fbpx
Browsing Category

ରାଜ୍ୟ

ଆଜିଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାର ସହ କରିବେ ଆଲୋଚନା

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌):  ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ତିନିଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ସେଠାରେ ସୋମବାର ସନ୍ଧ୍ୟାରେ ହେବାକୁ ଥିବା ବିବିସି ସ୍ପୋର୍ଟ୍‌ସ ୱିମେନ ଅଫ୍‌ ଦ ଇୟର…

ବହୁଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟା ମାମଲା: ଆଜିଠୁ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ସହ ୪ ଜଣଙ୍କୁ ରିମାଣ୍ଡରେ ନେବ ପୋଲିସ, ୫ ଦିନିଆ ଧରି…

ଭୁବନେଶ୍ବର (ଭାସ୍କର ନ୍ୟୁଜ୍‌): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସମ୍ପୂର୍ଣ୍ଣ ୱେବ୍‌ ଚ୍ୟାନେଲର ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ଶେଷରେ କ୍ରାଇମବ୍ରାଞ୍ଚ…

ସୋରରେ ନିର୍ବାଚନୀ ହିଂସାରୁ ଛୁରାମାଡ: ଥାନା ସାମନାରେ ଧାରଣା ଦେଲେ ବିଜେପି କର୍ମୀ

ବାଲେଶ୍ୱର: ବାଲେଶ୍ୱର ସୋରରେ ଘଟିଯାଇଛି ଅଭାବନୀୟ ଘଟଣା । ରାଜନୈତିକ ହିଂସାକୁ କେନ୍ଦ୍ର କରି ହୋଇଛି ଆକ୍ରମଣ । ଛୁରାମାଡରେ ୨ ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାର ପ୍ରତିବାଦ କରି ସୋର ଥାନା…

ରାଜଧାନୀରେ ନକଲି କୋଲ୍ଡ ଡ୍ରିଙ୍କ୍ସ କାରଖାନାରେ ପୋଲିସର ଚଢ଼ଉ

ଭୁବନେଶ୍ୱର: ରାଜଧାନୀରେ ଅନେକ ସମୟରେ ନକଲି ଖାଦ୍ୟ ସାମଗ୍ରୀ ଜବତ ହେଉଥିବା ବେଳେ ଏବେ ପୁଣିଥରେ ମଞ୍ଚେଶ୍ୱର ଶିଳ୍ପାଞ୍ଚାଳରେ ନକଲି ମୃଦୁ ପାନୀୟ କାରଖାନା ଠାବ ହୋଇଛି । ତେବେ ପୋଲିସ୍ ପହଞ୍ଚିବା ପରେ କାରଖାନାରେ ତାଲା…

ମଥାର ସିନ୍ଦୁରକୁ ଛଡାଇ ନେଲା ରାଜନୀତି: ଗୁଳିମାଡରେ ପ୍ରାଣ ହରାଇଲେ ସମିତି ସଭ୍ୟାଙ୍କ ସ୍ୱାମୀ

ଭୁବନେଶ୍ୱର: ସରିଛି ନିର୍ବାଚନ, କିନ୍ତୁ ସରୁନି ନିର୍ବାଚନୀ ହିଂସା । ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନ ମଧ୍ୟ ଶେଷ ହୋଇ ଫଳାଫଳ ଘୋଷଣା କରାସରିଲାଣି । କିନ୍ତୁ ହିଂସା ଆଉ ଆକ୍ରମଣ ବନ୍ଦ ହେବାର ନାଁ ଧରୁନି ।…

ଶର୍ମିଷ୍ଠାଙ୍କୁ ମିଳିଲାନି ଜାମିନ: ଗିରଫ ପରେ ୫ ଦିନିଆ ରିମାଣ୍ଡରେ ଯିବେ ‘ସଂପୂର୍ଣ୍ଣ’ ମାଲିକାଣୀ

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ୱେବ ପୋର୍ଟାଲ ‘ସଂପୂର୍ଣ୍ଣ’ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ରିମାଣ୍ଡରେ ନେଲା ଚାନ୍ଦବାଲି ପୋଲିସ୍ । ଶର୍ମିଷ୍ଠାକୁ ସୋମବାର ଭଦ୍ରକ ଜିଲ୍ଲା…

ଅସହ୍ୟ ତାତିରେ ବେହାଲ ଓଡିଶା: ୪୦ ଡିଗ୍ରୀ ଅତିକ୍ରମ କଲା ୭ଟି ସହରର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଗ୍ରୀଷ୍ମ ପ୍ରବାହ । ଅନେକ ରାଜ୍ୟରେ ତାପମାତ୍ରା ଏବେ ୪୦ ଡିଗ୍ରୀ ଉପରେ ରହୁଛି । ଫଳରେ ଅସହ୍ୟ ତାତିରେ ସାରା ରାଜ୍ୟ ବେହାଲ ହୋଇ ପଡିଛି । ରାଜ୍ୟର ମୋଟ ୭ଟି ସହରରେ ଏବେ…

କର୍ମଚାରୀଙ୍କୁ ମିଳିବ ସପ୍ତମ ବେତନ କମିଶନର ଶେଷ ୨୦% ବକେୟା: ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ସପ୍ତମ ବେତନ କମିଶନର ଆଉ ୨୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସୋମବାର ଏ ସଂକ୍ରାନ୍ତରେ ସରକାରୀ ଘୋଷଣା…

ଭଦ୍ରକରେ ବୋମା ବିସ୍ଫୋରଣ: ଗୁରୁତର ଆହତ ହେଲେ ୩ ଜଣ ନାବାଳିକା

ଭଦ୍ରକ: ଭଦ୍ରକରେ ଘଟିଯାଇଛି ଏକ ବଡ ଧରଣର ଅଘଟଣ । ବୋମା ବିସ୍ଫୋରଣ ଘଟି ୩ ଜର ନାବାଳିକା ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ବନ୍ତ ଥାନା ତ୍ରିକୋଣା ଗାଁରେ ଏକ ପରିତ୍ୟକ୍ତ ବ୍ୟାଗରେ ପଡିଥିଲା କିଛି ବିସ୍ଫୋରକ…

ପ୍ରତିଭା ଏବଂ ପ୍ରମୋଦଙ୍କୁ ପଦ୍ମ ପୁରସ୍କାର: ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଲେଖିକା ପ୍ରତିଭା ରାୟ ଏବଂ ଆଥଲେଟ ପ୍ରମୋଦ ଭଗତଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ନିଜ ନିଜ କ୍ଷେତ୍ରରେ ସୁନ୍ଦର ପ୍ରଦର୍ଶନ କରିଥିବାରୁ ଏମାନଙ୍କୁ ପଦ୍ମ…