fbpx
Browsing Category

ରାଜ୍ୟ

ରାଜଧାନୀରେ ଚାଞ୍ଚଲ୍ୟ, ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଆତ୍ମହତ୍ୟା ବଢିଚାଲିଛି। ଆଜି ପୁଣି ଜଣେ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ମହିଳା ଜଣେ ଇଞ୍ଜିନିୟର ଅଟନ୍ତି। ଶୈଳଶ୍ରୀବିହାର ଅଞ୍ଚଳର ଏକ ଆପାର୍ଟମେଣ୍ଟରେ…

ସ୍ୱାଧିନତାର ୭୫ ବର୍ଷ ପରେ ମଧ୍ୟ ଗାଁକୁ ନାହିଁ ରାସ୍ତା, ୧ କିମି ଟ୍ରାକ୍କରରେ ବୁହା ହେଲେ ରୋଗୀ

ସମ୍ବଲପୁର: ସ୍ୱାଧିନତାର ୭୫ ବର୍ଷ ପରେ ମଧ୍ୟ ଗାଁକୁ ନଥିବାରୂ ଟ୍ରାକ୍କର ରେ ବୁହା ହେଲେ ରୋଗୀ। ଆଜି ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା। ମାନେଶ୍ୱର ବ୍ଳକ ଡକରା ପଞ୍ଚାୟତର ଜାଦୁଲୁଇସିଙ୍ଗ…

ଓଡ଼ିଶାର ଏହି ୨ ଜିଲ୍ଲାରେ ବନ୍ୟା ନିଶ୍ଚିତ ହେବ: SRC କଲେ ଘୋଷଣା

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା କମିଥିଲେ ବି ଟଳିନି ବିପଦ । ଏହାରି ମଧ୍ୟରେ ଏସଆରସି ପ୍ରଦୀପ ଜେନା ବର୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ନିଶ୍ଚିତ ବନ୍ୟା…

“ହର ଘର ତ୍ରିରଙ୍ଗା”, ଅଭିଯାନରେ ୪୦୦୦ତ୍ରିରଙ୍ଗା ପ୍ରସ୍ତୁତ କଲେ ବେଦାନ୍ତର ଶୁଭଲକ୍ଷ୍ମୀ ସମବାୟ ସମିତି

ଝାରସୁଗୁଡା: ଭାରତର ଅଗ୍ରଣୀ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମର ସହଯୋଗରେ ଭାରତର ବୃହତ ଗ୍ରାମୀଣ ମହିଳା ସମବାୟ ସମିତି ଶୁଭଲକ୍ଷ୍ମୀ ସମବାୟ ସମିତିର ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଜନସାଧାରଣଙ୍କ…

ବଢ଼ୁଛି ଜଳକା, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀ: ବିପଦ ସଙ୍କେତ ଉପରେ ବୈତରଣୀ, ବୁଡ଼ିଲା ବ୍ରହ୍ମଚାରୀପାଟଣା ବନ୍ଧ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲଘୁଚାପ ଜନିତ ବର୍ଷା କମିଥିଲେ ବି ଟଳିନି ବିପଦ । ଜଳକା, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ମଥାନୀରେ ଜଳକା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।…

କାଲି ଭାସିଗଲେ, ଆଜି ଉଦ୍ଧାର ହେଲେ : କାର୍ ସହ ୨ ମୃତ ଦେହ

କୁଚିଣ୍ଡା:ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା କାରଣରୁ ଅନେକ ଦୁର୍ଘଟଣା ସାମ୍ନାକୁ ଆସୁଛି । ତେବେ ଗତକାଲି ରାତିରେ ନାଳରେ କାର ସହ ଭାସିଯାଇଥିଲେ ୨ ବ୍ୟକ୍ତି ।ବର୍ତ୍ତମାନ ଯାହାଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ…

Video: ପୁଣି ସେଇ ବାରିମୂଳ ଆଶ୍ରମ, ଜନ୍ମାଷ୍ଟମୀରେ ସାରଥୀଙ୍କ ପ୍ରେମରେ ଉବୁଟୁବୁ ଭକ୍ତ

କେନ୍ଦ୍ରାପଡ଼ା: ପୁଣି ସାରଥୀ ଭକ୍ତଙ୍କ ଲାଗିଲା ଭିଡ। ଅନ୍ଧବିଶ୍ୱାସ ହେଉକି ବିଶ୍ୱାସ ଲୋକଙ୍କର ଖାତିର ନାହିାଁ ନା ଅଛି ପ୍ରଶାସନକୁ ଡର ନା ଅଛି ଅଦାଲତର ନିର୍ଦ୍ଦେଶକୁ ଖାତିରା ନିଜେ ସାରଥୀ ଭକ୍ତିରେ ଅନ୍ଧ ହୋଇ…

ବୈତରଣୀ ଉପରମୁଣ୍ଡରେ ପ୍ରବଳ ବର୍ଷା, ଅତିକ୍ରମ କରିବ ବିପଦ ସଙ୍କେତ

ଭଣ୍ଡାରିପୋଖରୀ,(ଭାସ୍କର ନ୍ୟୁଜ) : ବୈତରଣୀ ନଦୀର ଉପରମୁଣ୍ଡରେ ଗତ ୨୪ ଘଣ୍ଟା ମଧ୍ୟରେ ଅବପାତ ଜନିତ ଭାରି ବର୍ଷା ହେବା ଫଳରେ ନଦୀରେ ବନ୍ୟା ହେବାକୁ ଯାଉଛି । ନଦୀର ପ୍ରମୁଖ ଜଳସ୍ରୋତ ଉତ୍ସଭାବେ ଜଣାଶୁଣା ଚମ୍ପୁଆରେ…

ସୁନ୍ଦରଗଡ଼ ମେଡିକାଲ କଲେଜରେ ନାମଲେଖା ପାଇଁ ମିଳିଲା ଏନ୍‌ଏମ୍‌ସିଙ୍କ ଅନୁମତି, ଚଳିତ ବର୍ଷ ୧୦୦ ସିଟ୍‌ରେ ହେବ ଆଡମିସନ୍

ସୁନ୍ଦରଗଡ଼, (ଭାସ୍କର ନ୍ୟୁଜ୍‌) : ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ସୁନ୍ଦରଗଡ଼ ସହରର ଶଙ୍କରା ଠାରେ ନିର୍ମାଣ କରାଯାଉଥିବା ନୂତନ ସରକାରୀ ମେଡିକାଲ କଲେଜ୍‌ରେ ଚଳିତ ବର୍ଷଠୁ ଆରମ୍ଭ ହେବ ନାମଲେଖା ।…

ଥମିଲା ବର୍ଷା ଓ ବନ୍ୟା ପ୍ରକୋପ, ଟଳିନି ବିପଦ: ଆଜି ୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଲଘୁଚାପଜନିତ ଲଗାଣ ବର୍ଷା ଓ ତଦ୍‌ଜନିତ ବନ୍ୟାସ୍ଥିତିରେ ସୁଧାର ଆସିଥିଲେ ମଧ୍ୟ ବିପଦ ସମ୍ପୂର୍ଣ୍ଣ ରୂପେ ଟଳିନାହିଁ । ଯଦିଓ ବିଭିନ୍ନ ସ୍ଥାନରେ ପାଣି କମିବାରେ ଲାଗିଛି ତଥାପି…