fbpx
Browsing Category

ରାଜ୍ୟ

ବଢ଼ିଲା jio ରିଚାର୍ଜ ପ୍ଲାନ, ୧ ଡିସେମ୍ବରରୁ ହେବ ଲାଗୁ; ଦେଖନ୍ତୁ ନୂଆ ଲିଷ୍ଟ

ନୂଆଦିଲ୍ଲୀ: ଏୟାରଟେଲ ଏବଂ ଭୋଡାଫୋନ-ଆଇଡିଆ ସେମାନଙ୍କର ରିଚାର୍ଜ ପ୍ଲାନ ବଢ଼ାଇ ଗ୍ରାହକଙ୍କୁ ଝଟକା ଦେଇଥିବାବେଳେ ଏବେ ରିଲାଏନ୍ସ ଜିଓ ମଧ୍ୟ ଏହି ଲିଷ୍ଟରେ ସାମିଲ ହୋଇଛି । ରିଲାଏନ୍ସ ଜିଓ ଏହାର ପ୍ଲାନରେ ବୃଦ୍ଧି…

କୁଆଡେ ଯିବେ ତପସ୍ୱିନୀ: ଶାଶୁଘର ନା ସଖୀ ସେଣ୍ଟର; କୋର୍ଟଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ତପସ୍ୱିନୀ ଦାସଙ୍କ ଆନ୍ଦୋଳନକୁ ୭ଦିନ ପୁରି ଯାଇଛି । ଶ୍ୱଶୁର ଘର ସମ୍ମୁଖରେ ଆନ୍ଦୋଳନ କରୁଥିବା ତପସ୍ୱିନୀଙ୍କ ମାମଲା ବର୍ତ୍ତମାନ ସମଗ୍ର ରାଜ୍ୟର ମାମଲା ପାଲଟି ସାରିଛି । ଏପରି…

ସୋମବାର ମହାପ୍ରଭୁଙ୍କ ପଇତାଲାଗି ନୀତି, ଅପରାହ୍ନ ୪ଟାରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ (ଭାସ୍କର ନ୍ୟୁଜ୍):  ଆସନ୍ତାକାଲି ଅର୍ଥାତ ସୋମବାର ଦିନ ମାର୍ଗଶିର କୃଷ୍ଣ ଦଶମୀ ତିଥିରେ ଶ୍ରୀଜୀଉଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଏହି ନୀତି ଅପରାହ୍ନରେ ସମ୍ପନ୍ନ ହେବ। ତେଣୁ ସୋମବାର…

ସପ୍ତମ ଦିନରେ ତପସ୍ୱିନୀଙ୍କ ଆନ୍ଦୋଳନ: ୫ଟି ଭୁଲ ପାଇଁ ଅଡୁଆରେ ଡାକ୍ତର ସୁମିତ ସାହୁଙ୍କ ବାପା; ଦେଖନ୍ତୁ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସପ୍ତମ ଦିନରେ ପହଞ୍ଚିଛି ତପସ୍ୱିନୀଙ୍କ ଆନ୍ଦୋଳନ । ଶାଶୁ ଘର ସାମ୍ନାରେ ବସି ରହିଥିବା ବେଳେ ଭାଇରାଲ ଅଡିଓ ରେକର୍ଡିଂ ଶ୍ୱଶୁରଙ୍କ ମନ୍ଦ ଉଦ୍ଦେଶ୍ୟ ଆଡକୁ ଇଙ୍ଗିତ କରୁଛି । ଏହି ରେକର୍ଡି…

ସ୍କୁଲ ମଧ୍ୟରେ ରାସଲୀଳା ବେଳେ ଧରାପଡିଲେ ଶିକ୍ଷକ; କ୍ରୀଡ଼ା ଶିକ୍ଷୟିତ୍ରୀଙ୍କୁ ମିଳିଲା ହତ୍ୟା ଧମକ, ଥାନାରେ ମାମଲା

ବେଗୁନିଆପଡା(ଓଡ଼ିଶା ଭାସ୍କର): ବିଦ୍ୟାଳୟ ଭଳି ଏକ ପବିତ୍ର ଅନୁଷ୍ଠାନ ଭିତରେ ରଙ୍ଗିଲା ଶିକ୍ଷକଙ୍କ ରଙ୍ଗିଲା କର୍ମ। ରଙ୍ଗେ ହାତ ଧରାପଡିଲେ ଆଉ ଜଣେ ଶିକ୍ଷୟିତ୍ରୀଙ୍କ ହାତରେ। ଘଟଣାକୁ ପ୍ରଘଟ ନକରିବା ପାଇଁ ଉକ୍ତ ଶିକ୍ଷକ…

ତପସ୍ୱିନୀ ପରେ ଝୁନୁ: ନ୍ୟାୟ ପାଇଁ ପ୍ରେମିକର ଘର ସାମ୍ନାରେ ଧାରଣାରେ ପ୍ରେମିକା, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ତପସ୍ୱନୀଙ୍କ ପରେ ଝୁନୁ, ସେହି ସମାନ ପ୍ରସଙ୍ଗ ଓ ସମାନ୍ ଅଭିଯୋଗ । ଆଉ ସମାନ ଢ଼ଙ୍ଗରେ ନ୍ୟାୟ ପାଇଁ ଅଡିବସିଛନ୍ତି ପ୍ରେମିକଙ୍କ ଘର ବାରଣ୍ଡାରେ । ଗୋଟିଏ ପଟେ ରାଜ୍ୟରେ ତପସ୍ୱନୀ ଦାସଙ୍କୁ…

ଲଘୁଚାପକୁ ନେଇ ଜିଲ୍ଳାପାଳଙ୍କୁ ସତର୍କ କଲେ SRC; ମତ୍ସ୍ୟଜୀବିଙ୍କୁ ଫେରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ ସତର୍କ ସୂଚନା ଜାରି କରାଯାଇଛି । ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଏନେଇ…

ତପସ୍ୱିନୀର ସିନ୍ଦୁର ଯୁଦ୍ଧରେ ମୁଁ ସାରଥୀ ସାଜିବି, ନ୍ୟାୟ ନିଶ୍ଚୟ ଦେବି: ପ୍ରମିଳା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରାୟ ଏକ ସପ୍ତାହ ଧରି ଶ୍ୱଶୁର ଘର ସାମ୍ନାରେ ଧାରଣାରେ ବସିଛନ୍ତି ତପସ୍ୱିନୀ ଦାଶ । ଆସ୍କା ନିକଟସ୍ଥ ବାଲିସିରା ଗ୍ରାମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ତାଙ୍କର ଡାକ୍ତର…

୨ ରୁ ଓଡ଼ିଶାରେ ହେବ ବର୍ଷା; ଆଏମଡି ଡିଜିଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୩୦ରେ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଧୀରେ ଧୀରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଏନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର…

କାହିଁକି ବାରମ୍ବାର ମତ ବଦଳାଉଛନ୍ତି ମମିତାଙ୍କ ବାପା, କେହି ତାଙ୍କ ଉପରେ ଚାପ ପକାଉଛି ନା ଆଉ କିଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନେଇ ବିବାଦ ଥମୁନାହିଁ । ଏହି ଘଟଣାର ପ୍ରତିକ୍ରିୟା ସ୍ୱରୂପ ବିଭିନ୍ନ ଅଞ୍ଚଳରେ ରାଜନେତାମାନଙ୍କୁ…