେ ବି ପାରଦିଭାଲାଙ୍କ ଭିନ୍ନ ମତ
ନୂଆଦିଲ୍ଲୀ: ନାଗରିକତା ଆଇନର ଧାରା ୬-ଏର ବୈଧତାକୁ ନେଇ ଥିବା ଦ୍ୱନ୍ଦ୍ୱର ଅବସାନ ଘଟିଛି । ସୁପ୍ରିମ କୋର୍ଟ ଏହାର ବୈଧତାକୁ ଅକ୍ଷୁର୍ଣ୍ଣ ରଖିଛନ୍ତି । ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ୪:୧ପେ ଧାରା ୬-ଏର ବୈଧତା…
SEX କଲାବେଳେ ସାବଧାନ, ନାବାଳକ ଦେଖିଲେ ହେବ କଠୋର ଦଣ୍ଡବିଧାନ, ଯିବାକୁ ପଡିବ ଜେଲ
ତିରୁଅନନ୍ତପୁରମ: କୌଣସି ନାବାଳକ ବା ନାବାଳିକା ସମ୍ମୁଖରେ କପଡା ଖୋଲିବା ଓ ଶାରୀରିକ ସମ୍ବନ୍ଧ ସ୍ଥାପନ କରିବାକୁ ଯୌନ ଉତ୍ପୀଡନ ଧରାଯିବ । କେରଳ ହାଇକୋର୍ଟ ନିକଟରେ ଏକ ମାମଲାରେ ଏମିତି କହିଛନ୍ତି । ତେଣୁ ଏପରି…
ନକଲି ସିନ୍ଦୁର ବ୍ୟବହାର କରିବା ପଡ଼ିବ ମହଙ୍ଗା, ଜାଣନ୍ତୁ କିପରି ଚିହ୍ନିବେ ଅସଲି ସିନ୍ଦୁର
ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ବିବାହିତ ମହିଳାଙ୍କ ପାଇଁ ‘ସିନ୍ଦୁର’ର ବିଶେଷ ମହତ୍ୱ ରହିଛି । ସିନ୍ଦୁରକୁ ସଧବାର ପ୍ରତୀକ ଭାବେ ବିବେଚିତ କରାଯାଇଛି । କାର୍ତ୍ତିକ ମାସର କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ସଧବା…
ବରିଷ୍ଠଙ୍କୁ ବାହାରର ରାସ୍ତା ଦେଖାଇବାକୁ ଯାଇ ନବୀନଙ୍କୁ ଗୌଣ କରିଦେଲେ କନିଷ୍ଠ
ଭୁବନେଶ୍ୱର: ଗତ କାଲି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଥିଲା । ବହୁ ବର୍ଷ ପରେ ନବୀନ ତାଙ୍କ ଜନ୍ମଦିନ ଦଳୀୟ କର୍ମକର୍ତ୍ତା, ଶୁଭେଚ୍ଛୁଙ୍କ ସହ ମନାଇଥିଲେ । କାରଣ ସେ ଏବେ…
୧୯୬୬ ଜାନୁଆରୀ ୧ରୁ ୧୯୭୧ ମାର୍ଚ୍ଚ ୨୫ ମଧ୍ୟରେ ଭାରତକୁ ଆସି ଆସାମରେ ବାସ କରୁଥିବା ବିଦେଶୀଙ୍କ ପାଇଁ ଖୁସି ଖବର
ନୂଆଦିଲ୍ଲୀ: ନାଗରିକତା ଅଧିନିୟମ ୧୯୫୫ର ଧାରା ୬-ଏର ସାମ୍ବିଧାନିକ ବୈଧତା ଆଗକୁ ଜାରି ରହିବ । ମଙ୍ଗଳବାର ସୁପ୍ରିମକୋର୍ଟ ଏହାକୁ ବୈଧ ଘୋଷଣା କରିଛନ୍ତି । ଫଳରେ ଏହି ଆଇନ ଆସାମ ରାଜିନାମା ଅନ୍ତର୍ଗତ ଆସୁଥିବା…
(Video) ଚୋଟ ମାରିବା ପରେ ବିଷଧର ସାପକୁ ବେକରେ ଗୁଡାଇ ହସ୍ପିଟାଲରେ ପହଞ୍ଚିଲେ ଯୁବକ, କହିଲେ ଏହି କାମୁଡିଛି ଚିକିତ୍ସା କରାନ୍ତୁ..
ନୂଆଦିଲ୍ଲୀ: ବିହାରରୁ ଏକ ଭିଡିଓ ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିକୁ ବିଷଧର କାମୁଡିଦେବା କାରଣରୁ ସେ ସାପକୁ ବେକରେ ଗୁଡାଇ ପହଞ୍ଚିଛନ୍ତି । ଏହାପରେ ଉକ୍ତ ହସ୍ପିଟାଲରେ ଭୟର ବାତାବରଣ ଖେଳିଯାଇଛି । ଉକ୍ତ ଯୁବକ…
ଆରପାରିରେ ପୂର୍ବତନ ବିଜେଡି ସାଂସଦ ପ୍ରଭାତ ସାମନ୍ତରାୟ, ୭୮ ବର୍ଷରେ ଦେହାନ୍ତ
ଭୁବନେଶ୍ୱର: ରାଜନୀତି ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । କେନ୍ଦ୍ରାପଡ଼ା ପୂର୍ବତନ ବିଜେଡି ସାଂସଦ ପ୍ରଭାତ ସାମନ୍ତରାୟଙ୍କ ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୮ ବର୍ଷ ବୟସରେ ତାଙ୍କର…