Browsing Category

ରାଜ୍ୟ

ମାତୃଭାଷାରେ ହେବ ପାଠପଢ଼ା, ନିଯୁକ୍ତ ହେବେ ନୂଆ ଶିକ୍ଷକ, ତିଆରି ହେବ ନୂଆ ଶ୍ରେଣୀଗୃହ

ଭୁବନେଶ୍ୱର: ଜାତୀୟ ଶିକ୍ଷାନୀତି (ଏନଇପି) ଅନୁସାରେ, ମାତୃଭାଷାରେ ଶିକ୍ଷାଗ୍ରହଣ କଲେ ଶିଶୁର ବୌଦ୍ଧିକ ବିକାଶ ହୁଏ । ଜ୍ଞାନ ବୃଦ୍ଧି ପାଏ । ଅନ୍ୟ ଭାଷା ଶିଖିବା ପାଇଁ ମଧ୍ୟ ଏହି ମାତୃଭାଷା ସୁଯୋଗ ଦିଏ । ରାଜ୍ୟରେ…

ରାତିସାରା ବଜ୍ରପାତ ସାଙ୍ଗକୁ ପ୍ରବଳ ବର୍ଷା: କାଲି ସକାଳ ପର୍ଯ୍ୟନ୍ତ ୨୫ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ପ୍ରଚଣ୍ଡ ବଜ୍ରପାତ ନେଇ ୨୫ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । କାଲି ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର ।ଆଗାମୀ ୨୪ ଘଣ୍ଟା ପାଇଁ କିଛି ଜିଲ୍ଲାକୁ ଅରେଞ୍ଜ…

କଠୋର କଟକଣାରେ ଆଜିଠୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ, ପରୀକ୍ଷା କେନ୍ଦ୍ରକୁ LIVE ଦେଖିବ ବୋର୍ଡ

କଟକ: ଆଜିଠୁ ଆରମ୍ଭ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା । ପରୀକ୍ଷା ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜି ପ୍ରଥମ ଦିନରେ ଛାତ୍ରଛାତ୍ରୀ ମାତୃଭାଷା ପରୀକ୍ଷା ଦେବେ । ପରୀକ୍ଷା ୯ଟାବେଳେ ଆରମ୍ଭ ହେବ । LIVE…

କିଟରେ ନେପାଳୀ ଛାତ୍ରଙ୍କୁ ମାଡ ଘଟଣାରେ ଗିରଫ ହେଲେ ଆଉ ୫ ଜଣ

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟ ରେ ନେପାଳୀ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ପୋଲିସ ଆଉ ୫ ଜଣଙ୍କୁ ଗିରଫ କରିଛି । ୪ ବାଉନ୍ସରଙ୍କ ସହ ଜଣେ ଆସିଷ୍ଟାଣ୍ଟ ଫିଲ୍ଡ ଅଫିସର ଗିରଫ ସୂଚନା । ବାଉନ୍ସର ଅଜୟ ସ୍ୱାଇଁ,…

Breaking: ବଢ଼ିଲା କିଟ୍ ପ୍ରତିଷ୍ଠାତାଙ୍କ ଅଡ଼ୁଆ, ହାଜର ପାଇଁ ଉଚ୍ଚଶିକ୍ଷା ବିଭାଗର ଡାକରା

ଭୁବନେଶ୍ୱର: ଅଚ୍ୟୁତ ସାମନ୍ତଙ୍କୁ ହାଜର ନିର୍ଦ୍ଦେଶ । ସରକାରଙ୍କ ହାଇ ଲେବଲ କମିଟି ଆଗରେ ହାଜର ହେବା ଲାଗି ନିର୍ଦ୍ଦେଶ ଜାରି କରାଯାଇଛି । କାଲି ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ । ସମସ୍ତ…

Breaking: ପୁରୀରେ ବଡ଼ ସେକ୍ସ ରାକେଟର ପର୍ଦ୍ଦାଫାସ୍, ବନ୍ଧାହେଲେ ରାଣୀ ମହୁମାଛି ସମେତ ଦଲାଲ୍

ପୁରୀ: ଧରାପଡ଼ିଲା ବଡ଼ ସେକ୍ସ ରାକେଟ୍ । ସେକ୍ସ ରାକେଟର ୧୨ ସଦସ୍ୟ ଗିରଫ । ସମସ୍ତଙ୍କୁ ଗିରଫ କଲା ତାଳବଣିଆ ପୋଲିସ । ୧୨ ଜଣଙ୍କ ଭିତରେ ୧୧ ପୁରୁଷ ମାତ୍ର ଜଣେ ମହିଳା ଥିବା ଜଣାପଡ଼ିଛି । ଗିରଫ ମହିଳା ସେକ୍ସ…

ଜନ୍ମକଲା ମା’କୁ ହତ୍ୟା କରି ମାତୃଋଣ ଶୁଝିଲା ପାପୀ ପୁଅ: ଏମିତି କରିବା ପୂର୍ବରୁ ଟିକେ ଭାବିଲାନି …

ନୀଳଗିରି: ପରକୀୟା ପ୍ରୀତି ପାଇଁ ମା’ର ଚାଲିଗଲା ଜୀବନ । ଲୁଚିଛପି ପ୍ରେମ କରୁଥିବା ମା’ ଉପରେ ସନ୍ଦେହ କରୁଥିଲା ପୁଅ । କିନ୍ତୁ ଆଖି ସାମ୍ନାରେ ମା'ର ଚୋରାପ୍ରୀତି ଦେଖିଲା ପରେ ଏହାକୁ ସହ୍ୟ କରିପାରି ନଥିଲା ପୁଅ।…

ଥାନାପାଖ ବ୍ୟାଙ୍କରୁ ଲୁଟ: ଜାଣିପାରିଲାନି ପୋଲିସ, ଅଧଘଣ୍ଟାରେ SBI ବ୍ୟାଙ୍କରେ ବୁଲେଇଦେଲେ କଳାକନା

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବହଳଦା ଏସଵିଆଇ ଶାଖାରୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଏହି ଘଟଣାରେ ଦୁଇ ବ୍ୟାଙ୍କ କର୍ମଚାରୀ ଗୁରୁତର ହୋଇଥିବା ଜଣାଯାଇଛି।…

Breaking: ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମାରି ଫୋପାଡିଦେଲେ, ଗ୍ୟାରେଜ ଘରୁ ମୃତଦେହ ଠାବ

 କାମାକ୍ଷାନଗର: ଦିନକୁ ଦିନ ବଢ଼ିବାରେ ଲାଗିଛି ହତ୍ୟାକାଣ୍ଡ ଘଟଣା। କେତେବେଳେ ବାପା ପୁଅକୁ ମାରିଦେଲାଣି। ତ ଆଉ କେତେବେଳେ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରିଦେଲାଣି। ଆଉ ବେଳେ ବେଳେ ଏମିତି ଘଟଣା ସାମ୍ନାକୁ ଆସୁଛି କି…

Breaking: ଧନୀ ହେବ ଓଡ଼ିଶା… ୨ ଜିଲ୍ଲାରେ ସୁନା ଖଣି କାର୍ଯ୍ୟ ଖୁବଶୀଘ୍ର ହେବ ଆରମ୍ଭ

ଭୁବନେଶ୍ୱର: ରାଜ୍ୟର ୨ ଜିଲ୍ଲାରେ ସୁନା ଖଣି ମିଳିଥିବା ଗୃହରେ ଖଣିମନ୍ତ୍ରୀ ଦେଲେ ସୂଚନା । ଦେବଗଡ଼ ଏବଂ କେନ୍ଦୁଝରରେ ସୁନା ଖଣିଥିବା ସନ୍ଧାନ କରାଯାଇଛି । ଅନୁସନ୍ଧାନ କାର୍ଯ୍ୟ ସରିଛି, ଚୂଡ଼ାନ୍ତ ରିପୋର୍ଟ ପାଇଁ…