fbpx
Browsing Category

ରାଜନୀତି

ଶରଦ ପାୱାର ନେଲେ ବଡ଼ ନିଷ୍ପତି: ସୁପ୍ରିୟା ସୁଲେ ଏବଂ ପ୍ରଫୁଲ୍ଲ ପଟେଲ ହେଲେ ଏନସିପିର କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୁର୍ବରୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟୀ ସଂଗଠନରେ ବଡ଼ ପରିବର୍ତ୍ତନ କରିଛି। ସୁପ୍ରିୟା ସୁଲେ ଏବଂ ପ୍ରଫୁଲ ପଟେଲଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇଛି। ଏନ୍‌ସିପିର ମୁଖିଆ ଶରଦ…

ବ୍ରିଟେନ୍ ସାଂସଦ ପଦରୁ ଇସ୍ତଫା ଦେଲେ ବୋରିସ୍ ଜନସନ୍, ପାର୍ଟିଗେଟ୍ ଦୁର୍ନୀତିର ଯାଞ୍ଚ ରିପୋର୍ଟ ଆସିବା ପରେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ବ୍ରିଟେନରୁ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ବ୍ରିଟେନର ସାଂସଦ ପଦରୁ ତକ୍ରାଳ ପ୍ରଭାବରେ ଇସ୍ତଫା ଦେଇଛନ୍ତି । ଏହି ପଦରୁ ଇସ୍ତଫା ଦେବା ପରେ ଜନସନ କହିଛନ୍ତି…

କଂଗ୍ରେସ ନେତାଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ଦୁଃଖଦ ଖବର । ଜଣେ ରାଜନେତାଙ୍କୁ ଗୁଳି କରି କିଛି ଦୁର୍ବୃତ୍ତ ହତ୍ୟା କରିଛନ୍ତି । କିଛି ଅଜଣା ବ୍ୟକ୍ତି ଅଚାନକ ଆସି ଗୁଳିମାଡ଼ କରି ଚାଲିଯାଇଥିଲେ । ନିଜର ବନ୍ଧୁଙ୍କ ସହିତ…

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନବକଳେବର: ୧୦ ଜିଲ୍ଲା ସଭାପତି ବଦଳିଲେ, ୧୯ ଜଣ ସଦସ୍ୟଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ପାଖେଇ ଆସୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସେମାନଙ୍କର ସଂଗଠନର ନବକଳେବର…

୨ ବର୍ଷରେ ୭୧ ଲକ୍ଷ ଟଙ୍କାର ଚା’ ପିଇଛନ୍ତି ଅଧିକାରୀ, RTIରେ ହେଲା ଖୁଲାସା

ନୂଆଦିଲ୍ଲୀ: ଯଦି ସାଧାରଣ ଲୋକଙ୍କର ପ୍ରଥମ ପସନ୍ଦ କିଛି ଥାଏ ତେବେ ହେଉଛି ଚା। କିନ୍ତୁ ଏହି ଚା ନାମରେ ଗ୍ରେଟର ନୋଏଡା ପ୍ରାଧିକରଣର ଅଧିକାରୀଙ୍କ କାର୍ଯ୍ୟକଳାପ ସାମ୍ନାକୁ ଆସିଛି। କୁହାଯାଉଛି ଯେ, ୨ ବର୍ଷ ମଧ୍ୟରେ…

Video: ‘ଆପଣଙ୍କ ଭଲପାଇବା କ’ଣ ଶିଖଙ୍କ ହତ୍ୟା ସହ ସାମିଲ ଅଛି’? ସ୍ମୃତି ଇରାନୀ ରାହୁଲ ଗାନ୍ଧୀଙ୍କୁ କଲେ ପ୍ରଶ୍ନ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ “ମୋହବତ୍ ଦୁକାନ” ର ବିବୃତ୍ତିରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ସମାଲୋଚନା କରିଛନ୍ତି। ସ୍ମୃତି ଇରାନୀ କହିଛନ୍ତି ଯେ, ଯେତେବେଳେ ଆପଣ 'ପ୍ରେମ' ବିଷୟରେ କଥାବାର୍ତ୍ତା କରୁଛନ୍ତି,…

ଆଉ ଦୁଇ ଦିନର ଅପେକ୍ଷା! ନୂଆ ଦଳ ଗଠନ କରିବେ ପାଇଲଟ୍

ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସର ବରିଷ୍ଠ ନେତା ସଚିନ ପାଇଲଟ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ଦେଖାଦେଇଥିବା ଶୀତଳଯୁଦ୍ଧ ବିଷୟରେ କାହାକୁ ଅଛପା ନାହିଁ । ଗେହଲଟଙ୍କ ସହିତ ମିଶି ପାଇଲଟ ଏକାଠି ଲଢ଼ିବେ ବୋଲି…

ରାମ ମନ୍ଦିର ଉପରେ ବିବାଦୀୟ ବୟାନ ଦେଲେ କଂଗ୍ରେସ ନେତା ସାମ୍ ପିଟ୍ରୋଡା: କହିଲେ-‘ମନ୍ଦିରଗୁଡିକ ଚାକିରି ସୃଷ୍ଟି କରିବେ ନାହିଁ’

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପରାମର୍ଶଦାତା ସାମ ପିଟ୍ରୋଡା ରାମ ଏବଂ ହନୁମାନଙ୍କୁ ନେଇ ଦେଇଛନ୍ତି ବିବାଦୀୟ ବୟାନ। ଆମେରିକାରେ ଏକ ଇଭେଣ୍ଟ ସମୟରେ ପିଟ୍ରୋଡା କହିଛନ୍ତି ଯେ ରାମ ମନ୍ଦିର ଏବଂ ହନୁମାନ…

ବିଜେପି ବରିଷ୍ଠ ନେତାଙ୍କ ୧୦ ଘଣ୍ଟିଆ ବୈଠକ: ବଦଳିପାରନ୍ତି ଅନେକ ରାଜ୍ୟ ସଭାପତି ଏବଂ ନିର୍ବାଚନ ରଣନୀତି ଉପରେ ଆଲୋଚନା!

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷରେ ରାଜସ୍ଥାନ, ଛତିଶଗଡ ଏବଂ ମଧ୍ୟପ୍ରଦେଶ ସମେତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଯାହା ପରେ ଖୁବ୍ ଶୀଘ୍ର ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ଏହି…

ଗାନ୍ଧୀ, ନେହରୁ, ସୁଭାଷ, ଆମ୍ବେଦକର, ପଟେଲଙ୍କ ପରି ବିଶିଷ୍ଟ ନେତାମାନେ NRI ଥିଲେ: ରାହୁଲଙ୍କ ବିସ୍ଫୋରକ ବୟାନ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଆମେରିକା ଗସ୍ତରେ ଯାଇଥିବା ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି କ୍ରମାଗତ ଭାବେ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି ଚାଲିଛନ୍ତି । ନିକଟରେ ବିଜେପି…