fbpx
Browsing Category

ରାଜ୍ୟ

ଆଉଥରେ ଘର ବାହାରେ ମାଣ ବସେଇବେ କି ବୋହୂ? ଏ ନେଇ କଣ କହିଲେ ତପସ୍ୱିନୀ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ତପସ୍ୱିନୀ ଦାସଙ୍କ ଆନ୍ଦୋଳନ ଦଶମ ଦିନରେ ପହଞ୍ଚିଛି । ତିନୋଟି କୋର୍ଟ ଡେଟ ହୋଇ ଯାଇଥିଲେ ମଧ୍ୟ ତପସ୍ୱିନୀ ଏବେବି ନ୍ୟାୟ ଅପେକ୍ଷାରେ ଶାଶୁ ଘର ସାମ୍ନାରେ ବସି ରହିଛନ୍ତି ।…

ଗଣିଆ କଲେଜ ସାମ୍ନାରୁ ୨ ଛାତ୍ରୀଙ୍କୁ ଅପହରଣ

ନୟାଗଡ଼(ଓଡ଼ିଶା ଭାସ୍କର): ନୟାଗଡ଼ା ଜିଲ୍ଲା ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜିଲ୍ଲାର ଗଣିଆ କଲେଜ ସାମ୍ନାରୁ ୨ ଛାତ୍ରୀଙ୍କ ଅପହରଣ ହୋଇଥିବା ଜଣାପଡିଛି । ସାଇକେଲରେ ଯାଉଥିବା ୨ ଛାତ୍ରୀଙ୍କୁ ଉଠାଇ…

୪ କୋଚଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୪ କ୍ରୀଡ଼ା ପ୍ରଶିକ୍ଷକଙ୍କୁ ଚାକିରିରୁ ବିଦା କରିଛନ୍ତି ରାଜ୍ୟ ସରକାର । ଓଡ଼ିଶା କ୍ରୀଡ଼ା ପରିଷଦର ୪ କୋଚଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ୪ ଜଣଙ୍କ ମଧ୍ୟରୁ ଭଲିବଲ କୋଚ୍ ପ୍ରଭାକର…

ବିଧାନସଭା ଗେଟ ସାମ୍ନାରେ କଂଗ୍ରେସର ଧାରଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛିି । ଆଜିର ଶୀତ ଅଧିବେଶନ ଆରମ୍ଭରୁ ବିଧାନସଭା ଗେଟ୍ ସାମ୍ନାରେ ଧାରଣା ଦେଇଛି କଂଗ୍ରେସ । ମମିତା ମେହେର ହତ୍ୟା ମାମଲାକୁ ନେଇ…

ବଙ୍ଗୋମୁଣ୍ଡା ଥାନାରେ ଭିଜିଲାନ୍ସ ଟିମ୍, ଜବତ ହେଲାଣି ୪ ଲକ୍ଷ ପାଖାପାଖି ଟଙ୍କା

କଣ୍ଟାବାଞ୍ଜି(ଓଡ଼ିଶା ଭାସ୍କର): ବଙ୍ଗୋମୁଣ୍ଡା ଥାନାରେ ପହଞ୍ଚିଲା ଭିଜିଲାନ୍ସ ଟିମ୍ । ଗତକାଲି ଥାନା ଅଧିକାରୀଙ୍କଠାରୁ ଟଙ୍କା ଜବତ ହେବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସମ୍ପୃକ୍ତ ଥାନା ଅଧିକାରୀଙ୍କ…

କାଲି ଅବପାତରେ ପରିଣତ ହେବ ଲଘୁଚାପ, ୩ ତାରିଖ ସନ୍ଧ୍ୟାରୁ ବଢ଼ିବ ବର୍ଷାର ପରିଣାମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ରୀୟ ଆଣ୍ଡାମାନ ସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସକ୍ରିୟ ହୋଇଛି । ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରି କାଲି ଅବପାତର ରୂପ ନେବ ଲଘୁଚାପ । ଏହାପରେ ୪ ତାରିଖ ସକାଳେ ଉତ୍ତର…

୪ ପୋଲିସ୍ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ, ପଢ଼ନ୍ତୁ ସେମାନେ କିଏ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୪ ଜଣ ପୋଲିସ୍ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି । ଏହି ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ । ୨୦୧୭ର ଏକ ପୋଲିସ୍ ହେପାଜତ ମୃତ୍ୟୁ ଘଟଣାରେ ହତ୍ୟା ମାମଲା ରୁଜୁ କରିଛି…

ଆଜି କୋଣାର୍କ ଉତ୍ସବ: ଝଲସିବ ମୁକ୍ତାକାଶ ରଙ୍ଗମଞ୍ଚ, ଚନ୍ଦ୍ରଭାଗା ବେଳାଭୂମିରେ ଦେଖିବାକୁ ମିଳିବ ଅନ୍ତର୍ଜାତୀୟ ବାଲୁକା କଳା

କୋଣାର୍କ (ଭାସ୍କର ନ୍ୟୁଜ): ଆଜିଠୁ ଆରମ୍ଭ ୩୨ତମ କୋଣାର୍କ ଉତ୍ସବ । ପର୍ଯ୍ୟଟନ ବିଭାଗ, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ସଂଗୀତ ନାଟକ ଏକାଡେମୀ ପକ୍ଷରୁ ମୁକ୍ତାକାଶ ରଂଗମଂଚରେ ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ ଓ…

ଘୁଞ୍ଚିଲା ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା, ଜାନୁଆରୀ ୫ରୁ ଆରମ୍ଭ ହେବ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଘୁଞ୍ଚିଲା ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା । ଆସନ୍ତା ଜାନୁଆରି ୫ ତାରିଖରୁ ସମେଟିଭ୍‌ - ୧ ପରୀକ୍ଷା ଆରମ୍ଭ ହେବ । ପୂର୍ବରୁ ଡିସେମ୍ବର ୨୭ରେ ପରୀକ୍ଷା ହେବାକୁ ଥିଲା । ଜାନୁଆରୀ ୫…

କଳାପାହାଡ ଘାଟିରେ ପୃଥକ ପୃଥକ ସଡ଼କ ଦୁର୍ଘଟଣା, ୩ ଗୁରୁତର

ଯୋଡା (ଭାସ୍କର ନ୍ୟୁଜ): ୫୨୦ ନଂ ଜାତୀୟ ରାଜପଥର କଳାପାହାଡ ଘାଟିଟି ତୃଟିପୂର୍ଣ୍ଣ ରାଜପଥ ନିର୍ମାଣ ଯୋଗୁଁ ମୃତ୍ୟୁ ଯନ୍ତା ପାଲଟିଛି । ବାରମ୍ବାର ଏହି ସ୍ଥାନରେ ଦୁର୍ଘଟଣା ଘଟି ଧନଜୀବନ କ୍ଷୟ ହେଉଥିବା ବେଳେ ଗୋଟିଏ…