fbpx
Browsing Category

ରାଜନୀତି

(Video) ‘ତାମିଲନାଡୁ କଦାପି ଭାରତ ମାତା ଏବଂ ଜୟ ଶ୍ରୀରାମଙ୍କୁ ସ୍ୱୀକାର କରିବ ନାହିଁ’: ଡିଏମକେ ନେତା ଏ ରାଜା

ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ଜନ୍ମଦିନ ପାଳନ କରୁଥିବା ଏକ ସାର୍ବଜନୀନ ସଭାରେ ତାମିଲନାଡୁର ସାଂସଦ ଏ ରାଜା ଏକ ବିବାଦୀୟ ବୟାନ ଦେଇଛନ୍ତି। ତେବେ ଏହାର କିଛି ଦିନ ପରେ ବିଜେପି ନେତାମାନେ ଏହାକୁ…

‘ରାଏବରେଲି ଡାକୁଛି…’ ନିର୍ବାଚନ ଲଢ଼ିବାକୁ ପ୍ରିୟକାଙ୍କୁ ଉତ୍ସାହିତ କଲେ ସମର୍ଥକ

ଲକ୍ଷ୍ନୌ: ଗତ ଦୁଇ ଦଶନ୍ଧି ଧରି ପୂର୍ବତନ କଂଗ୍ରସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଏବରେଲି ଆସନର ପ୍ରତିନିଧିତ୍ୱ କରି ଆସୁଥିଲେ । ବର୍ତ୍ତମାନ ସେ ରାଜ୍ୟସଭା ସଦସ୍ୟ ଅଛନ୍ତି । କଂଗ୍ରେସ ଏପର୍ଯ୍ୟନ୍ତ ରାଏବରେଲି ଆସନରୁ…

ବିଜେପିରେ ଯୋଗଦେଲେ ନାଲକୋର ପୂର୍ବତନ ସିଏମଡି ତପନ ଚାନ୍ଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନ ହେବାର ଅଛି । ନିର୍ବାଚନ ପାଇଁ ଆଉ ମାତ୍ର କିଛି ମାସ ବାକି ଥିବାବେଳେ ରାଜନୈତିକ ଦଳମାନେ ସେନେଇ ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି ।…

କର୍ମଚାରୀ-ପେନସନଭୋଗୀଙ୍କୁ ସରକାରଙ୍କ ହୋଲି ଉପହାର; ୫ % ବୃଦ୍ଧି ହେଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କର୍ମଚାରୀ ଓ ପେନସନଭୋଗୀଙ୍କୁ ହୋଲି ଉପହାର ଦେଇଛନ୍ତି ତ୍ରିପୁରା ସରକାର। ଡିଏ ବୃଦ୍ଧି କରିଛନ୍ତି ଘୋଷଣା । ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ ପ୍ରତିଶତ ବୃଦ୍ଧି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମାଣିକ…

ବିଜେପିରେ ଯୋଗ ଦେବା ପାଇଁ ଇସ୍ତଫା ଦେଲେ କୋଲକାତା ହାଇକୋର୍ଟ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟ

କୋଲକାତା: କଲିକତା ହାଇକୋର୍ଟରୁ ଇସ୍ତଫା ଦେଇଥିବା ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ବିଜେପିରେ ଯୋଗ ଦେବା ତାରିଖ ସମ୍ପର୍କରେ ଗଙ୍ଗୋପାଧ୍ୟାୟ କହିଛନ୍ତି ଯେ ସେ ସମ୍ଭବତଃ…

ଅରୁଣାଚଳ ପ୍ରଦେଶରେ କଂଗ୍ରେସକୁ ବଡ଼ ଝଟକା, ବିଜେପିରେ ସାମିଲ ହେଲେ ଏହି ଦୁଇ ନେତା

ଇଟାନଗର: ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳରେ ଉଷ୍ମତା ସେତିକି ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଦଳବଦଳ ପ୍ରକ୍ରିଆକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏଥିମଧ୍ୟରେ ଗୁରରାଟ ପରେ ଅରୁଣାଚଳ…

ବିଧାନସଭାରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେବା ମାମଲା; ୩ ଜଣଙ୍କୁ ଗିରଫ କରିଲା ବେଙ୍ଗାଲୁରୁ ପୋଲିସ

ବେଙ୍ଗାଲୁରୁ: କଂଗ୍ରେସ ନେତା ନାସିର ହୁସେନ ରାଜ୍ୟସଭାକୁ ନିର୍ବାଚିତ ହେବା ସମୟରେ 'ପାକିସ୍ତାନ ଜିନ୍ଦାବାଦ' ସ୍ଲୋଗାନ ଦେଇଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୋଲିସ । ଫରେନସିକ୍ ସାଇନ୍ସ…

ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ଜେପି ନଡ୍ଡା; ଇସ୍ତଫାପତ୍ର ଗ୍ରହଣ କଲେ ରାଜ୍ୟସଭା ଅଧ୍ୟକ୍ଷ

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ଜେପି ନଡ୍ଡା । ବିଜେପି ରାଷ୍ଟ୍ରୀୟ ସଭାପତି ନଡ୍ଡା ରାଜ୍ୟସଭା ସଦସ୍ୟ ପଦ ଛାଡ଼ିଲେ । ହିମାଚଳ ପ୍ରଦେଶରୁ ପ୍ରତିନିଧିତ୍ୱ କରୁଥିବା ସଦସ୍ୟ ପଦ ଛାଡ଼ିଲେ । ନଡ୍ଡାଙ୍କ…

ଭାରତ ‘ବିଗ୍ ବୁଲି’ ଅଭିଯୋଗର କଡ଼ା ଜବାବ ଦେଲେ ଜୟଶଙ୍କର; ‘ଭାରତ ଧମକ ଦେଉନାହିଁ…’

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଭାରତ ତା'ର ପଡ଼ୋଶୀମାନଙ୍କୁ ଧମକ ଦେଉନାହିଁ। ନୂଆଦିଲ୍ଲୀରେ ଆୟୋଜିତ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଜୟଶଙ୍କର କହିଛନ୍ତି ଯେ ଯଦି ଏପରି…

ଆମ ଆଦମୀ ପାର୍ଟି ଅଫିସ୍ ଖାଲି କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି(ଆପ୍‌)କୁ ଦଳୀୟ ଅଫିସ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ରାଉଜ ଆଭିନ୍ୟୁ ଠାରେ ଥିବା ଆପ୍‌ର ଅଫିସକୁ ଜୁନ ୧୫ ସୁଦ୍ଧା ଖାଲି କରିବାକୁ…