fbpx
Browsing Category

ରାଜନୀତି

BJPର ବଡ଼ ନିଷ୍ପତ୍ତି: ୪ଟି ରାଜ୍ୟର ସଭାପତି ବଦଳିଲେ, ନୂଆ ନେତାଙ୍କ ନାମ ଘୋଷଣା

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପାଇଁ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ଏବେ ସଜାଗ ହୋଇଉଠିଛନ୍ତି । ଚଳିତ ବର୍ଷ ୬ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି । ନିକଟରେ ୩ଟି ରାଜ୍ୟରେ ବିଧାନସଭା ନିର୍ବାଚନ ସରିଛି ।…

ମନମୋହନ ସାମଲ ରାଜ୍ୟ BJPର ନୂଆ ସଭାପତି: ଓଡ଼ିଶା ପାଇଁ ଭାଜପାର ବଡ଼ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ ପ୍ରତ୍ୟେକ ରାଜନୈତିକ ଦଳଗୁଡ଼ିକ ନିଜ ନିଜର ସଂଗଠନକୁ ସଜାଡ଼ିବା ଆରମ୍ଭ କରିଥିବା ବେଳେ ବିଜେପି ମଧ୍ୟ ଏ…

‘ମୋଦୀ ସରନେମ୍’ ବିବାଦୀୟ ମନ୍ତବ୍ୟ ପାଇଁ ଦୋଷୀ ସାବ୍ୟସ୍ତ ହେଲେ ରାହୁଲ ଗାନ୍ଧୀ, ସୁରତ ଅଦାଲତର ରାୟ

ଗୁଜରାଟ: ମୋଦୀ ସରନେମ୍ କୁ ନେଇ କରାଯାଇଥିବା ବିବାଦୀୟ ଟିପ୍ପଣୀ ମାମଲାରେ ଗୁଜରାଟ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଖୁବ ଶୀଘ୍ର ଜିଲ୍ଲା କୋର୍ଟ ଏହି ଦଣ୍ଡ ଘୋଷଣା କରିବେ ।…

ଆଜି ନବୀନ-ମମତା ଭେଟ: ସମସ୍ତଙ୍କ ନଜର ଓଡ଼ିଶା ଉପରେ, BJD ସୁପ୍ରିମୋଙ୍କ ନିଷ୍ପତ୍ତି ବଦଳାଇପାରେ ରାଜନୀତିର ମୋଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଥିବା ବେଳେ ଏହି ଅବସରରେ କେନ୍ଦ୍ରୀୟ ଦଳ ଆଞ୍ଚଳିକ ଦଳଗୁଡ଼ିକୁ ବେଶି ଗୁରୁତ୍ୱ ପ୍ରଦାନ…

ରାଜ୍ୟ BJPର ୩ ନେତା ସସପେଣ୍ଡ: ଦଳ ବିରୋଧୀ ଆଚରଣ ମହଙ୍ଗା ପଡ଼ିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ରାଜ୍ୟ ବିଧାନସଭା ନିର୍ବାଚନ ଆସୁଛି । ଏହାକୁ ନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ସଂଗଠନକୁ ସଜାଡ଼ିବାରେ ଲାଗିପଡ଼ିଛନ୍ତି । ଶାସକ…

ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଲାଗିଛି ବିବାଦୀୟ ପୋଷ୍ଟର , ୧୦୦ ଲୋକ ନାଁରେ FIR, ୬ ଗିରଫ

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିବାଦୀୟ ପୋଷ୍ଟର ଲାଗିଛି । ଯାହାକୁ ନେଇ ଏବେ ବିବାଦ ଉପୁଜିଛି। ଦିଲ୍ଲୀ ପୋଲିସ ଅନେକ ପୋଷ୍ଟର ଜବତ କରିବା ସହ କାର‌୍ୟ୍ୟାନୁଷ୍ଠାନ ଆରମ୍ଭ…

‘No One Can Defeat BJP’: ବିରୋଧୀ ମାନଙ୍କୁ ସ୍ପଷ୍ଟ ଭାବରେ ବୁଝାଇ ଦେଲେ ପ୍ରଶାନ୍ତ,କାହିଁକି କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ପୁଣି ଆଗାମୀ ରାଜନୈତିକ ପାଣି ପାଗର ପୂର୍ବସୂଚନା ଜାରି କରିଛନ୍ତିଳ ରାଜନୈତିକ ସମୀକ୍ଷକ ପ୍ରଶାନ୍ତ କିଶୋର । ଆଉ ଚଳିତ ଥର ଯେଉଁ ସୂଚନା ସେ ଦେଇଛନ୍ତି ତାହା ବିରୋଧୀ ଦଳ ମାନଙ୍କ ପାଇଁ ୱାର୍ଣ୍ଣିଂ ।…

କହ୍ନେୟା କୁମାରଙ୍କୁ ମିଳିବ ବଡ଼ ଦାୟିତ୍ୱ: ଡାଇରେକ୍ଟ ପ୍ରମୋସନକୁ ନେଇ କଂଗ୍ରେସ ନେତାଙ୍କ ମଧ୍ୟରେ ଛନକା!

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପାଇଁ ସାରା ଦେଶର ରାଜନୈତିକ ମାହୋଲ ଏବେ ଚଳଚଞ୍ଚଳ ହୋଇ ଉଠିଛି । ବିଭିନ୍ନ ରାଜ୍ୟରେ ନିଜ ନିଜର ସଂଗଠନକୁ ସଜାଡ଼ିବା ଆରମ୍ଭ କରିବା ସହ ନୂଆ ପ୍ଲାନ ପ୍ରସ୍ତୁତିରେ ସବୁ ଦଳମାନେ ଲାଗିପଡ଼ିଛନ୍ତି…

ନୀତୀଶ ଠାରୁ ମମତା ପର୍ଯ୍ୟନ୍ତ, ମୋଦୀଙ୍କ ବିରୋଧରେ ଜି୮ ପ୍ଲାନ୍ ; ପ୍ରଥମ ଷ୍ଟେପରେ ବଡ ଝଟକା ଖାଇଲେ କେଜ୍ରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଏଏପି) ର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ତୃତୀୟ ଫ୍ରଣ୍ଟ ଗଠନ କରିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି। ଅଣ-ବିଜେପି ଏବଂ…

ଗୋପାଳ ପାଗଳ ନ ଥିଲେ ! ୧୦ ବର୍ଷ ତଳୁ ହୋଇଥିଲା କି ନବ ଦାସଙ୍କ ହତ୍ୟା ଷଡଯନ୍ତ୍ର ?

ଭୁବନେଶ୍ୱର : ସ୍ୱର୍ଗତଃ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ନେଇ ଏବେ ବି ଦ୍ୱନ୍ଦ ଲାଗି ରହିଛି । ଅଭିଯୁକ୍ତ ଗୋପାଳ ପୋଲିସ କବଳରେ ଥିଲେ ମଧ୍ୟ ସେ ପ୍ରକୃତ ଅପରାଧୀ କି ନୁହେଁ ତାହା ବି ଏପର୍ଯ୍ୟନ୍ତ ସନ୍ଦେହ ଘେରରେ ରହିଛି…