Browsing Category
ରାଜନୀତି
ରାହୁଲ ଗାନ୍ଧୀଙ୍କ ସଜା ପରେ କେଜ୍ରିୱାଲ ଥରହର ; କଂଗ୍ରେସ ନେତାଙ୍କୁ କାହିଁକି ବାଞ୍ଚାଇବାକୁ ଚାହାଁନ୍ତି ଆପ୍ ମୁଖ୍ୟ ?
ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମୋଦୀଙ୍କୁ ଅପମାନ ଏବଂ ବିବାଦୀୟ ମନ୍ତବ୍ୟ ପାଇଁ ସୁରଟ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ…
ଲୋକସଭାର ସଦସ୍ୟତା ହରାଇବେ ରାହୁଲ, ୮ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ି ପାରିବେନି? କ’ଣ ରହିଛି ବିକଳ୍ପ, କ’ଣ କହୁଛି ଭାରତର ଆଇନ ବ୍ୟବସ୍ଥା
ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପାଇଁ ଆଜି ଦିନଟି ବୋଧହୁଏ ଥିଲା ଏକ ଅଶୁଭ ଦିନ । ୪ ବର୍ଷର ଏକ ପୁରୁଣା ମାମଲାରେ ସୂରତ…
ରାହୁଲ ଗାନ୍ଧୀଙ୍କୁ ହେଲା ଦୁଇବର୍ଷ ଜେଲ ଦଣ୍ଡାଦେଶ, ସୁରଟ କୋର୍ଟ କଲେ ଶୁଣାଣି
ଅହମ୍ମଦାବାଦ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମୋଦୀ ଉପନାମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ମାମଲାରେ ସୁରଟ କୋର୍ଟ ଏହାର ରାୟ ଦେଇଛନ୍ତି। କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ…
BJPର ବଡ଼ ନିଷ୍ପତ୍ତି: ୪ଟି ରାଜ୍ୟର ସଭାପତି ବଦଳିଲେ, ନୂଆ ନେତାଙ୍କ ନାମ ଘୋଷଣା
ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପାଇଁ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ଏବେ ସଜାଗ ହୋଇଉଠିଛନ୍ତି । ଚଳିତ ବର୍ଷ ୬ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି । ନିକଟରେ ୩ଟି ରାଜ୍ୟରେ ବିଧାନସଭା ନିର୍ବାଚନ ସରିଛି ।…
ମନମୋହନ ସାମଲ ରାଜ୍ୟ BJPର ନୂଆ ସଭାପତି: ଓଡ଼ିଶା ପାଇଁ ଭାଜପାର ବଡ଼ ଘୋଷଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ ପ୍ରତ୍ୟେକ ରାଜନୈତିକ ଦଳଗୁଡ଼ିକ ନିଜ ନିଜର ସଂଗଠନକୁ ସଜାଡ଼ିବା ଆରମ୍ଭ କରିଥିବା ବେଳେ ବିଜେପି ମଧ୍ୟ ଏ…
‘ମୋଦୀ ସରନେମ୍’ ବିବାଦୀୟ ମନ୍ତବ୍ୟ ପାଇଁ ଦୋଷୀ ସାବ୍ୟସ୍ତ ହେଲେ ରାହୁଲ ଗାନ୍ଧୀ, ସୁରତ ଅଦାଲତର ରାୟ
ଗୁଜରାଟ: ମୋଦୀ ସରନେମ୍ କୁ ନେଇ କରାଯାଇଥିବା ବିବାଦୀୟ ଟିପ୍ପଣୀ ମାମଲାରେ ଗୁଜରାଟ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଖୁବ ଶୀଘ୍ର ଜିଲ୍ଲା କୋର୍ଟ ଏହି ଦଣ୍ଡ ଘୋଷଣା କରିବେ ।…
ଆଜି ନବୀନ-ମମତା ଭେଟ: ସମସ୍ତଙ୍କ ନଜର ଓଡ଼ିଶା ଉପରେ, BJD ସୁପ୍ରିମୋଙ୍କ ନିଷ୍ପତ୍ତି ବଦଳାଇପାରେ ରାଜନୀତିର ମୋଡ଼
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଥିବା ବେଳେ ଏହି ଅବସରରେ କେନ୍ଦ୍ରୀୟ ଦଳ ଆଞ୍ଚଳିକ ଦଳଗୁଡ଼ିକୁ ବେଶି ଗୁରୁତ୍ୱ ପ୍ରଦାନ…
ରାଜ୍ୟ BJPର ୩ ନେତା ସସପେଣ୍ଡ: ଦଳ ବିରୋଧୀ ଆଚରଣ ମହଙ୍ଗା ପଡ଼ିଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ରାଜ୍ୟ ବିଧାନସଭା ନିର୍ବାଚନ ଆସୁଛି । ଏହାକୁ ନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ସଂଗଠନକୁ ସଜାଡ଼ିବାରେ ଲାଗିପଡ଼ିଛନ୍ତି । ଶାସକ…
ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଲାଗିଛି ବିବାଦୀୟ ପୋଷ୍ଟର , ୧୦୦ ଲୋକ ନାଁରେ FIR, ୬ ଗିରଫ
ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିବାଦୀୟ ପୋଷ୍ଟର ଲାଗିଛି । ଯାହାକୁ ନେଇ ଏବେ ବିବାଦ ଉପୁଜିଛି। ଦିଲ୍ଲୀ ପୋଲିସ ଅନେକ ପୋଷ୍ଟର ଜବତ କରିବା ସହ କାର୍ୟ୍ୟାନୁଷ୍ଠାନ ଆରମ୍ଭ…
‘No One Can Defeat BJP’: ବିରୋଧୀ ମାନଙ୍କୁ ସ୍ପଷ୍ଟ ଭାବରେ ବୁଝାଇ ଦେଲେ ପ୍ରଶାନ୍ତ,କାହିଁକି କହିଲେ ଜାଣନ୍ତୁ
ନୂଆଦିଲ୍ଲୀ: ପୁଣି ଆଗାମୀ ରାଜନୈତିକ ପାଣି ପାଗର ପୂର୍ବସୂଚନା ଜାରି କରିଛନ୍ତିଳ ରାଜନୈତିକ ସମୀକ୍ଷକ ପ୍ରଶାନ୍ତ କିଶୋର । ଆଉ ଚଳିତ ଥର ଯେଉଁ ସୂଚନା ସେ ଦେଇଛନ୍ତି ତାହା ବିରୋଧୀ ଦଳ ମାନଙ୍କ ପାଇଁ ୱାର୍ଣ୍ଣିଂ ।…