Browsing Category
ରାଜ୍ୟ
ଖୁସି ଖବର; ପଦ୍ମ ପୁରସ୍କାର ବିଜେତାଙ୍କୁ ମିଳିବ ମାସିକ ୨୫ ହଜାର ଟଙ୍କା: ମୁଖ୍ୟମନ୍ତ୍ରୀ କଲେ ଘୋଷଣା
ଭୁବନେଶ୍ୱର: ପଦ୍ମ ସମ୍ମାନରେ ସମ୍ମାନିତ ହୋଇଥିବା ବ୍ୟକ୍ତିତ୍ୱଙ୍କ ପାଇଁ ମଧ୍ୟ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଭଳି ମହାନ୍ ବ୍ୟକ୍ତିତ୍ୱମାନଙ୍କୁ ମାସିକ ୨୫ ହଜାର ଟଙ୍କା ପ୍ରଦାନ କରିବାକୁ…
ଆସୁଛି ବର୍ଷା : ଏହିସବୁ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ
ଭୁବନେଶ୍ୱର : ରାଜ୍ୟରେ ଏବେ ଏକାଧିକ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ତେବେ ଗତ ମଙ୍ଗଳବାର ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଯେଉଁ ଘୂର୍ଣ୍ଣିଝଡ଼ର ପ୍ରଭାବ ରହିଥିଲା, ତାହା ବର୍ତ୍ତମାନ ଶାନ୍ତ ପଡ଼ିଛି ।…
ରାଜ୍ୟରେ ଗଠନ ହେବ ୨୨ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ରାଜ୍ୟର ୧୩ଟି ଜିଲ୍ଲାରେ ୨୨ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ(NAC) ଗଠନ ଏବଂ ଗଞ୍ଜାମର ଭଞ୍ଜନଗର ଏନଏସିକୁ ମୁନିସିପାଲିଟିକୁ ଉନ୍ନୀତ କରାଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…
ପୁଣି ଅନୁଭବଙ୍କ ଭାଇ ଏବେ ବିପଦରେ! ଅନୁପ୍ରାସଙ୍କ ଘରେ ପହଞ୍ଚିଲା ବ୍ୟାଙ୍କ ରିକଭରୀ ଟିମ୍
କଟକ: ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ପରିବାର ଉପରେ ଗୋଟିଏ ପରେ ଗୋଟିଏ ବିପଦ ଲାଗି ରହିଛି । ଗତ ମାସରେ ବାପାଙ୍କ ଦେହାନ୍ତ ହୋଇଥିବା ବେଳେ ଏବେ ଭାଇ ଅନୁପ୍ରାସ ଆଉ ଏକ ଅସୁବିଧାରେ ପଡ଼ି ଯାଇଛନ୍ତି ।…
ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ, ମେୟରଙ୍କ ସହ ସଫଳ ହେଲା ଆଲୋଚନା
ଓଡ଼ିଶା ଭାସ୍କର: ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ । ମେୟରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛନ୍ତି ସଫେଇ କର୍ମଚାରୀ । ଦରମା ବୃଦ୍ଧି ସହ ୨ ଦଫା ଦାବି ସହ ୧୫ ହଜାର ଟଙ୍କା ଦରମା ଦାବରେ ଆନ୍ଦୋଳନ କରିଥିଲେ ସଫେଇ…
ପୋଲ ଅଧାରେ ଝୁଲୁଛି ଆମ୍ବୁଲାନ୍ସ ଗାଡ଼ି: କୁଆଡ଼େ ଗଲେ ରୋଗୀ-ଡ୍ରାଇଭର?
ବାଲେଶ୍ୱର: ବାଲେଶ୍ୱରର ନୀଳଗିରିରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖାଯାଇଛି । ଭାରସାମ୍ୟ ହରାଇ ଗାଡ଼ିଟି ଏକ ନିର୍ମାଣାଧୀନ ପୋଲ ଉପରକୁ ମାଡ଼ି ଯାଇଛି । ଫଳରେ ଆଗକୁ ଯାଇ ନ ପରି ଅଧା ପୋଲରେ ଗାଡ଼ିଟି ଝୁଲି…
ଆଜି ଶ୍ରୀମନ୍ଦିରରେ ୩ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ: ମହାପ୍ରଭୁଙ୍କର ହେବ ବନକଲାଗି ନୀତି
ପୁରୀ: ଆଜି ପୁରୀର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ତେଣୁ ୩ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ କରାଯାଇଛି । ୩ ଘଣ୍ଟା ପର୍ଯ୍ୟନ୍ତ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ ନାହିଁ ଶ୍ରଦ୍ଧାଳୁ ।…
ଟ୍ରକକୁ ଧକ୍କା ଦେଲା ପିକଅପ୍, ଜଣେ ମୃତ ୨ ଗୁରୁତର
ବାଲେଶ୍ୱର: ବାଲେଶ୍ୱର ରୁପସା ଥାନା ହଳଦୀପଡ଼ା ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ସୋରରୁ ବସ୍ତା ଅଭିମୁଖେ ଯାଉଥିବା ଏକ ପିକଅପକୁ ପଛ ପଟୁ ଧକ୍କ ଦେଇଥିଲା ଟ୍ରକ । ଏହି ଦୁର୍ଘଟଣାରେ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ୨…
ଏଣିକି ଗର୍ଭବତୀ ମହିଳାଙ୍କୁ ମିଳିବ ୧୦ ହଜାର ଟଙ୍କା, ଦୁଇଗୁଣ ହେଲା ‘ମମତା’ ସହାୟତା
ଓଡ଼ିଶା ଭାସ୍କର: ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ଓ ପୁଷ୍ଟି ହୀନତା ହ୍ରାସ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୧ ମସିହାରେ ଲୋକପ୍ରିୟ ମମତା ଯୋଜନାର ଶୁଭାରମ୍ଭ କରିଥିଲେ । ଯାହା ଆଜି ବେଶ…
ICUରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ଥରେ ବିଗିଡ଼ିଛି । ତେଣୁ ତାଙ୍କୁ ଏସସିବିର ଆଇସିୟୁରେ ଭର୍ତ୍ତି କରାଯାଇଛି । ରକ୍ତହୀନତା, କିଡନୀ ସମସ୍ୟା ଓ ମୂତ୍ର ସଂକ୍ରମଣ ରୋଗରେ…