Browsing Category

City News

Breaking: ଓଡ଼ିଶା ଆସୁଛି ଇ-ଡବଲ ଡେକର ବସ୍‌, ଭୁବନେଶ୍ବରରେ ଏହି ଦିନ ଗଡିବ..

ଭୁବନେଶ୍ବର: ଭୁବନେଶ୍ବରରେ ଗଡିବ ଡବଲ ଡେକର ବସ୍ । ହେଲେ କେବେ ଗଡିବ ସେନେଇ ଘୋଷଣା କରାଯାଇନଥିବା ବେଳେ ବର୍ତ୍ତମାନ କ୍ରୁଟ ପକ୍ଷରୁ ବଡ ସୂଚନା ଦିଆଯାଇଛି । ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ଏହି ବସ୍ ଗଡିବା ନେଇ…

ବନ୍ଧାହେଲେ ଲେଡ଼ି ବ୍ଲାକମେଲର, ନାଗ ପରି ବଡ଼ ବ୍ୟବସାୟୀଙ୍କୁ ମାରୁଥିଲେ ଚୋଟ!

ଭୁବନେଶ୍ୱର: ରାଜଧାନୀରେ ଆଉଜଣେ ଲେଡି ବ୍ଲାକମେଲରଙ୍କୁ ବାନ୍ଧିଛି ପୋଲିସ । ଠକେଇ ମାମଲାରେ କମିଶନରେଟ ପୋଲିସ ଏହି ହାଇପ୍ରୋଫାଇଲ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବଡ଼ବଡ଼ିଆ ନେତା ମନ୍ତ୍ରୀଙ୍କ ସହ ସମ୍ପର୍କ…

ସାହୁ ଭାଉଜଙ୍କ ନାଁରେ ଏତଲା; IICଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର- ଭାଗ୍ୟଶ୍ରୀ ସାହୁ ଯାହାଙ୍କୁ ଓଡିଶାର ଯୁବପିଢି ସାହୁ ଭାଉଜ ନାଁରେ ଜାଣନ୍ତି, ତାଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ମାଲକାନଗିରି ପୋଲିସ ସାହୁ ଭାଉଜଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି । ଜିଲ୍ଲାର…

ଗ୍ରାଉଣ୍ଡ ଜିରୋରୁ ମୁଖ୍ୟମନ୍ତ୍ରୀ କଲେ ଫସଲ ହାନିର ଆକଳନ, ଚାଷୀଙ୍କ ସହ କଲେ ଆଲୋଚନା

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଚାଷୀଙ୍କ ଫସଲହାନୀର ସରଜମିନ ତଦନ୍ତ କରିଛନ୍ତି । ଅଦିନିଆ ବର୍ଷାରେ ଚାଷୀଙ୍କ ଫସଲର କ୍ଷୟକ୍ଷତି କଲେ ଆକଳନ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ନୟାଗଡ ରଣପୁରର କାଣ୍ଡପଡାରେ…

(Video) ସ୍ୱାମୀଙ୍କ କୋକେଇ ଉଠିବା ଆଗରୁ ସ୍ତ୍ରୀ ଛାଡିଦେଲେ ଦୁନିଆ, ସାତ ଜନ୍ମର ସାଥି ହେବାର ପ୍ରତିଜ୍ଞା ରଖିବାକୁ ହେଲେ ସ୍ୱାମୀଙ୍କ ପଥର…

ଜଗତସିଂହପୁର- ଆଜି ବଡ଼ ଦିନ, ସବୁ ଠି ଖୁସିର ମହୋଲ । କିନ୍ତୁ ଲୁହ ଆଉ କାନ୍ଦ, ରାମ ନାମ ସତ୍ୟ ହେ ଶଦ୍ଦରେ ଫାଟିପଡୁଛି ଅଚଂଳ । ଏକା ସାଙ୍ଗରେ ଜଳିଛି ଦୁଇ ଜଣଙ୍କ ଜୁଇ । ଗୋଟିଏରେ ସ୍ୱାମୀ ଓ ଅନ୍ୟଟିରେ ଜଳିଛନ୍ତି ସ୍ତ୍ରୀ…

ଏମ୍‌ସ ଭୁବନେଶ୍ୱର ପ୍ରତିଷ୍ଠାତା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସହିତ ‘ସୁଶାସନ ଦିବସ’ ପାଳନ

ଭୁବନେଶ୍ୱର: ଦୂରଦୃଷ୍ଟି ଓ ସଂକଳ୍ପର ରାଷ୍ଟ୍ରନେତା, ପୂର୍ବତନ ପ୍ରଧାନମନ୍ତ୍ରୀ, କିମ୍ବଦନ୍ତୀ ପୁରୁଷ, ବିଶିଷ୍ଟ ଜନନାୟକ ତଥା ଏମ୍‌ସ ଭୁବନେଶ୍ୱର ପ୍ରତିଷ୍ଠାତା ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ୧୦୦ତମ…

ଫସଲ ନଷ୍ଟ ପାଇଁ ସରକାରଙ୍କୁ ଦାୟି କଲେ ଚାଷୀ, ୨୭ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ ସକ୍ରିୟ ହେବାରେ ଲାଗିଛି । ଆସନ୍ତା ୨୪ ଘଣ୍ଟାରେ ଦୁର୍ବଳ ହୋଇ ଲଘୁଚାପର ରୂପ ନେବ । ସୁଦୃଶ ଲଘୁଚାପ ପ୍ରଭାବରେ ରାଜ୍ୟର…

ମୁକୁଳା ଡ୍ରେନରେ ପଡି ଯୁବକଙ୍କ ମୃତ୍ୟୁ

ପୁରୀ- ଜଗନ୍ନାଥ କ୍ଷେତ୍ରରେ ମୁକୁଳା ସାଜିଛି ମରଣ ଯନ୍ତା । ମୁକୁଳା ଡ୍ରେନରେ ପଡି ଜଣେ ଯୁବକଙ୍କ ମୃତ୍ୟୁ । କୁମ୍ଭାରପଡା ଥାନା ଅଞ୍ଚଳରେ ଘଟିଲା ଅଘଟଣ । ଡ୍ରେନ ଘୋଡା ଯାଇ ନ ଥିବାରୁ ଡ୍ରେନରେ ପଡି ଯୁବକଙ୍କ ମୃତ୍ୟୁ…

(Breaking) ନୂଆ ବର୍ଷରୁ ଆରମ୍ଭ ହେବ ପାର୍ଟ ପ୍ଲଟ ବିକ୍ରି, କହିଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର- ରାଜସ୍ୱ ମନ୍ତ୍ରୀଙ୍କ ବଡ ବୟାନ ଆସିଲା ପ୍ଲଟିଂକୁ ନେଇ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଆସନ୍ତା ଜାନୁଆରୀ ମାସରୁ ପାର୍ଟ ପ୍ଲଟ ବିକ୍ରି ଆରମ୍ଭ ହୋଇଯିବ । ଏହାକୁ ନେଇ ବିଜେପି ସରକାର କାମ…

ସତ ହେବ ତ ଯୋଜନା ? କୁକୁର ବଂଶବୃଦ୍ଧି ରୋକିବା ପାଇଁ ଅଣ୍ଟା ଭିଡିଲା BMC

ଭୁବନେଶ୍ବର: ଖୁବ୍‌ଶୀଘ୍ର ଭୁବନେଶ୍ୱରରେ ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ । ଆଉ ଭୋଗିବାକୁ ପଡିବନି ସମସ୍ୟା । କୁକୁର ଆତଙ୍କ ବଢ଼ିଥିବା ସ୍ୱୀକାର କରିବା ସହିତ ଏନେଇ ଘୋଷଣା କରିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ ।…