fbpx
Browsing Category

ରାଜ୍ୟ

ହୀରାକୁଦ ଡ୍ୟାମରେ ହାଇଲେଭଲ ବ୍ରିଜ୍ ନିର୍ମାଣକୁ କେନ୍ଦ୍ରର ମଞ୍ଜୁରୀ: ବରଗଡ଼ ସାଂସଦଙ୍କୁ ଚିଠି ଲେଖି ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁରସ୍ଥିତ ହୀରାକୁଦ ଜଳଭଣ୍ଡାରରେ ହାଇଲେବଲ ସେତୁ ନିର୍ମାଣକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି । ଏନେଇ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ବରଗଡ଼ ସାଂସଦ…

Pre-Primary ସ୍କୁଲରେ ୨୫ ପ୍ରତିଶତ ସିଟ୍ ଗରିବଙ୍କ ପାଇଁ ମାଗଣା: ଘରୋଇ ସ୍କୁଲ ନିୟମ ସଂଶୋଧନ କଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ପ୍ରି-ପ୍ରାଇମେରୀ ସ୍କୁଲର ୨୫ ପ୍ରତିଶତ ସିଟରେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ବର୍ଗର ପିଲାମାନେ ମାଗଣାରେ ପଢ଼ିପାରିବେ । ଶିକ୍ଷା ଅଧିକାର ଆଇନରେ ରାଜ୍ୟ ସରକାର ନିକଟରେ ସଂଶୋଧନ…

ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କଠୁ ଚାଲିଗଲା ସରକାରୀ ବାସଭବନ, ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ: ଗତ ଏକ ସପ୍ତାହ ମଧ୍ୟରେ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରୀଣାଳୟ ଅଧୀନରେ ଥିବା ଇଷ୍ଟେଟସ୍ ନିର୍ଦ୍ଦେଶାଳୟ (ଡିଆଇ) ଅନେକ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ…

ଶ୍ରୀମନ୍ଦିର ସଂସ୍କାର ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ: ଜମିଜମା ଓ ଜଳଯୋଗାଣ ଉପରେ ଆଲୋଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧକ୍ଷତାରେ ପୁରୀ ସହରରେ ଥିବା ଶ୍ରୀମନ୍ଦିର ଓ ସରକାରୀ ଜମିଜମା ସମସ୍ୟା ସମାଧାନ ସଂକ୍ରାନ୍ତୀୟ ସମୀକ୍ଷା ବୈଠକ ସ୍ଥାନୀୟ ପ୍ରଦକ୍ଷଣ ଗୃହ…

BJDର ନିବେଦିତା ଜେନା ହେଲେ ଧାମନଗର NAC ଅଧ୍ୟକ୍ଷ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଧାମନଗର ନୋଟିଫାଏଡ୍ ଏରିଆ କାଉନସିଲ (ଏନଏସି)କୁ ଜବଜା କରିନେଇଛି ଶାସକ ଦଳ ବିଜେଡି । ବିଜେଡିର ନିବେଦିତା ଜେନା ଏନଏସି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ନିବେଦିତା ତାଙ୍କର…

ଶ୍ରୀମନ୍ଦିର ଚୁଲିଭଙ୍ଗା ଘଟଣା: ସନ୍ଦିଗ୍ଧ ଚିହ୍ନଟକୁ ନେଇ ପୁରୀ SP ଦେଲେ ଗୁରୁତ୍ୱପୂର୍ଣ୍ଣ ସୂଚନା

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ରୋଷଘରେ ପଶି ଚୁଲିଭଙ୍ଗା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଚୁଲିଭଙ୍ଗା ଘଟଣାକୁ ନେଇ ପୁରୀ ଏସପି କନୱାର ବିଶାଲ ସିଂ ଆୟୋଜିତ ପ୍ରେସମିଟରେ ଗୁରୁତ୍ୱପୂର୍ଣ୍ଣ ସୂଚନା…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୬ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…

ରାଜ୍ୟରେ ଆଉ ଜଣେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଗଞ୍ଜାମ (ଓଡ଼ିଶା ଭାସ୍କର): ଓଡ଼ିଶାରେ ଆଉ ଜଣେ ଯନ୍ତ୍ରୀଙ୍କ ଘରେ ଆଜି ହୋଇଛି ଭିଜିଲାନ୍ସ ଚଢ଼ାଉ । ମିଳିଥିବା ସୂଚନା ମୁତାବକ, ଗଞ୍ଜାମ ଭଞ୍ଜନଗର ଏମଆଇ ଡିଭିଜନର ସହକାରୀ ଯନ୍ତ୍ରୀଙ୍କ ଘରେ ଏହି ରେଡ୍ ହୋଇଛି । ସହକାରୀ…

ସର୍ବତ ଓ ଲସି ଦୋକାନରେ ସିଏମ୍‌ସିର ଚଢ଼ଉ, ଗ୍ରାହକଙ୍କୁ ଦିଆଯାଉଥିବା ନଷ୍ଟ ଦହିକୁ କଲା ଜବତ

କଟକ (ଭାସ୍କର ନ୍ୟୁଜ୍‌): କଟକର ବିଭିନ୍ନ ସର୍ବତ ଓ ଲସି ଦୋକାନରେ ନଷ୍ଟ ହୋଇ ଯାଇଥିବା ଦହି ଓ ଅନ୍ୟାନ୍ୟ ନିମ୍ନମାନର ଜିନିଷ ଗ୍ରାହକଙ୍କୁ ଦିଆଯାଉଥିବା ଖବର ପାଇ ମଙ୍ଗଳବାର କଟକ ମହାନଗର ନିଗମ ପକ୍ଷରୁ ସହରର ବିଭିନ୍ନ…

ମହଙ୍ଗା ପଡିଲା ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା : ଧରାପଡିଲା ଘଟଣାରେ ସମ୍ପୃକ୍ତ ଯୁବକ

ପୁରୀ: ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣାରେ ଜଣେ ଯୁବକକୁ ଧରାଯାଇଛି । ସିସିଟିଭି ଫୁଟେଜ ଆଧାରରେ ଯୁବକକୁ ଗିରଫ କରିଛି ପୋଲିସ । ସନ୍ଦିଗ୍ଧ ଯୁବକକୁ ଅଟକ ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି ପୁରୀ ଏସପି ।…