fbpx
Browsing Category

ରାଜ୍ୟ

ଓଡ଼ିଆ ଯୋଦ୍ଧାଙ୍କୁ ମରଣୋତ୍ତର ବୀର ଚକ୍ର ସମ୍ମାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଆ ବୀର ନୁଦୁରାମ ସୋରେନଙ୍କୁ ମରଣୋତ୍ତର ବୀର ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଛି । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କର ପତ୍ନୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।…

ସହିଦ କର୍ଣ୍ଣେଲ ସନ୍ତୋଷ ବାବୁଙ୍କୁ ମରଣୋତ୍ତର ମହାବୀର ଚକ୍ର ସମ୍ମାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସହିଦ କର୍ଣ୍ଣେଲ ସନ୍ତୋଷ ବାବୁ ମରଣୋତ୍ତର ମହାବୀର ଚକ୍ରରେ ସମ୍ମାନିତ ହୋଇଛନ୍ତି । ଗତବର୍ଷ ଗଲୱାନ ଘାଟିରେ ଚୀନ ସେନା ସହ ସଂଘର୍ଷ କରି ସେ ନିଜର ପ୍ରାଣବଳୀ ଦେଇଥିଲେ । ରାଷ୍ଟ୍ରପତି…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୧୨ କରୋନା ପଜିଟିଭ୍, ୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ଓକାକ୍ ଠକେଇରେ ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୋଲିସ, ଜାଣନ୍ତୁ କିପରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓକାକ୍ ସିଇଓଙ୍କୁ ସାଇବର ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ପୋଲିସକୁ ମିଳିଛି ବଡ଼ ସଫଳତା । ବେଙ୍ଗଲୁରୁରୁ ମୁଖ୍ୟ ଅଭିଯୁକ୍ତକୁ ଧରିଛି ଦିଲ୍ଲୀ ପୋଲିସ । ଅଭିଯୁକ୍ତ ଜଣ…

ପୁଣି ଫେରିଲା କି କରୋନା ! ପଜିଟିଭ୍ ହେଲେ ସମ୍ବଲପୁରର ୨୨ ଛାତ୍ରଛାତ୍ରୀ

ସମ୍ବଲପୁର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିଛି ସତ, କିନ୍ତୁ ସମ୍ପୂର୍ଣ୍ଣ ବିପଦ ଦୂରେଇ ଯାଇନି । ଏବେବ ବି ଅନେକ ବଡ଼ ବଡ଼ ନେତା, ମନ୍ତ୍ରୀ ଓ ସାଧାରଣ ଜନତା ଏହାର ଶିକାର ହେଉଛନ୍ତି । ଏହାରି ମଧ୍ୟରେ…

ଭିଜିଲାନ୍ସ ଜାଲରେ ଅତିରିକ୍ତ DSWO

ବରଗଡ଼(ଓଡ଼ିଶା ଭାସ୍କର): ଅତିରିକ୍ତ ଡିଏସଡବ୍ଲୁଓ ତନ୍ଦ୍ରା ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅତିରିକ୍ତ ଡିଏସଡବ୍ଲୁଓଙ୍କ ଘରେ ଚଢ଼ାଉ କରିଛି । ବରପାଲି ଘର ଓ…

ଆଜିଠାରୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ଆରମ୍ଭ, ଫୋକସରେ ରହିବ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ବିଜେପିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ଆରମ୍ଭ ହେଉଛି । ଏହି ଅବସରରେ ଦଳୀୟ କାର୍ଯ୍ୟାଳୟ ଓ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ବୈଠକର ଆୟୋଜନ କରାଯାଇଛି । ଏହି ବୈଠକରେ ଦଳର…

ବୁଧବାରଠୁ ଜୁନିୟର ହକି ବିଶ୍ୱକପ୍‌: ଭାରତୀୟ ଜୁନିୟର ଦଳର ଚାଲିଛି ଜୋରଦାର୍‌ ଅଭ୍ୟାସ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ଆସନ୍ତା ୨୪ ତାରିଖରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଥିବା ଜୁନିୟର ହକି ବିଶ୍ୱକପ ଖେଳିବା ପାଇଁ ସମସ୍ତ ଅଂଶ ଗ୍ରହଣକାରୀ ଦଳ ଏଠାରେ ପହଞ୍ଚି ସାରିଥିବା ବେଳେ…

ପରିବା କିଣିବାକୁ ଯାଇଥିବା ବେଳେ ବାଇକ୍‌ ଡିକି ଭାଙ୍ଗି ୨୩ ହଜାର ଟଙ୍କା ଲୁଟିଲେ ଦୁର୍ବୃତ୍ତ, ମାମଲା ରଖି ଚୁପ୍ ବସିଲା ପୋଲିସ

ଗୋପ (ଭାସ୍କର ନ୍ୟୁଜ୍‌): ଗୋପ ବଜାର ଛକରୁ ବାଇକ୍ ଡିକି ଭାଙ୍ଗି ୨୩ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଏନେଇ ଗୋପ ଥାନାରେ ଅଭିଯୋଗ କଲେ ବାଇକ୍ ମାଲିକ । ଅଭିଯୋଗର ୭ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ…

ଆଜି ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍‌ ବୈଠକ, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌):  ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଅପରାହ୍ନ ୫.୩୦ରେ ମନ୍ତ୍ରୀ ପରିଷଦ ବୈଠକ ଓ…