fbpx
Browsing Category

ରାଜ୍ୟ

ଚୋରା ମଦ କାରବାର ଆଡ୍ଡା ଉପରେ ପୋଲିସର ଚଢ଼ାଉ: ୧୮ ଲିଟର ମଦ ଜବତ, ମୁଖ୍ୟ ଏଜେଣ୍ଟ ଗିରଫ

ବାଲିପାଟଣା, (ଭାସ୍କର ନ୍ୟୁଜ୍‌) :  ସୋମବାର ବିଳମ୍ବିତ ରାତିରେ ବାଲିପାଟଣା ଥାନା ଅଧିକାରୀଙ୍କ ନେତୃତ୍ୱରେ ଅତର୍କିତ ଚଢାଉରେ ୧୮ ଲିଟର ମଦ ଜବତ ସହିତ ଅଭିଯୁକ୍ତ ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ୍‌ କରିଥିବା ସୂଚନା…

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ପାଇଁ ପ୍ରସ୍ତୁତି ଜୋରଦାର, ବାରବାଟୀ ଷ୍ଟାଡିୟମ ପରିଦର୍ଶନ କଲେ କଟକ ଡିସିିପି

କଟକ,(ଭାସ୍କର ନ୍ୟୁଜ): ଆସନ୍ତା ଜୁନ ୧୨ ତାରିଖ ଦିନ ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି- ୨୦ ସିରିଜର ଦ୍ୱିତୀୟ ମ୍ୟାଚ । ତେଣୁ ଏହି ମ୍ୟାଚର ସଫଳ ଆୟୋଜନ ନେଇ ଓଡିଶା କ୍ରିକେଟ…

ଆଣ୍ଡାମାନରେ ପ୍ରବଳ ବର୍ଷିଲା ମୌସୁମୀ ବର୍ଷା: ୨୭ରେ କେରଳ, ଜୁନ୍‌ରେ ୭ରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ

ନୂଆଦିଲ୍ଲୀ : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଚଳିତ ବର୍ଷ ଠିକ୍‌ ସମୟରେ କେରଳ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ମୌସୁମୀ ବାୟୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବେଶ କରି…

ଓଡ଼ିଶାରେ ପ୍ରତିଷ୍ଠା ହେବ ୫ଟି ମାଇନିଂ ଆଦର୍ଶ ବିଦ୍ୟାଳୟ ଓ ଗୋଟିଏ ସ୍କିଲ ଆକାଡେମୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ମାଇନିଂ କର୍ପୋରେସନ (ଓଏମସି)ର ୬୭ତମ ପ୍ରତିଷ୍ଠା ଦିବସ ଅବସରରେ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ଲୋକ ସେବା ଭବନର କନଭେନସନ…

ମହିଳା ଟି-୨୦ ଚ୍ୟାଲେଞ୍ଜ ପାଇଁ ଘୋଷଣା ହେଲା ଖେଳାଳି ତାଲିକା: ୨ ଓଡିଆଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ: ଆସନ୍ତା ମହିଳା ଟି-୨୦ ଚ୍ୟାଲେଞ୍ଜ କ୍ରିକେଟ ପାଇଁ ଖେଳାଳି ତାଲିକା ଘୋଷଣା କରିଛି ବିସିସିଆଇ । ଏହି ତାଲିକାରେ ଓଡିଶାରୁ ୨ ଜଣ ଖେଳାଳି ସ୍ଥାନ ପାଇଛନ୍ତି । ଓଡିଶାର ପ୍ରିୟଙ୍କା ପ୍ରିୟଦର୍ଶିନୀ ଏବଂ ସୁଜାତା…

ପ୍ରତ୍ନତତ୍ତ୍ୱ ବିଭାଗର ସୁପରିଟେଣ୍ଡେଣ୍ଟକୁ ଜଗନ୍ନାଥ ସେନାର ଟାର୍ଗେଟ: ଆଣିଲା ଏମିତି ସଙ୍ଗୀନ ଅଭିଯୋଗ

ପୁରୀ: ପ୍ରତ୍ନତତ୍ତ୍ୱ ବିଭାଗ ସୁପରିଟେଣ୍ଡେଣ୍ଟଙ୍କ ବିରୋଧରେ ଲିଙ୍ଗରାଜ ଥାନାରେ ଏତଲା ଦେଇଛି ଜଗନ୍ନାଥ ସେନା । ସୁପରିଟେଣ୍ଡେଣ୍ଟ ନିଜ କର୍ତ୍ତବ୍ୟ ଠିକ ଭାବରେ ତୁଲାଇ ନଥିବା ନେଇ ଜଗନ୍ନାଥ ସେନା ଅଭିଯୋଗ କରିଛି । ଏହା…

ଟିପିଏସ୍ଓଡିଏଲ୍ ପକ୍ଷରୁ ‘ପ୍ରୋଜେକ୍ଟ ସମାଧାନ’

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଦକ୍ଷିଣ ଓଡିଶାରେ ବିଦ୍ୟୁତ୍ ଶକ୍ତି ବିତରଣ ପାଇଁ ଟାଟା ପାୱାର ଓ ଓଡିଶା ସରକାରଙ୍କ ମଧ୍ୟରେ ଏକ ଯୁଗ୍ମ ଉଦ୍ୟମ ଟିପି ସଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍)…

ନ୍ୟାୟାଳୟର ଅବମାନନା କରିଛନ୍ତି ଓଡ଼ିଶା ସରକାର: ପ୍ରେସ୍ ମିଟରେ ରାଜ୍ୟ ସରକାରଙ୍କୁ ଘେରିଲେ ଅପରାଜିତା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ମନୋମୁଖୀ ଆଇନ ବ୍ୟବସ୍ଥାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠାଇଛନ୍ତି ଅପରାଜିତା ଷଡଙ୍ଗୀ । ନ୍ୟାୟାଳୟର ଅବମାନନା ହୋଇଛି ବୋଲି ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱର ସାଂସଦ । ଜଣେ…

OPTCL ଡିଜିଏମଙ୍କୁ ୫ ବର୍ଷ ଜେଲଦଣ୍ଡ, ଲାଞ୍ଚ ନେବା ପଡ଼ିଲା ମହଙ୍ଗା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟରେ ଲାଞ୍ଚ ମାମଲା ବଢ଼ି ଚାଲିଥିବା ବେଳେ ବହୁସଂଖ୍ୟାରେ ସରକାରୀ ଅଧିକାରୀ ଏଥିରେ ଲାଞ୍ଚ ନେଉଥିବା ବେଳେ ଧରାପଡ଼ୁଛନ୍ତି । ତେବେ ଏହି କ୍ରମରେ ଓଡ଼ିଶା ପାୱାର ଟ୍ରାନ୍ସମିଶନ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୭ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…