fbpx
Browsing Category

ରାଜ୍ୟ

ସିଭିଲ ସର୍ଭିସ ୨୦୨୩ ପରୀକ୍ଷାରେ ଓଡ଼ିଶାରୁ କେତେଜଣ ପ୍ରାର୍ଥୀ ସଫଳତା ପାଇଲେ, ଦେଖନ୍ତୁ ଲିଷ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସିଭିଲ ସର୍ଭିସ ୨୦୨୩ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ସର୍ବଭାରତୀୟ ସ୍ତରରେ ଆଦିତ୍ୟ ଶ୍ରୀବାସ୍ତ ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ଅଛନ୍ତି ଓଡ଼ିଆ ପୁଅ ଅନିମେଶ ପ୍ରଧାନ ।…

(Video) ଆପଣମାନେ ଖୁସି ତ… ଭିଡିଓ କଲରେ ଅଞ୍ଚଳର ବିକାଶ କଥା ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସିଦାସଳଖ ଜନତାଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କଲ୍ କରି ବିଭିନ୍ନ ଅଞ୍ଚଳର ବିକାଶ ତଥା ଉନ୍ନତୀକରଣ ବିଷୟରେ ସେ ଆଲୋଚନା କରିଛନ୍ତି । ଲୋକଙ୍କ ସହ କଥା ହୋଇ ମନ୍ଦିର,…

Big Breaking; ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା BJP: ବାଦ୍ ପଡ଼ିଲେ ଅନୁଭବ ମହାନ୍ତି

ଭୁବନେଶ୍ୱର: ବିଜେପି ନିଜ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ରାଜ୍ୟର ବିଭିନ୍ନ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ଆସନ୍ତା ନିର୍ବାଚନରେ ରାଉରକେଲା ଆସନରୁ ଦିଲ୍ଲୀପ…

ଯାଜପୁର ବସ୍ ଦୁର୍ଘଟଣା: ଡ୍ରାଇଭରର ଅବହେଳାରୁ ଚାଲିଗଲା ଯାତ୍ରୀଙ୍କ ଜୀବନ: ମିଳିଲା ୨ ମୃତକଙ୍କ ପରିଚୟ, ଡ୍ରାଇଭର ନାଁରେ ଏତଲା

ଯାଜପୁର: ଯାଜପୁର କୁଆଖିଆ ନିକଟରେ ଘଟିଯାଇଥିବା ବସ୍ ଦୁର୍ଘଟରାରେ ୫ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ତେବେ ଏହି ୫ ଜଣ ଯାତ୍ରୀଙ୍କ ମଧ୍ୟରୁ ୨ ଜଣ ମୃତକଙ୍କୁ ଚିହ୍ନଟ କରାଯିବା ସହ ତାଙ୍କ ପରିଚୟ ପାଇଛି ପୋଲିସ । ଏହି…

ବଦଳିବ ଶିକ୍ଷା ଢାଞ୍ଚା : ଏଣିକି ଦୈନିକ ଦୁଇଟି ଶ୍ରେଣୀରେ ପଢାଇବେ ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ

ଭୁବନେଶ୍ବର :ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ବିଦ୍ୟାଳୟରେ ସବୁ ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀ ପାଠ ପଢାଉ ନାହାନ୍ତି। ଅଧିକାଂଶ ବିଦ୍ୟାଳୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।…

କାହିଁକି ପାଳନ ହୁଏ ରୁକୁଣା ରଥଯାତ୍ରା? ଜାଣନ୍ତୁ ବାବା ଲିଙ୍ଗରାଜଙ୍କ ପବିତ୍ର ପର୍ବର ମାହାତ୍ମ୍ୟ ଓ ଇତିହାସ

ଓଡ଼ିଶା ଭାସ୍କର: ଆଜି ଅଶୋକାଷ୍ଟମୀ ଅର୍ଥାତ୍ ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥ ଯାତ୍ରା । ଏଥିପାଇଁ ପ୍ରସ୍ତୁତ ରହିଛି ରଥ ପଥ, ପ୍ରସ୍ତୁତ ଅଛି ପ୍ରଶାସନ ଏବଂ ଭକ୍ତିଭାବରେ ବିଭୋର ହୋଇ ଉଠିଛନ୍ତି ହଜାର ହଜାର…

ବଡ଼ବିଲ୍ ଦେଶର ଦ୍ୱିତୀୟ ପ୍ରଦୂଷିତ ସହର, AQI ୩୦୦ ପାର୍‌, ରିପୋର୍ଟ ଜାରି କଲା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼

ଭୁବନେଶ୍ୱର: ଦିନକୁ ଦିନ କଂକ୍ରିଟ ରାସ୍ତା ଜଙ୍ଗଲର ସ୍ଥାନ ନେବାରେ ଲାଗିଛି । ଫଳରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଇବା ସହ ଋତୁଚକ୍ରରେ ପରିବର୍ତ୍ତନ ଦେଖାଯାଉଛି । ସହର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଅନ୍ତର୍ଗତ ରାସ୍ତାଘାଟ…

ଯାଜପୁର ବସ୍‌ ଦୁର୍ଘଟଣା; ଏସ୍‌ସିବି କୁଳସଚିବଙ୍କ ସୂଚନା, ଆଇସିୟୁରେ ଚାଲିଛି ୫ ଜଣଙ୍କ ଚିକିତ୍ସା

କଟକ: (ଓଡ଼ିଶା ଭାସ୍କର) ଗତକାଲି ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର କୁଆଖିଆ ନିକଟ ବାରବାଟୀ ଓଭର ବ୍ରିଜରୁ ଏକ ଯାତ୍ରୀବାହୀ ବସ୍ ତଳକୁ ଖସି ପଡ଼ିଥିଲା । ଦୁର୍ଘଟଣାରେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ…

ଯାଜପୁର ବସ୍ ଦୁର୍ଘଟଣା: ଆଇସିୟୁରେ ୫ ଜଣ ଭର୍ତ୍ତି, ଆହତଙ୍କୁ ଭେଟିଲେ ଫାଇଭ-ଟି ସଚିବ

ଯାଜପୁର: ଯାଜପୁର ବସ୍ ଦୁର୍ଘଟଣାରେ ପ୍ରାୟ ୪୬ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏଥିରେ ଗୁରୁତର ଆହତ ହୋଇଥିବା ୫ ଜଣ ଯାତ୍ରୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କୁ ଉଚିତ୍ ଚିକିତ୍ସା ଯୋଗାଇ ଦେବାକୁ ବ୍ୟବସ୍ତା…

ଆଜି ରୁକୁଣା ରଥଯାତ୍ରା: ରୁକୁଣା ରଥରେ ବିଜେ ହେବେ ବାବା ଲିଙ୍ଗରାଜ, ଦୁଲୁକୁଛି ରଥ ପଥ

ଭୁବନେଶ୍ୱର: ଅନେକ ଦିନର ଅପେକ୍ଷାର ଆଜି ଅନ୍ତ ଘଟିଛି । ବହୁ ଦିନ ପରେ ପ୍ରଭୁ ଲିଙ୍ଗରାଜ ଆଜି ରୁକୁଣା ରଥରେ ଶୋଭା ପାଇବେ । କାରଣ ଆଜି ହେଉଛି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ପବିତ୍ର ରୁକୁଣା ରଥଯାତ୍ରା । ସେଥିପାଇଁ…