Browsing Category

ରାଜ୍ୟ

ବାହାନଗା ଟ୍ରେନ ଟ୍ରାଜେଡି: କେମିତି ଓ କାହିଁକି ହେଲା ଦୁର୍ଘଟଣା? ରେଲୱେ ଜାରି କଲା ବୟାନ୍

ନୂଆଦିଲ୍ଲୀ: ବାଲେଶ୍ୱର ଟ୍ରେନ ଦୁର୍ଘଟଣା ବର୍ତ୍ତମାନ ସାରା ଦେଶରେ ଶୋକର ଛାୟା ଖେଳାଇ ଦେଇଛି । ଭୟଙ୍କର ଦୁର୍ଘଟଣାରେ ୨୭୫ ଜଣ ଯାତ୍ରୀ ପ୍ରାଣ ହରାଇଥିବା ରିପୋର୍ଟ ମିଳିଛି । ତେବେ ଟ୍ରାକରେ ଠିଆ ହୋଇଥିବା ଏକ ମାଲବାହୀ…

ଏସସିବିରେ ପହଞ୍ଚି ୱାର୍ଡ ରୁ ୱାର୍ଡ ବୁଲି ଆହତଙ୍କୁ ଭେଟିଲେ ତିନି କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର : ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ଅନେକ ଆହତଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଛି । ସେମାନଙ୍କ ଚିକିତ୍ସା ଚାଲିଥିବାବେଳେ ଆଜି ୩ ଜଣ କେନ୍ଦ୍ର ମନ୍ତ୍ରୀ କଟକ ଏସସିବି ମେଡିକାଲରେ ପହଞ୍ଚିଛନ୍ତି ।…

ଏକ ହୋଇ ଲଢ଼ିଲା ସମଗ୍ର ଓଡ଼ିଆ ଜାତି: ବଞ୍ଚିଗଲା ଅନେକ ଯାତ୍ରୀଙ୍କ ଜୀବନ, ଓଡ଼ିଶାକୁ ପ୍ରଶଂସା କରୁଛି ବିଶ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁନ୍ ମାସ ୨ ତାରିଖ କେବଳ ଓଡ଼ିଶା ନୁହେଁ ସମଗ୍ର ବିଶ୍ୱ ପାଇଁ ଏକ କଳା ଦିବସ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ଦିନ ସନ୍ଧ୍ୟାରେ ବାଲେଶ୍ୱରର ବାହାନଗା ଠାରେ ଦେଖିବାକୁ ମିଳିଥିଲା…

ସ୍ନାନ ମଣ୍ଡପରେ ରକ୍ତ ଛିଟା… ମହାପ୍ରଭୁଙ୍କ ମହାସ୍ନାନ ନୀତି ହେବ

ପୁରୀ : ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଅବସରରେ ଦୁଇ ଦୁଇଟି ଅଘଟଣ ଘଟିଛି । ସକାଳେ ଜଣେ ଭକ୍ତଙ୍କ ଜୀବନ ଚାଲି ଯାଇଥିବାବେଳେ ଏବେ ସ୍ନାନ ମଣ୍ଡପରେ ରକ୍ତ ଛିଟା ଲାଗିଥିବା ସୂଚନା ମିଳିଛି । ଯେଉଁ କାରଣରୁ ମହାପ୍ରଭୁଙ୍କ…

କାନ୍ଦୁଛି ଶବର ପାହାଡ଼, ରକ୍ତକୁ ଖୋଜୁଛି ରକ୍ତ: ବାପା-ଭାଇ-ପୁଅଙ୍କୁ ଅପେକ୍ଷା କରି ରହିଛନ୍ତି ୨୦୦ରୁ ଅଧିକ ମର ଶରୀର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ସମଗ୍ର ମାନବ ସମାଜ ପାଇଁ ଏକ ଅଭିଶାପ ପାଲଟି ଯାଇଛି । ଗତ ୨ ତାରିଖ ସନ୍ଧ୍ୟାରେ ଘଟିଥିବା ଏହି ଘଟଣାକୁ ଏହା ମଧ୍ୟରେ ୪୦ ଘଣ୍ଟାରୁ ଅଧିକ…

ସୁପ୍ରିମକୋର୍ଟରେ ପହଞ୍ଚିଲା ଟ୍ରେନ୍ ଦୁର୍ଘଟଣା ମାମଲା, ‘କବଚ’ ସିଷ୍ଟମ ଶୀଘ୍ର ଲାଗୁ କରିବାକୁ ଉଠିଲା ଦାବି

ନୂଆଦିଲ୍ଲୀ: ବାଲେଶ୍ୱର ଟ୍ରେନ ଦୁର୍ଘଟଣାର ତଦନ୍ତ ମାମଲଶ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ବିଶାଳ ତିୱାରୀ ନାମକ ଜଣେ ଓକିଲ ଏହି ପ୍ରସଙ୍ଗରେ ଏକ ପିଟିସନ ଦାଖଲ କରିଛନ୍ତି । ଏହି ଆବେଦନରେ ଯଥାଶୀଘ୍ର ଦୁର୍ଘଟଣାକୁ…

ବିଧାନସଭାରେ ସମସ୍ତ ବିଧାୟକଙ୍କ ଟେବୁଲରେ ଲାଗିବ କମ୍ପ୍ୟୁଟର: କାଗଜବିହୀନ ପ୍ରଣାଳୀକୁ କରାଯିବ ଅଧିକ କ୍ରିୟାଶୀଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ବିଭିନ୍ନ ସମସ୍ୟାକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ନୂଆ ଯୋଜନା ପ୍ରଣୟନ କରିଥାନ୍ତି । ଶିକ୍ଷା ଠାରୁ ଆରମ୍ଭ କରି କୃଷି, ସ୍ୱାସ୍ଥ୍ୟ, ଗମନାଗମନା…

ସଠିକ୍ ମୃତ୍ୟୁ ସଂଖ୍ୟା ୨୭୫: ସୂଚନା ଦେଲେ ମୁଖ୍ୟ ସଚିବ ପ୍ରଦୀପ ଜେନା

ଭୁବନେଶ୍ୱର: ବାଲେଶ୍ୱରରେ ଘଟିଥିବା ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟାକୁ ନେଇ ମୁଖ୍ୟ ସଚିବ ସୂଚନା ଦେଇଛନ୍ତି । ମୁଖ୍ୟ ସଚିବ ପ୍ରଦୀପ ଜେନା, ସଠିକ ମୃତ୍ୟୁ ସଂଖ୍ୟା ୨୭୫ ବୋଲି କହିଛନ୍ତି । ଗୋଟିଏ ଗୋଟିଏ ମୃତଦେହକୁ ୨…

କି ଭାଗ୍ୟ! ମହାପ୍ରଭୁଙ୍କ ସାମ୍ନାରେ ଚାଲିଗଲା ଭକ୍ତଙ୍କ ଜୀବନ

ପୁରୀ: ଆଜି ପବିତ୍ର ସ୍ନାନ ପୁର୍ଣ୍ଣିମାରେ ପୁରୀ ଶ୍ରୀମନ୍ଦିର ସ୍ନାନମଣ୍ଡପ ନିକଟରେ ଅଘଟଣ ଘଟିଛି । ସ୍ନାନମଣ୍ଡପ ନିକଟରେ ଜଣେ ଭକ୍ତଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ରାଜସ୍ଥାନ ରାଜ୍ୟର ଅମ୍ବାଲାଇ ଭୋଇ । ପରିବାର ସହ…

Exclusive: ଜଣଙ୍କ ଭୁଲ୍ ପାଇଁ ଚାଲିଗଲା ୩୦୦ରୁ ଅଧିକ ଜୀବନ, ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ- ରେଳମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱରର ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ଶହ ଶହ ଲୋକଙ୍କର ଜୀବନ ଚାଲିଯିବା ସହିତ ଏକ ହଜାରରରୁ ଅଧିକ ଲୋକ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।…