Browsing Category
ରାଜ୍ୟ
୨୨ ତାରିଖ ସୁଦ୍ଧା ବର୍ଷା, ଆସନ୍ତା ସପ୍ତାହରେ ବଙ୍ଗୋପସାଗର ଛୁଇଁବ ମୌସୁମୀ
ଭୁବନେଶ୍ୱର: କାଳବୈଶାଖୀ ପରେ ମୌସୁମୀ। ଆସନ୍ତା ସପ୍ତାହରେ ବଙ୍ଗୋପସାଗର ଛୁଇଁବ ମୌସୁମୀ। ଏବେ ରାଜ୍ୟରେ ସକ୍ରିୟ ରହିଛି କାଳବୈଶାଖୀ ପ୍ରଭାବ। ଫଳରେ ବିଭିନ୍ନ ଜିଲ୍ଲାରେ ବର୍ଷା ସହ ପବନ ଅନେକ କ୍ଷୟକ୍ଷତି କରୁଛି।…
ଦୀଘାରେ ଜଗନ୍ନାଥ ଧାମ ବିବାଦ ନେଇ ପ୍ରଧାନମନ୍ତ୍ରୀଙ୍କୁ ସୁଦର୍ଶନ ପଟ୍ଟନାୟକଙ୍କ ଚିଠି, ଉପଯୁକ୍ତ ପଦକ୍ଷେପ ଗ୍ରହଣ ପାଇଁ କଲେ ଅନୁରୋଧ
ଭୁବନେଶ୍ବର: ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଥମିବାର ନାମ ନେଉନାହିଁ । ଏହାରି ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
ଦୀଘାରେ ଜଗନ୍ନାଥ…
ହଠାତ୍ ଟ୍ରେନରୁ ନିଖୋଜ ହୋଇଗଲେ କେନ୍ଦ୍ରମନ୍ତ୍ରୀ, ଆହତ ଅବସ୍ଥାରେ ଅନ୍ୟ ଏକ ଷ୍ଟେସନରେ ମିଳିଲେ…
ଭୁବନେଶ୍ୱର: ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ, କେନ୍ଦ୍ର ମନ୍ତ୍ରୀ ଜୁଆଲ ଓରାମ ଦିଲ୍ଲୀରୁ ଜବଲପୁର ଯାଉଥିବା ଟ୍ରେନରୁ ନିଖୋଜ ହୋଇଥିବା ଖବର ମିଳିଛି। ପରେ ସେ ଅନ୍ୟ ଏକ ଟ୍ରେନରେ ଆହତ ଅବସ୍ଥାରେ ମିଳିଛନ୍ତି।
ନବଭାରତ…
ବାଣ ଗୋଦାମରେ ବିସ୍ଫୋରଣ, 5 ଜଣ ଗୁରୁତର
ଭୁବନେଶ୍ବର: ଭଦ୍ରକ ହଳଦିଡ଼ିହ ବାଇପାସ ସ୍ଥିତ ଏକ ବାଣ କାରଖାନାରେ ବିସ୍ଫୋରଣ । ତେବେ ଭୟଙ୍କର ବାଣ ବିସ୍ଫୋରଣରେ ଘରର ଛାତ ଉଡିଯାଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି । ନିକଟରେ ଥିବା ଘର ଝରକାର କାଚ ଭାଙ୍ଗିଯାଇଥିବା…
ଗୁରୁତର ରୋଗୀଙ୍କୁ ଏୟାରଲିଫ୍ଟ କରିବା ପାଇଁ ନିର୍ମାଣ ହେବ ହେଲିପ୍ୟାଡ
ସମ୍ବଲପୁର: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଟ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ରିସର୍ଚ୍ଚ (VIMSAR) କର୍ତ୍ତୃପକ୍ଷ ଗୁରୁତର ରୋଗୀଙ୍କ ପାଇଁ ହେଲିକପ୍ଟର ଜରୁରୀ ଚିକିତ୍ସା ସେବା ଯୋଗାଇବା ଉଦ୍ଦେଶ୍ୟରେ ନିଜ…
ରାଜଧାନୀରେ ଯୁବକଙ୍କ ଉପରେ ମାଡ଼ିଗଲା ହାଇଓ୍ବା, ଚାଲିଗଲା ଶ୍ରମିକଙ୍କ ଜୀବନ
ଭୁବନେଶ୍ବର: ସକାଳୁ ସକାଳୁ ରାଜଧାନୀରେ ଦୁର୍ଘଟଣା । ଭୁବନେଶ୍ଵର ସ୍ଥିତ କଳିଙ୍ଗ ବିହାର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଜଣେ ବ୍ୟକ୍ତିଙ୍କ ଉପରେ ହାଇଓ୍ବା ମାଡିଯାଇଛି । ଫଳରେ ଘଟଣାସ୍ଥଳରେ ହିଁ…
୨୩ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ, ଭୀଷଣ ଝଡ଼ବର୍ଷାର ସମ୍ଭାବନା
ଭୁବନେଶ୍ୱର: କାଳବୈଶାଖୀ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ। ଜାରି କଲା ୟେଲୋ ଓ୍ୱାର୍ଣ୍ଣିଂ। କେବଳ ଗୋଟେ କି ଦୁଇଟି ନୁହେଁ ୨୩ଟି ଜିଲ୍ଲାରେ ପ୍ରବଳ ଝଡ଼ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ।
ହଁ ଯଦିଓ…
BIG BREAKING: ରାଜ୍ୟର ୧୨ଟି ସ୍ଥାନରେ ହୋଇପାରେ ମକ୍ଡ୍ରିଲ୍
ଭୁବନେଶ୍ୱର: ଗତକାଲି ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା, ବିଭିନ୍ନ ରାଜ୍ୟରେ ମକ୍ଡ୍ରିଲ୍ କରାଯିବ। ତେବେ ରାଜ୍ୟରେ ୧୨ଟି ସ୍ଥାନରେ ମକ୍ଡ୍ରିଲ୍ ହୋଇପାରେ ବୋଲି କୁହାଯାଉଛି।
ନାଗରିକଙ୍କ…
ବିବାହ ଏକ ଆଇନଗତ ଚୁକ୍ତି ନୁହେଁ, ଗଭୀର ବନ୍ଧନ: ହାଇକୋର୍ଟ
ଭୁବନେଶ୍ବର: ପାରିବାରିକ ହିଂସା ଓ ବିବାହ ବିଚ୍ଛେଦ ସଂକ୍ରାନ୍ତୀୟ ଏକ ମାମଲାର ଶୁଣାଣି କରିବା ବେଳେ ହାଇକୋର୍ଟର ବିଚାରପତି ଜଷ୍ଟିସ ବିପି ରାଉତରାୟ ଏବଂ ଜଷ୍ଟିସ ଚିତ୍ତରଞ୍ଜନ ଦାସ ନେଇ ଗଠିତ ଖଣ୍ଡପୀଠ ଏକ…
Breaking: ଭୟଙ୍କର ବସ୍ ଦୁର୍ଘଟଣା, ଗାଡ଼ିରେ ଥିଲେ ଯାତ୍ରୀ, ପୋଲ ତଳକୁ ଖସି ପାଣିରେ ବୁଡ଼ିଗଲା ବସ୍
ବାଲେଶ୍ୱର: ଭୟଙ୍କର ବସ୍ ଦୁର୍ଘଟଣା। ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଲା ଯାତ୍ରୀବାହୀ ବସ୍। ଆଉ ପୋଲରୁ ଖସି ସିଧା ଯାଇ ପଡ଼ିଲା ରେନାଲ ପାଣି ଭିତରେ। ଆଉ ବସଟି ଅଧାରୁ ଅଧିକ ପାଣି ଭିତରେ ବୁଡ଼ିଯାଇଥିବାର…