fbpx
Browsing Category

ରାଜ୍ୟ

(Video) ମଦନିଶାରେ ଶିକ୍ଷକ ହରାଇଲେ ହିତାହିତ ଜ୍ଞାନ: ମାଡ଼ ମାରି ମାରି ଭାଙ୍ଗିଦେଲେ ଛାତ୍ରର ହାଡ଼

ନବରଙ୍ଗପୁର(ଓଡ଼ିଶା ଭାସ୍କର): ଗୁରୁଙ୍କୁ ଭଗବାନ ଭାବେ ପୂଜା କରାଯାଉଥିବା ବେଳେ କିଛି ଲୋକଙ୍କ ଯୋଗୁଁ ଏହି ନାଁରେ କଳଙ୍କ ଲାଗୁଛି । ଏହାରି ମଧ୍ୟରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଧୋଡିପାଣି ମଙ୍ଗଳ ବିଭାଗ…

+୨ ନାମଲେଖା ପାଇଁ କେବେଠୁ ଆରମ୍ଭ ହେବ ଆବେଦନ? ତାରିଖ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ +୨ ନାମଲେଖା ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀଙ୍କ କହିବା ମୁତାବକ, ଜୁଲାଇ ୨୦ରୁ ଅଗଷ୍ଟ ୧୦ ଯାଏଁ…

ପ୍ରବଳ ବର୍ଷା: ୧୮ରେ ଖୋଲିବ ହୀରାକୁଦ ଗେଟ୍

ସମ୍ବଲପୁର(ଓଡ଼ିଶା ଭାସ୍କର): ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶାରେ ତୁହାକୁ ତୁହା ହେଉଛି ବର୍ଷା । ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଆସନ୍ତା ୧୮ରେ ଖୋଲିବ ହୀରାକୁଦ…

କଟକ ‘ରୁଚି’ କମ୍ପାନିରେ ଅଗ୍ନିକାଣ୍ଡ: ଜିନିଷ ପତ୍ର ପୋଡ଼ି ପାଉଁଶ

କଟକ(ଓଡ଼ିଶା ଭାସ୍କର): କଟକ ଖାପୁରିଆ ଶିଳ୍ପାଞ୍ଚଳରେ ଥିବା ରୁଚି କମ୍ପାନିରେ ବିଳମ୍ବିତ ରାତିରେ ହୋଇଛି ଭୟଙ୍କର ଅଗ୍ନିକାଣ୍ଡ । ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବିଭାଗ । ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ…

ନୂଆପଡ଼ା: ଭାଲୁ ଆକ୍ରମଣରେ ୩ ମୃତ, ୨ ଗୁରୁତର; ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଭାଲୁର ମୃତ୍ୟୁ

ନୂଆପଡ଼ା: ନୂଆପଡାରେ ଭାଲୁ ଆକ୍ରମଣରେ ୩ ଯୁବକ ମୃତ୍ୟୁ ବରଣ କରିଛନ୍ତି । ଦୁଇ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ନୂଆପଡ଼ା ଜିଲ୍ଲା ଲଖନା ଥାନା ସମରସିଂ ଗାଁ ନିକଟ ଜଙ୍ଗଲରେ ଭାଲୁ ଆକ୍ରମଣ କରିଥିବା…

ଓଡ଼ିଶାରୁ ଆଜି ୧୦୬୫ କରୋନା ପଜିଟିଭ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଆଜି ଦୈନିକ କରୋନା ସଂକ୍ରମଣ ପୁଣିଥରେ ୧୦୦୦ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦୬୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…

(Video) ଲଘୁଚାପ ପ୍ରଭାବରେ ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା: ୭ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶାରେ ହେଉଛି ଲଗାଣ ବର୍ଷା । ଭୁବନେଶ୍ୱର ଓ କଟକ ସହରରେ ମଧ୍ୟ ବର୍ଷା ଜାରି ରହିଛି । ତୀବ୍ରରୁ ଅତି ତୀବ୍ର ବର୍ଷା ନେଇ ଚେତାବନୀ ଜାରି ହୋଇଛି । ସାମୟିକ ଭାବେ…

ପ୍ରଥମେ ପ୍ରେମ ପରେ ପ୍ରତାରଣା ଅଭିଯୋଗ: କୋର୍ଟରେ ନାମାଞ୍ଜୁର ହେଲା ବେଲ୍‌, ଯୁବକ ଗଲେ ଜେଲ୍‌

ଲକ୍ଷ୍ମୀପୁର, (ଭାସ୍କର ନ୍ୟୁଜ୍‌): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍‌ରେ ପୁଣି ଏକ ପ୍ରେମ ପ୍ରତାରଣା ପରେ ଯୁବତୀଙ୍କୁ ସର୍ବସମ୍ମୁଖରେ ମାଡ଼ ମାରିବା ଅଭିଯୋଗରେ ଜଣେ ବିବାହିତ ଯୁବକୁ ପୋଲିସ୍‌ ଗିରଫ କରି କୋର୍ଟ…

ପୂରଣ ହେଲା ଦୀର୍ଘ ଦିନର ଦାବି: କଟକ-ପଲାସା ମେମୁ ଟ୍ରେନ୍‌ ଗୁଣପୁରକୁ ହେଲା ସମ୍ପ୍ରସାରିତ

ଗୁଣପୁର, (ଭାସ୍କର ନ୍ୟୁଜ୍‌): କଟକ-ପଲାସା ମେମୁ ଟ୍ରେନକୁ ଗୁଣପୁର ପର୍ଯ୍ୟନ୍ତ ସମ୍ପ୍ରସାରିତ ନେଇ ଦୀର୍ଘ ଦିନ ଧରି ହେଉଥିବା ଦାବି ସାକାର ହୋଇଛି । ପୂର୍ବତଟ ରେଳପଥ ବିଭାଗ ପକ୍ଷରୁ ଏନେଇ ପ୍ରକାଶିତ ବିଜ୍ଞପ୍ତି ପ୍ରକାଶ…

ମାତାଲ ଯୁବକ ରାସ୍ତାରେ ବୁଲାଇଲେ ଖଣ୍ଡା, ଭାଙ୍ଗିଲେ ଗଜଲକ୍ଷ୍ମୀ ମଣ୍ଡପର ହାତୀର ମୁଣ୍ଡ: ଗୁରୁତର ଦଫାରେ ମାମଲା ରୁଜୁ କଲା ପୋଲିସ

ନିମାପଡ଼ା, (ଭାସ୍କର ନ୍ୟୁଜ୍‌) : ନିମାପଡ଼ା ଗ୍ରାମରେ ଯୁବକଙ୍କ ଆତଙ୍କ । ପୂଜା କମିଟି ଆସବାବପତ୍ର ଭଙ୍ଗାରୁଜା, ପୂଜା ମଣ୍ଡପର ହାତୀର ମୁଣ୍ଡକୁ ବାଡ଼େଇ ଭାଙ୍ଗିବା ଓ ସଦସ୍ୟ ପ୍ରତିବାଦ କରିବାରୁ ଖଣ୍ଡା ଧରି ଜୀବନରେ ମାରି…