Browsing Category

ରାଜ୍ୟ

ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ, ଜାଣନ୍ତୁ କେବେଠାରୁ…

ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ସରକାରଙ୍କ ଅନୁମତି । ଡିସେମ୍ବର ୧୫ରୁ ସ୍ୱାଭାବିକ ହେବ ଅନ୍ତର୍ଜାତୀୟ ବିମାନ ଉଡ଼ାଣ । କରୋନା ସଂକ୍ରମଣ ଯୋଗୁଁ ବନ୍ଦ ଥିବା ଅନ୍ତର୍ଜାତୀୟ ବିମାନ ସେବା ହେବ ପୁନଃ କାର୍ଯ୍ୟକ୍ଷମ । ସୂଚନା…

ଡିଭୋର୍ସ ନହେବା ଯାଏଁ ମୁଁ ମୋ ସ୍ୱାମୀଙ୍କ ସହ ରହିପାରିବି: ଜାଣନ୍ତୁ କାହିଁକି ଏମିତି କହିଲେ ତପସ୍ୱିନୀ, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ୪ ଦିନ ହେବ ଶ୍ୱଶୂର ଘର ସାମ୍ନାରେ ଆନ୍ଦୋଳନରେ ବସିଛନ୍ତି ତପସ୍ୱିନୀ । ଏହା ସହିତ ଗଣମାଧ୍ୟମ ସମ୍ମୁଖରେ କିଛି ଅଡ଼ିଓ କ୍ଲିପ୍ ଶେୟାର କରିଛନ୍ତି ତପସ୍ୱିନୀ । ଶ୍ୱଶୂର ଘରେ ରହିବା…

ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ଗାଡ଼ିକୁ ଅଣ୍ଡାମାଡ଼

ବାଲେଶ୍ୱର: ଛାତ୍ର ଓ ଯୁବ କଂଗ୍ରେସ ତରଫରୁ ମନ୍ତ୍ରୀଙ୍କୁ ଅଣ୍ଡାମାଡ଼ ଓ କଳା ପ୍ରଦର୍ଶନ । ସୋର ଛାତ୍ର ଓ ଯୁବ କଂଗ୍ରେସ ତରଫରୁ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ଅଣ୍ଡାମାଡ଼ ଓ କଳାପତାକା ପ୍ରଦର୍ଶନ ।…

ସହଯୋଗର ହାତ ବଢାଇଲେ ମୁଖ୍ୟମନ୍ତ୍ରୀ: NITରେ ପଢିବେ ବଲାଙ୍ଗୀର ପୁଅ ତାରାଚାନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଲାଙ୍ଗୀର ବଙ୍ଗମୁଣ୍ଡା ତହସିଲର ଜଣେ ପ୍ରତିଭାବାନ ଛାତ୍ର ତାରାଚାନ୍‌ ରଣାଙ୍କ ଇଞ୍ଜିନିୟରିଂ ପଢିବା ସ୍ବପ୍ନକୁ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଅର୍ଥ ଅଭାବରୁ…

ଭିଜିଲାନ୍ସର ଟପ୍-୭ ରେଡ୍: ୪୧ ଲକ୍ଷ ସହିତ ସବୁଠୁ ଆଗରେ ସନ୍ତୋଷ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଇତିହାସରେ ନୂଆ ରେକର୍ଡ କଲେ ସନ୍ତୋଷ ଦାସ । ବାରିପଦା ଆଇଟିଡିଏ ଆସିଷ୍ଟାଣ୍ଟ ଇଞ୍ଜିନିୟର୍ ସନ୍ତୋଷ ଦାସ ରେକର୍ଡ କରିଛନ୍ତି । ଘର ନଗଦ ଟଙ୍କା ମିଳିବାରେ ସମସ୍ତଙ୍କୁ…

ସାଂସଦ ଅନୁଭବଙ୍କ ବାପାଙ୍କୁ ଝଟକା: ପଦୋନ୍ନତି ବାତିଲ୍ କଲେ ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଭିନେତା ତଥା କେନ୍ଦ୍ରପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବାପାଙ୍କୁ ମିଳିଛି ଝଟକା । ଉଚ୍ଚଶିକ୍ଷା ବିଭାଗ ତରଫରୁ ତାଙ୍କ ବାପା ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ ଅଭୟ କୁମାର ମହାନ୍ତିଙ୍କ…

ସ୍ମାର୍ଟ ସେବାରେ ଆଜିଠୁ ଯୋଡ଼ିହେଲା ବାଲେଶ୍ୱର, ଭାଷଣରେ ମହିଳାଙ୍କୁ ନେଇ ଏପରି କହିଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର(ଓଡ଼ିଶା ଭାସ୍କର): BSKYର ସ୍ମାର୍ଟ ସ୍ୱାସ୍ଥ୍ୟ ସେବାରେ ଆଜିଠାରୁ ଯୋଡ଼ି ହୋଇଛି ବାଲେଶ୍ୱର ଜିଲ୍ଲା । ଜିଲ୍ଲାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର…

ଶିଶୁ ଟିକାକରଣରେ ଓଡ଼ିଶା ହେଲା ଦେଶର ନମ୍ବର-୧

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ କମିଥିଲେ ବି ଛାତ୍ରଛାତ୍ରୀମାନେ ଏବେ ବୟସ୍କଙ୍କ ତୁଳନାରେ ଅଧିକ ସଂକ୍ରମିତ ହେଉଛନ୍ତି । ଏହାକୁ ଦୃଷ୍ଟିିରେ ରଖି ଶିଶୁଙ୍କ ଟିକାକରଣକୁ ଜୋରସୋରରେ ଆରମ୍ଭ କରାଯାଇଛି ।…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଇଡିରେ ହାଜର, ଜାଣନ୍ତୁ ସମନର କାରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତି ପାଣିଗ୍ରାହୀ ଆଜି ଇଡିରେ ହାଜର ହୋଇଛନ୍ତି । ଟାଟାର ନାଁ ନେଇ ଫେକ୍ ନିଯୁକ୍ତି ଅଭିଯୋଗରେ ତାଙ୍କୁ ପକ୍ଷଭୁକ୍ତ କରାଯାଇଛି । ଏହାକୁ…

‘ମୁଁ ଜଣେ ମହିଳା ସାଂସଦ, ମୁଁ ସୁରକ୍ଷିତ ନୁହେଁ’- ଆଚାର୍ଯ୍ୟବିହାର ଘଟଣା ପରେ ଏପରି ପ୍ରତିକ୍ରିୟା ରଖିଲେ ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲିର ଆଚାର୍ଯ୍ୟବିହାର ଘଟଣାକୁ ନେଇ ପ୍ରେସମିଟ୍ ଜରିଆରେ ବିଜେଡ଼ି ସରକାରଙ୍କ ଉପରେ ବର୍ଷିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । କାଲି ଆଚାର୍ଯ୍ୟ ବିହାରରେ ଅପରାଜିତାଙ୍କ ବୈଠକ ସମୟରେ…