fbpx
Browsing Category

ରାଜ୍ୟ

ପିପିଲି ଉପନିର୍ବାଚନ : ଆସନ୍ତା ୧୩ ରୁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର  ୭ା୪ (ଓଡିଶା ଭାସ୍କର): ଆସନ୍ତା ୧୩ ତାରିଖରୁ ପିପିଲି ଉପନିର୍ବାଚନ ପାଇଁ ପ୍ରଚାର କରିବେ କେନ୍ଦ୍ର ପେଟ୍ରୋଲିୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବେ ଧର୍ମେନ୍ଦ୍ର…

ବାରଙ୍ଗ ତହସିଲଦାରଙ୍କ ନାମରେ ଅଭିଯୋଗ; ଭିଜିଲାନ୍ସ ଟିମର ଜଣେ ମହିଳା ଆଇଆଇସିଙ୍କୁ ଦୁର୍ବ୍ୟବହାର

ଭୁବନେଶ୍ୱର  ୭ା୪ (ଓଡିଶା ଭାସ୍କର): ଭିଜିଲାନ୍ସ ଟିମର ଜଣେ ମହିଳା ଆଇଆଇସିଙ୍କୁ ଦୁର୍ବ୍ୟବହାର କରିଛନ୍ତି ବାରଙ୍ଗ ତହସିଲଦାର । ଦୁର୍ବ୍ୟବହାର ସହ ତଦନ୍ତରେ ସହଯୋଗ ନକରିବା ନେଇ ଇନଫୋସିଟି ଥାନାରେ ତହସିଲଦାର…

ପିପିଲି ଉପନିର୍ବାଚନ: ଭର୍ଚୁଆଲ ପ୍ରଚାର କରିବେ ବିଜେଡ଼ି ସୁପ୍ରିମୋ

ଭୁବନେଶ୍ୱର  ୭ା୪ (ଓଡିଶା ଭାସ୍କର): ପିପିଲି ଉପନିର୍ବାଚନ ପାଇଁ ରାଜ୍ୟର ତିନି ରାଜନୈତିକ ଦଳ ପ୍ରଚାର ଜୋରସୋରରେ ଚଲାଇଛନ୍ତି । ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତି ଦଳର ପ୍ରାର୍ଥୀମାନେ ଷ୍ଟାର ପ୍ରଚାରକଙ୍କ…

ଆପଣ ପ୍ରଥମ ଥର ଟିକା ନେଉଛନ୍ତି କି, ଜାଣନ୍ତୁ କ’ଣ କରିବେ ଓ କ’ଣ କରିବେ ନାହିଁ

ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରୀ ଦେଶରେ ମାଡ଼ି ଚାଲିଛି । ତେବେ ଜନସାଧାରଣଙ୍କୁ ସରକାର ଆବଶ୍ୟକ ମୁତାବକ ଟିକା ଯୋଗାଉ ଦେଉଛନ୍ତି । ଟିକା ଗ୍ରହଣ କରୁଥିବା ବ୍ୟକ୍ତିମାନେ ଏପରି କିଛି ଦିଗ ପ୍ରତି ନିଶ୍ଚିତ ଭାବେ ଧ୍ୟାନ…

ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନା: ବଢ଼ିଲା ସଂକ୍ରମିତଙ୍କ ସଂଖ୍ୟା, ଆଠ ସହ ନିକଟତର

ଭୁବନେଶ୍ୱର, ୭ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଏହା ମଧ୍ୟରେ ଆଜି ପୁଣି…

ଥାନା ଭିତରେ ୧୫୦ ଦୁର୍ବୃତ୍ତଙ୍କ ରକ୍ତାକ୍ତ ଆକ୍ରମଣ: ଅଭିଯୋଗକାରୀଙ୍କୁ ହାଣିଲେ, ଦୁଇ ଗୁରୁତର

ବାଲେଶ୍ୱର, ୭ା୪ (ଓଡିଶା ଭାସ୍କର): ବାଲେଶ୍ୱର ଜିଲ୍ଲା ରେମୁଣା ଥାନାରେ ସଂଘବଦ୍ଧ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ପ୍ରାୟ ୧୫୦ ଦୁର୍ବୃତ୍ତ ଥାନାରେ ପଶି ଦୁଇଜଣଙ୍କୁ ଧାରୁଆ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ବ୍ୟାପକ…

କରୋନା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୬ା୪ (ଓଡିଶା ଭାସ୍କର): କରୋନା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ବଡ ନିଷ୍ପତି ନେଇଛନ୍ତି  । ରାଜ୍ୟରେ୧୦ ଦିନ ସ୍ୱତନ୍ତ୍ର ଡ୍ରାଇଭ୍ କରିବାକୁ ପୋଲିସ ଡ଼ିଜିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦଶ ଜାରି । ସୂରକ୍ଷା…

ଭିଜିଲାନ୍ସ ଜାଲରେ ବାରଙ୍ଗ ତହସିଲଦାର

କଟକ ,୬ା୪ (ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଧରା ପଡିଲେ ତହସିଲଦାର ବିଚିତ୍ରାନନ୍ଦ ନାୟକ । ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କ ଗାଡ଼ିରୁ ୧ଲକ୍ଷ ୭ ହଜାର ଟଙ୍କା ଜବତ । ଗାଡ଼ିରୁ ଟଙ୍କା ମିଳିବା ନେଇ ସଠିକ୍…

ଏଣିକି ୧୦ ଦିନ ଭିତରେ ମିଳିବ ଇନକମ୍ ଏବଂ ରେସିଡେଣ୍ଟ ସାର୍ଟିଫିକେଟ୍

ଭୁବନେଶ୍ୱର, ୬ା୪ (ଓଡିଶା ଭାସ୍କର) : ଏଣିକି ସଙ୍ଗେ ସଙ୍ଗେ ମିଳିବ ପ୍ରମାଣ ପତ୍ର । ବାସଗୃହଠାରୁ ଆରମ୍ଭ କରି ସମ୍ପତିର ପ୍ରମାଣ ପତ୍ର ପର୍ଯ୍ୟନ୍ତ ସବୁ କିଛି କମ୍ ଦିନ ବ୍ୟବଧାନରେ ଉପଲବ୍ଧ ହେବ । ଏନେଇ ଆଜି ସବୁ…

ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ସ୍ଥଗିତ ରଖିଲେ ଆନ୍ଧ୍ର ହାଇକୋର୍ଟ

ଆନ୍ଧ୍ରପ୍ରଦେଶ, ୬ା୪ (ଓଡିଶା ଭାସ୍କର) : ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ସ୍ଥଗିତ । ନିର୍ବାଚନ ଉପରେ ଆଜି ଆନ୍ଧ୍ର ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି । ଏନେଇ ଆନ୍ଧ୍ର ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।…