fbpx
Browsing Category

ଅଲିମ୍ପିକ୍

ଟୋକିଓ ଅଲିମ୍ପିକ୍ସରେ ପୁଣି ନିରାଶ କଲେ ଦୂତୀ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରୁ ଆସିଛି ଏକ ନିରାଶଜନକ ଖବର । ରାଜ୍ୟର ଦ୍ରୁତ ଧାବିକା ଦୂତୀ ଚାନ୍ଦ ଟୋକିଓ ଅଲିମ୍ପିକରେ ପୁଣି ଥରେ ନିରାଶ କରିଛନ୍ତି । ୨୦୦ ମିଟର ଟ୍ରାକରେ ଦୌଡରେ ସେ ସପ୍ତମ ସ୍ଥାନରେ ରହିଛନ୍ତି ।…

ଟେଲିିଭିଜନରେ ଟୋକିଓ ଅଲିମ୍ପିକ୍ସରେ ଭାରତ ହକି ମ୍ୟାଚ୍‌ ଜିତିବା ଦେଖି ଖୁସିରେ ତାଳିମାରିଲେ ନବୀନ, ଟ୍ବିଟ୍ କରି ଖେଳାଳିଙ୍କୁ ଶୁଭେଚ୍ଛା…

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ୪୧ ବର୍ଷ ପରେ ଭାରତ ଅଲିମ୍ପିକ୍ସର ସେମି ଫାଇନାଲରେ ପ୍ରବେଶ କରିଛି  । ପୁରୁଷ ହକିର ଏହି ବଡ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଟୋକିଓରେ ୭ଟି ପଦକ ସହିତ ମହିଳା ସନ୍ତରଣକାରୀଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ: ଚଳିତ ଅଲିମ୍ପିକ୍ସରେ ମହିଳାଙ୍କ ପ୍ରଦର୍ଶନ ଅତ୍ୟନ୍ତ ଉଚ୍ଚକୋଟୀର ରହିଥିବା ବେଳେ ଗୋଟିଏ ସଂସ୍କରଣରେ ୭ ପଦକ ସହିତ ବିଶ୍ୱ ରେକର୍ଡ କରିଛନ୍ତି ଏମ୍ମା ମେକନ୍ । ଅଷ୍ଟ୍ରେଲିଆର ମହିଳା ସନ୍ତରଣକାରୀ ଏମ୍ମା ୪ଟି…

୪୧ ବର୍ଷ ପରେ ସେମିରେ ଭାରତୀୟ ହକି ଦଳ: ୩-୧ରେ ଗ୍ରେଟ ବ୍ରିଟେନକୁ ହରାଇଲା

ନୂଆଦିଲ୍ଲୀ: ରବିବାର ଭାରତୀୟ ଫ୍ୟାନଙ୍କ ପାଇଁ ବେଶ ଖୁସି ଖବର ଆଣିଛି । ପ୍ରଥମେ ପି ଭି ସିନ୍ଧୁ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିବା ବେଳେ ଦୀର୍ଘ ୪୧ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇଛି ଭାରତୀୟ ପୁରୁଷ ହକି ଦଳ । ରବିବାର…

ସୁନାଝିଅ ସିନ୍ଧୁଙ୍କ ପାଇଁ ଛୁଟୁଛି ଶୁଭେଚ୍ଛାର ସୁଅ; ଟ୍ୱିଟ୍ କରି ଏମିତି କହିଲେ ମୋଦୀ ଓ ନବୀନ

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ପି ଭି ସିନ୍ଧୁଙ୍କ ବ୍ରୋଞ୍ଜ ବିଜୟ ପରେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଥମ ଭାରତୀୟ ସଟଲର ଭାବରେ ଦୁଇ ଦୁଇ ଥର ଅଲିମ୍ପିକ୍ ପଦକ ହାସଲ କରିଥିବା ସିନ୍ଧୁଙ୍କୁ ସୋସିଆଲ…

ସେନସେସନାଲ ସିନ୍ଧୁ: ଭାରତ ପାଇଁ ହାସଲ କଲେ ଦ୍ୱିତୀୟ ପଦକ

ନୂଆଦିଲ୍ଲୀ: ଟୋକିଓରେ ଭାରତ ଏହାର ଦ୍ୱିତୀୟ ପଦକ ହାସଲ କରିଛି । ଟୋକିଓରେ ଭାରତୀୟ ତ୍ରିରଙ୍ଗାକୁ ଲହରେଇବାର ସୁଯୋଗ ଦେଇଛନ୍ତି ପିଭି ସିନ୍ଧୁ । ସଟଲ କୁଇନ୍ ପି ଭି ସିନ୍ଧୁ ରବିବାର ବ୍ରୋଞ୍ଜ ପଦକ ମୁକାବିଲାରେ ସିଧାସଳଖ…

ବକ୍ସିଂରେ ଭାରତକୁ ଝଟକା: ପରାଜୟ ସହ ପଦକରୁ ବଞ୍ଚିତ ହେଲେ ସତୀଶ କୁମାର

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିର ଦଶମ ଦିବସରେ ଭାରତକୁ ବକ୍ସିଂରେ ଝଟକା ଲାଗିଛି । ଭାରତୀୟ ବକ୍ସର ସତୀଶ କୁମାର କ୍ୱାର୍ଟର ଫାଇନାଲରେ ପରାଜିତ ହୋଇ ପଦକ ଦୌଡ଼ରୁ ଆଉଟ୍ ହୋଇଯାଇଛନ୍ତି । ସତୀଶ ୯୧ କେଜି ବର୍ଗରେ…

୪୧ ବର୍ଷ ପରେ ସେମି ଫାଇନାଲ ଆଶାରେ ଭାରତ

ନୂଆଦିଲ୍ଳୀ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଆଥଲେଟ ମାନେ ଅଦ୍ୟାବଧି ଦୁଇଟି ପଦକ ନିଶ୍ଚିତ କରିଥିବା ବେଳେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳ । ମହିଳା ହକି ଦଳ…

ଅଲିମ୍ପିକ ହକି କ୍ୱାର୍ଟରରେ ଭାରତୀୟ ମହିଳା; ଇତିହାସ ରଚିଲେ ବନ୍ଦନା

ନୂଆଦିଲ୍ଲୀ: ଅଲିମ୍ପିକ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାରେ ସମର୍ଥ ହୋଇଛି ରାଣୀ ରାମପାଲଙ୍କ ଭାରତୀୟ ଦଳ । ରାଣୀଙ୍କ ନେତୃତ୍ୱରେ ଭାରତୀୟ ଦଳ ଶନିବାର ଅନ୍ତିମ ଗ୍ରୁପ ମୁକାବିଲାରେ ସାଉଥ ଆଫ୍ରିକାକୁ ପରାସ୍ତ କରି…

ନିରାଶ କଲେ ବକ୍ସର; କ୍ୱାର୍ଟରରେ ଝୁଣ୍ଟିଲେ ପୂଜା ଓ ପ୍ରଥମ ରାଉଣ୍ଡ ହାରିଲେ ଅମିତ

ନୂଆଦିଲ୍ଲୀ: ଟୋକିଓ ୨୦୨୦ରେ ଶନିବାର ଭାରତୀୟ ବକ୍ସର ନିରାଶ କରିଛନ୍ତି । କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବା ପୂଜାରାଣୀ(୭୫ କିଗ୍ରା) ପରାସ୍ତ ହୋଇ ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିବା ବେଳେ ଭାରତର ଶ୍ରେଷ୍ଠ ପଦକ ଆଶା…