fbpx
Browsing Category

ଅଲିମ୍ପିକ୍

ପଦକ ବିଜେତାଙ୍କୁ ସମ୍ମାନିତ କଲା କ୍ରୀଡା ମନ୍ତ୍ରଣାଳୟ ; ଭାବୁକ ହେଲେ ରିଜିଜୁ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ଶେଷ ହୋଇଥିବା ବେଳେ ଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଭାରତୀୟ ଆଥଲେଟ । ବିଶ୍ୱ ବକ୍ଷରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଫେରିଥିବା ଖେଳାଳି ମାନଙ୍କୁ କ୍ରୀଡା ମନ୍ତ୍ରଣାଳୟ…

ନୀରଜଙ୍କ ଅଲିମ୍ପିକ୍ସ ପ୍ରସ୍ତୁତରେ ଖର୍ଚ୍ଚ ହୋଇଥିଲା ଏତିକି ଟଙ୍କା.. ‘TOPS’ରେ ଥିଲେ ସାମିଲ

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ଭାରତର ଆଥଲେଟିକ୍ସ ପଦକ ମରୁଡି ଶେଷ କରିଥିବା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରାଙ୍କ ଅଲିମ୍ପିକ୍ସ ପ୍ରସ୍ତୁତିର ଖର୍ଚ୍ଚ ଚର୍ଚ୍ଚାରେ ରହିଛି । ଟୋକିଓରେ ସ୍ୱର୍ଣ୍ଣ ହାସଲ କରିଥିବା ନୀରଜ ଭାରତ…

ଭାରତ ଫେରିଲା ଅଲିମ୍ପିକ୍ସ ଦଳ;ବିମାନବନ୍ଦରରେ ଭବ୍ୟ ସମ୍ବର୍ଦ୍ଧନା ।

ନୂଆଦିଲ୍ଲୀ: ଭାରତ ଫେରିଛନ୍ତି ଅଲିମ୍ପିକ୍ସ ଦଳ । ଟୋକିଓରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପରେ ଭାରତ ଫେରିଛନ୍ତି ସମସ୍ତ ଆଥଲେଟ । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଖେଳାଳି…

ହକିର ଗ୍ରେଟ ୱାଲ ଶ୍ରୀଜେଶଙ୍କୁ ୧ କୋଟିର ଉପହାର;ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଳୀ: ଭାରତୀୟ ପୁରୁଷ ହକି ଦଳର ଐତିହାସିକ ବ୍ରୋଞ୍ଜ ପଦକ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଗୋଲକିପର ପି ଆର ଶ୍ରୀଜେସଙ୍କୁ ମିଳିଛି ୧ କୋଟି ଟଙ୍କାର ଉପହାର । ଦୁବାଇର ବ୍ୟବସାୟୀ ଶମଶେର ଭାୟାଲିଲଙ୍କ…

ସାଲମନ୍ ଫିସ, ଚିକେନ୍ ଓ ବ୍ରେଡ୍ ଆମଲେଟରେ ଲୁଚି ରହିଛି ନୀରଜଙ୍କ ସଫଳତାର ରାଜ୍, ଜାଣନ୍ତୁ କିପରି ଥିଲା ଅଲିମ୍ପିକ୍ ପ୍ରସ୍ତୁତି

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକରେ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଥିବା ନୀରଜ ଚୋପ୍ରା ଏବେ ସମସ୍ତଙ୍କ ପାଇଁ ଆଦର୍ଶ ପାଲଟି ଯାଇଛି । ସୋସିଆଲ୍ ମିଡିଆରେ ଏବେ ନୀରଜ ନ୍ୟାସନାଲ କ୍ରସ୍…

ନୀରଜଙ୍କ ବାପାଙ୍କୁ ମୁଣ୍ଡିଆ ମାରିଲେ ଗୃହମନ୍ତ୍ରୀ

ନୂଆଦିଲ୍ଳୀ: ଟୋକିଓ-୨୦୨୦ରେ ଭାରତ ପାଇଁ ଏକମାତ୍ର ସ୍ୱର୍ଣ୍ଣ ସହିତ ଆଥଲେଟିକ୍ସରେ ସ୍ୱର୍ଣ୍ଣିମ ଇତିହାସ ରଚିଥିବା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରାଙ୍କ ମାତାପିତାଙ୍କୁ ହରିୟାଣା ସରକାରଙ୍କ ପକ୍ଷରୁ ସମ୍ମାନିତ କରାଯାଇଛି ।…

୧୩ ଦିନ ପରେ ନୀରଜ ଚୋପ୍ରା କଲେ ପ୍ରଥମ ଟୁଇଟ୍, ଏପରି ଜାହିର୍ କଲେ ପଦକ ହାସଲ କରିବାର ଖୁସି

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିବା ଭାରତୀୟ ଜାଭଲିନ୍ ଥ୍ରୋ ଖିଲାଡି ନୀରଜ ଚୋପ୍ରା ୧୩ ଦିନ ପରେ ପ୍ରଥମ ଟୁଇଟ୍ କରିଛନ୍ତି। ଏହି ଟୁଇଟରେ ନୀରଜ ସମସ୍ତଙ୍କୁ ଧନ୍ୟବାଦ…

ଉଦଯାପିତ ହେଲା ଟୋକିଓ-୨୦୨୦; ତିରଙ୍ଗା ଧରିଲେ ବଜରଙ୍ଗ ପୁନିଆ

ନୂଆଦିଲ୍ଲୀ: ଦୀର୍ଘ ୧୬ ଦିନ ଧରି ଆୟୋଜିତ ହେବା ପରେ ସମାପିତ ହୋଇଛି ଟୋକିଓ ୨୦୨୦ । କରୋନା କାରଣରୁ ଏକ ବର୍ଷ ବିଳମ୍ବରେ ହୋଇଥିବା ଏହି ଅଲିମ୍ପିକ୍ସରେ ସମଗ୍ର ବିଶ୍ୱର ୧୧ ହଜାର କ୍ରୀଡାବିତ ଅଂଶଗ୍ରହଣ କରିଥିଲେ । ଏହି…

TOKYOରେ ଭାଙ୍ଗିଲା LONDON ରେକର୍ଡ; ୭ ପଦକ ସହିତ ଭାରତର ଅଲିମ୍ପିକ୍ସ ଅଭିଯାନ

ନୂଆଦିଲ୍ଳୀ: ସମାପ୍ତ ହୋଇଛି ଟୋକିଓ-୨୦୨୦ରେ ଭାରତର ଅଭିଯାନ । ଭାରତୀୟ ଅଲିମ୍ପିକ୍ସ ଇତିହାସରେ ଗୋଟିଏ ସଂସ୍କରଣରେ ସର୍ବାଧିକ ପଦକ ହାସଲର ଗୌରବ ହାସଲ କରିଛି ଭାରତ । ଏହା ସହିତ ଲଣ୍ଡନ ଅଲିମ୍ପିକ୍ସରେ ରହିଥିବା ୬ ପଦକର…

୨୪ ଘଣ୍ଟାରେ ୨୦ ଲକ୍ଷ ଫଲୋଅର୍ସ: ଅଲମ୍ପିକ୍ ହିରୋ ନୀରଜ ଏବେ ସୋସିଆଲ ମିଡିଆର ହଟ୍ ଟ୍ରେଣ୍ଡିଂ

ନୂଆଦିଲ୍ଲୀ: ୧୦୦ ବର୍ଷର ଇତିହାସରେ ଯାହା ଘଟିଥିଲା, ତାହା କରି ଦେଖାଇଛନ୍ତି ନୀରଜ ଚୋପ୍ରା । ଭାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣପଦକ ବିଜୟ ସହ ନୀରଜ ଭାରତର ନାମକୁ ସବୁଦିନ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିପାରିଛନ୍ତି…