Browsing Category

ରାଜ୍ୟ

ହ୍ବାଟ୍ସଆପରେ ମାଟ୍ରିକ ସାର୍ଟିଫିକେଟ୍ ପାଇବାକୁ ଚାହୁଁଛନ୍ତି କି? ଫଲୋ କରନ୍ତୁ ଏହି ଷ୍ଟେପ୍

ଭୁବନେଶ୍ବର: ବାହାରିଛି ମାଟ୍ରିକ ପରୀକ୍ଷା ଫଳ । ମାଧ୍ୟମିକ ଶିକ୍ଷା ପରିଷଦ ଓ୍ବେବସାଇଟରେ ଫଳ ଉପଲବ୍ଧ ହୋଇଛି । ତେବେ ପାସ୍ କରିଥିବା ଛାତ୍ରଛାତ୍ରୀମାନେ ଘରେ ବସି ମଧ୍ୟ ସେମାନଙ୍କର ଡିଜିଟାଲ ପାଇବା ନେଇ ବୋର୍ଡ ପକ୍ଷରୁ…

250 ଲୋକ ଥିଲେ ରାଜସ୍ବ ଗାଁର ମାନ୍ୟତା: ସୁରେଶ ପୂଜାରୀ

ଭୁବନେଶ୍ବର: ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏକ ବଡ଼ ଘୋଷଣା କରିଛନ୍ତି । ଯେଉଁ ପଡା ଗାଁରେ 250ରୁ ଅଧିକ ଲୋକ ଥିବେ ସେହି ଗାଁକୁ ରାଜସ୍ବ ଗାଁର ମାନ୍ୟତା ଦିଆଯିବ । ତେବେ ଏନେଇ ମଧ୍ୟ ଏକ ସର୍ତ୍ତ ରହିଛି । ମୂଳ ଗାଁ…

ପୂର୍ବତନ ଓଡ଼ିଶା ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ସମ୍ମାନିତ କରିବ ରୁଷିଆ, ନବୀନଙ୍କୁ ଆସିଲା ଚିଠି

ନୂଆଦିଲ୍ଲୀ: ରୁଷିଆ ସରକାର ୧୯୪୦ ଦଶକର ପ୍ରାରମ୍ଭରେ ଷ୍ଟାଲିନଗ୍ରାଡ ଅପରେସନରେ ସାହସିକ ଅବଦାନ ପାଇଁ ପୂର୍ବତନ ଓଡ଼ିଶା ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ୨୦୨୫ ମସିହା ମେ ୯ ତାରିଖରେ ସମ୍ମାନିତ କରିବ। ଇଣ୍ଡିଆନ…

ପୁଣି ଜାଳିବ ଟାଣ ଖରା; ଓଡ଼ିଶାରେ ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ଓଡ଼ିଶାରେ ଆସନ୍ତା ମେ ୮ ତାରିଖରୁ ତାପମାତ୍ରା ବୃଦ୍ଧି ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗରମ ଓ ଗୁଳୁଗୁଳି ଯୋଗୁଁ ଜନଜୀବନ ପ୍ରଭାବିତ…

ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ଭାବନା: ଆସନ୍ତା ୨୪ ଘଣ୍ଟା ପାଇଁ ଏହିସବୁ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଛି କାଳବୈଶାଖିର ପ୍ରଭାବ। ଯାହା ଫଳରେ ରାଜ୍ୟରେ ଏବେ ତାତିରୁ ମୁକ୍ତି ମିଳିଛି। ଆଜି ମଧ୍ୟ କାଳବୈଶାଖିର ତାଣ୍ତବ ଦେଖିବାକୁ ମିଳିବ। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,…

ଜଗା ପାଖକୁ ଯିବାରେ ଆଉ ହେବନି ସମସ୍ୟା! ପୁରୀରେ ବିମାନ ବନ୍ଦରକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ

ଭୁବନେଶ୍ବର: ଖୁବଶୀଘ୍ର ପୁରୀରେ ହେବ ବିମାନ ବନ୍ଦର । ପୁରୀରେ ବିମାନ ବନ୍ଦରକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ  । ବିମାନ ବନ୍ଦରକୁ ଅନୁମୋଦନ କଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ  । ଭାରତର ପ୍ରମୁଖ ସହରକୁ…

ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ନୂଆ ମେଡିକାଲ କଲେଜ, ଜାଣନ୍ତୁ କେଉଁ ଜିଲ୍ଲାବାସୀ ହେବେ ଉପକୃତ…

ଭୁବନେଶ୍ୱର,୫ା୫:  ଭୁବନେଶ୍ୱର,୫ା୫: ରାଜ୍ୟରେ ଖୁବଶୀଘ୍ର ଖୋଲାଯିବ ଆଉ ୪ ନୂଆ ମେଡିକାଲ କଲେଜ । ଏନେଇ ସୋମବାର ମୁଖ୍ୟମନ୍ତ୍ରୀ କେନ୍ଦୁଝର ଗସ୍ତରେ ଯାଇଥିବାବେଳେ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଭଦ୍ରକ,…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପୂରଣ ହେବ ୫ ହଜାର ଡାକ୍ତର ପଦବୀ

ଭୁବନେଶ୍ୱର,୫ା୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର କେନ୍ଦୁଝରସ୍ଥିତ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲରେ ଅନ୍ତଃ ଚିକିତ୍ସା ସେବା (In-Patient Service) ଓ ଟ୍ରମା କେୟାର ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି।…

ଦୀଘା ଜଗନ୍ନାଥ ମନ୍ଦିର ବିବାଦ: ତଦନ୍ତ ରିପୋର୍ଟ ପ୍ରଦାନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର,୫ା୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଏବଂ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିକୁ ନେଇ ଗତ କିଛିଦିନ ଧରି ଗଣମାଧ୍ୟମରେ ପ୍ରଚାରିତ ହେଉଥିବା ପ୍ରସସଙ୍ଗରେ ସୋମବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ…

Breaking: ଏପ୍ରିଲ ୨୭ ତାରିଖ ପରୀକ୍ଷାକୁ ରଦ୍ଦ କଲା OSSC

ଭୁବନେଶ୍ବର: ଏପ୍ରିଲ 27 ତାରିଖ ପରୀକ୍ଷାକୁ ରଦ୍ଦ କଲା ଓଏସଏସସି । ଏସଆଇ ରାଙ୍କର ବିଭିନ୍ନ ବର୍ଗର ପଦ ପଦବୀ ପାଇଁ ପରୀକ୍ଷା ରଦ୍ଦ କରାଯାଇଛି । ତେବେ ଆସନ୍ତା ଜୁଲାଇ 6 ତାରିଖରେ ସାନି ପରୀକ୍ଷା ନେଇ ସୂଚନା ଦିଆଯାଇଛି ।…