fbpx
Browsing Category

ରାଜନୀତି

ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସୋମାଲିକା ଦାସ

କଟକ : ( ଓଡ଼ିଶା ଭାସ୍କର ) ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସୋମାଲିକା ଦାସ । ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ହାଇକୋର୍ଟଙ୍କ ଦ୍ୱାରସ୍ଥ । ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ମାମଲା ଦାୟର । ତଦନ୍ତରେ ଶିଥିଳତା…

ଦେଶର ସବୁ ମା’ ଓ ଝିଅ ଶକ୍ତିର ସ୍ୱରୂପ ଓ ମୁଁ ତାଙ୍କ ପୂଜାରୀ, ‘ଶକ୍ତି’ କୁ ନେଇ ରାହୁଲଙ୍କୁ ଏପରି ଟାର୍ଗେଟ କଲେ ମୋଦୀ

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ୨୦୨୪ ର ବିଗୁଲ ବାଜି ସାରିଛି । ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲେଙ୍ଗାନାର ଜଗତିୟାଲରେ ଏକ ସାର୍ବଜନିକ…

ଲୋକସଭା ନିର୍ବାଚନ ୨୦୨୪: ୪ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା BSP, ଜାଣନ୍ତୁ କାହାକୁ ମିଳିଲା ଟକେଟ୍

ପାଟନା: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି(BSP) ସୁପ୍ରିମୋ ମାୟାବତୀ ଉତ୍ତରପ୍ରଦେଶରେ ୪ଟି ଅସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବର୍ତ୍ତମାନ ଦଳ ମୋଟ୍ ୧୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା…

ତେଲେଙ୍ଗାନା ରାଜ୍ୟପାଳଙ୍କ ଇସ୍ତଫା, ଲଢିବେ କି ନିର୍ବାଚନ ?

ହାଇଦ୍ରାବାଦ: ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ଇସ୍ତଫା ଦେଇଛନ୍ତି । ତାଙ୍କ ପାଖରେ ପୁଡୁଚେରୀ ଉପରାଜ୍ୟପାଳ ଅତିରିକ୍ତ ଦାୟିତ୍ୱ ବି ରହିଛି । କୁହାଯାଉଛି କି ନିର୍ବାଚନୀ ରାଜନୀତିରେ ପୁଣି ପ୍ରବେଶ କରିବା…

ବିହାର ରାଜନୀତିରୁ ବଡ ଖବର:ଏଥର ନିର୍ବାଚନ ଲଢିବେ ଲାଲୁ ତନୟା

ପାଟନା:ବିହାର ରାଜନୈତିକ ମହଲରୁ ବଡ ଖବର ସାମ୍ନାକୁ ଆସିଛି । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ କନ୍ୟା ରୋହିଣୀ ଆଚାର୍ଯ୍ୟ ଆରଜେଡି ଟିକେଟରେ ନିର୍ବାଚନ ଲଢିବେ । ମିଳିଥିବା ସୂତ୍ରରୁ ଜଣାଯାଇଛି କି…

ଆଜି ବିଜେପିର ଦ୍ୱିତୀୟ ତାଲିକାକୁ ନେଇ ଦିଲ୍ଲୀରେ ମନ୍ଥନ, ଜାଣନ୍ତୁ କେଉଁ ସାଂସଦଙ୍କ କଟିପାରେ ଟିକେଟ୍

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ତାରିଖ ଘୋଷଣା ସରିଛି । ଏନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରସୋର ପ୍ରସ୍ତତି ଚାଲିଛି । ଏଥିମଧ୍ୟରେ ଉତ୍ତରପ୍ରଦେଶର ଅବଶିଷ୍ଟ ୨୪ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ…

ନେତାଙ୍କୁ ନବୀନ ନିବାସ ଡାକରା, ଆରମ୍ଭ ହେଲା ଟିକେଟ କସରତ ପ୍ରକ୍ରିୟା

ଓଡ଼ିଶା ଭାସ୍କର: ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଭୋଟ୍ ପାଇଁ ଗତ ଶନିବାର ଦିନ ତାରିଖ ଘୋଷଣା ହୋଇଛି। ରାଜ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବାକୁ ଥିବା…

ଦିଲ୍ଲୀ ଜଳ ବୋର୍ଡ ଅନିୟମିତତା ମାମଲା: ଇଡ଼ି ସମନକୁ ଏଡ଼ାଇଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଳୀ: ଦିଲ୍ଲୀ ଜଳ ବୋର୍ଡ (ଡିଜେବି) ରେ ହୋଇଥିବା ଅନିୟମିତତା ସହ ଜଡିତ ଅର୍ଥ ହେରଫେର ଯାଞ୍ଚ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।…

୬୩ ଦିନର Bharat Jodo Nyay Yatra ସମ୍ପନ୍ନ, ଯାତ୍ରାର ଶେଷ ଦିନରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ: ମୁମ୍ବାଇରେ ପୂର୍ବତନ କଂଗ୍ରେସ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ରବିବାର ଶେଷ ହୋଇଛି। ଯାତ୍ରାର ଶେଷ ଦିନରେ ଇଣ୍ଡିଆ ମେଣ୍ଟର ଏକତା ସାମ୍ନାକୁ ଆସିଥିଲା। ଏହି…

ବିଜେଡିରେ ଯୋଗଦେଲେ ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ

ଭୁବନେଶ୍ୱର: ବିଜେଡିରେ ଯୋଗଦେଲେ ମୋନିଦୀପା ସର୍ଖେଲ । ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ ଆଜି ହଜାର ହଜାର ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି। ବାପି ସର୍ଖେଲ ବର୍ତ୍ତମାନ ପାରାଦ୍ୱୀପ ଏରସମା…