fbpx
Browsing Category

ଅଲିମ୍ପିକ୍

ମହିଳାଙ୍କ ଦମରେ ଚୀନକୁ ପଛରେ ପକାଇଲା ଆମେରିକା, ୩୯ ସ୍ଵର୍ଣ୍ଣ ସହ ଶୀର୍ଷରେ, ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍ସର ପଦକ ତାଲିକାରେ ଶେଷରେ ଆମେରିକା ଚୀନକୁ ପଛରେ ପକାଇ ଦେଇଛି। ଆମେରିକା ୩୯ ସ୍ଵର୍ଣ୍ଣ ଓ ୧୧୩ ପଦକ ସହିତ ଶୀର୍ଷ ସ୍ଥାନ ଅକ୍ତିକାର କରିଛି। ୩୮ ସ୍ଵର୍ଣ୍ଣ ସହ ଚୀନ ଦ୍ଵିତୀୟ ଏବଂ…

ନିଜ ବ୍ୟାଗରେ ସର୍ବଦା ଦେଶର ମାଟି ରଖନ୍ତି ମୀରାବାଇ ଚାନୁ, ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ଅଜଣା କଥା

ନୂଆଦିଲ୍ଲୀ: ଭାରତୀୟ ଭାରୋତ୍ତୋଳନ ଷ୍ଟାର୍ ମୀରାବାଇ ଚାନୁ ଆଜି ନିଜର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି । ୧୯୯୪ ଅଗଷ୍ଟ ୮ ତାରିଖରେ ଇମ୍ଫାଲ୍ ରେ ଜନ୍ମଗ୍ରହଣ କରିଥିବା ମୀରାବାଇ ଚାନୁଙ୍କ ଚଳିତ ବର୍ଷ ଜନ୍ମଦିନ ଖାସ୍ ଏବଂ…

ନୀରଜଙ୍କ ସହିତ କଥାହେଲେ ମୋଦୀ; ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଟୋକିଓରେ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରାଙ୍କ ସହିତ ଫୋନରେ କଥା ହୋଇଛନ୍ତି । ନୀରଜଙ୍କୁ ଅଭିବାଦନ ପାଇଁ ପ୍ରଧାନମନ୍ତ୍ରୀଙ୍କ…

ଜାତୀୟ ପତାକାକୁ ନୀରଜଙ୍କ ସମ୍ମାନ; ପଦକ ସହ ହୃଦୟ ମଧ୍ୟ ଜିତିଲେ

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ଇତିହାସର ସୁନା ପୁଅ ନୀରଜ ଚୋପ୍ରାଙ୍କ ନାମ ସମଗ୍ର ଦେଶରେ ଗୁଞ୍ଜରିତ । ସ୍ୱର୍ଣ୍ଣ ପଦକ ବିୁଜୟ ସହିତ ତ୍ରିରଙ୍ଗା ପ୍ରତି ନୀରଜଙ୍କ ସମ୍ମାନ ତାଙ୍କୁ ସମସ୍ତଙ୍କ ହୃଦୟରେ ସ୍ଥାନ ଦେଇଛି ।…

ପଦକ ବିଜେତାଙ୍କ ପାଇଁ BCCIର ପୁରସ୍କାର; ନୀରଜଙ୍କୁ ମିଳିବ ୧ କୋଟି

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ପଦକ ବିଜେତାଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡୁ (ବିସିସିଆଇ) । ଚଳିତ ଅଲିମ୍ପିକ୍ସରେ ଭାରତ ରେକର୍ଡ ସଂଖ୍ୟକ ୭ଟି ପଦକ ହାସଲ କରିଛି ।…

ଭାରତର ଅଲିମ୍ପିକ୍ସ ସ୍ୱର୍ଣ୍ଣ ସହିତ ଓଡ଼ିଶାର ସମ୍ପର୍କ; ଜାଣନ୍ତୁ ପୂରା ଖବର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଲିମ୍ପିକ୍ସରେ ଭାରତୀୟ ତ୍ରୀରଙ୍ଗା ଲହରାଇଥିବା ତଥା ୧୨୧ ବର୍ଷର ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ଆଥଲେଟିକ୍ସ ସ୍ୱର୍ଣ୍ଣ ଜିତିଥିବା ନୀରଜ ଚୋପ୍ରାଙ୍କ ଓଡ଼ିଶା ଲିଙ୍କ ସାମ୍ନାକୁ ଆସିଛି ।…

ଟୋକିଓରେ ଇତିହାସ ପରେ ନୀରଜଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଟୋକିଓରେ ଇତିହାସ ରଚିବା ସହିତ ଭାରତର ୧୨୧ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଥିବା ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ଜିତିଥିବା ନୀରଜ…

ଇତିହାସ ରଚିଲେ ନୀରଜ: ଭାରତକୁ ଦେଲେ ପ୍ରଥମ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଟୋକିଓରେ ଇତିହାସ ରଚିଛନ୍ତି ଭାରତୀୟ ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା । ନିଜର ଦ୍ୱିତୀୟ ପ୍ରୟାସରେ ନୀରଜ ୮୭.୫୮ ମିଟର ଦୂରକୁ ଜାଭେଲିନ୍ ଫୋପାଡିବା ସହିତ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଚଳିତ…

ବଜରଙ୍ଗଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ; ଲେଖିଲେ ଏମିତି

ନୂଆଦିଲ୍ଲୀ: ପଦାର୍ପଣରେ ଅଲିମ୍ପିକ୍ସ ପଦକ ହାସଲ କରିବାର ସଫଳତା ହାସଲ କରିଥିବା ବଜରଙ୍ଗ ପୁନିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୬୫ କିଗ୍ରା ବର୍ଗରେ ବ୍ରୋଞ୍ଜ ପଦକ ମୁକାବିଲାରେ…

ଅଲିମ୍ପିକ୍ସରେ ରଚିଥିଲେ ଇତିହାସ: ପରାଜୟ ପରେ ଜାତିଆଣ ଆକ୍ଷେପ;ନିନ୍ଦା କଲେ ଅଧିନାୟିକା

ନୂଆଦିଲ୍ଳୀ: ପ୍ରଥମ ମହିଳା ଖେଳାଳି ଭାବରେ ଅଲିମ୍ପିକ୍ସରେ ହ୍ୟାଟ୍ରିକ୍ ଅର୍ଜନ କରିଥିବା ଭାରତୀୟ ମହିଳା ଷ୍ଟ୍ରାଇକର ବନ୍ଦନା କଟାରିଆଙ୍କ ପରିବାରକୁ ଜାତିଆଣ ଆକ୍ଷେପକୁ ସମାଲୋଚନା କରିଛନ୍ତି ଅଧିନାୟିକା ରାଣୀ ରାମପାଲ ।…