fbpx
Browsing Category

ରାଜନୀତି

ସମାଜବାଦୀ ପାର୍ଟିରୁ ଇସ୍ତଫା ଦେଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ: ବିଧାୟକ ପଦ ବି ଛାଡ଼ିଲେ

ନୂଆଦିଲ୍ଲୀ: ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ସମାଜବାଦୀ ପାର୍ଟି (ସପା)ରୁ ଇସ୍ତଫା ଦେଇଛନ୍ତି ସ୍ୱାମୀ ପ୍ରସାଦ ମୌର୍ଯ୍ୟ । କିଛିଦିନ ତଳେ ସ୍ୱାମୀ ଦଳର…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଓଡ଼ିଶାର ୩ ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ୩ ରାଜ୍ୟସଭା ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ । ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଓଡ଼ିଶାର ୩ ରାଜ୍ୟସଭା ପ୍ରାର୍ଥୀ । ଦେବାଶିଷ ସାମନ୍ତରାୟ, ଶୁଭାଶିଷ ଖୁଣ୍ଟିଆ ଓ ଅଶ୍ୱିନୀ…

‘ରାଜନୀତି’ ଦୁନିଆରେ ପାଦ ଥାପିଲେ ଶୁଭମନ ଗିଲ୍: Election Commission ଦେଲେ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ଶୁଭମନ ଗିଲଙ୍କୁ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବଡ଼ ଦାୟିତ୍ୱ ମିଳିଛି । ପଞ୍ଜାବର ନିର୍ବାଚୟ ଆୟୋଗ ଶୁଭମନଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି । ଆସନ୍ତା ନିର୍ବାଚନ…

ନିର୍ବାଚନ ପାଇଁ ୨ୟ ପ୍ରାର୍ଥୀ ତାଲିକା ପ୍ରକାଶ କଲା ସପା, ସିଟ୍ ଶେୟାରିଂକୁ ନେଇ ମାହୋଲ ପଜିଟିଭ୍ ରହିଛି କହିଲେ ଜୟରାମ ରମେଶ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି(ସପା) ପ୍ରମୁଖ ଅଖିଲେଶ ଯାଦବ ଦ୍ୱିତୀୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛନ୍ତି । ଉତ୍ତରପ୍ରଦେଶର ୧୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ…

ଭୋଗରାଇ ବିଧାୟକ ଅନନ୍ତ ଦାସ ଅସୁସ୍ଥ: ଆଇସିୟୁରେ ଭର୍ତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ରାଜ୍ୟର ଜଣେ ବରିଷ୍ଠ ରାଜନେତାଙ୍କୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ…

ହସ୍ପିଟାଲରୁ ଡିସଚାର୍ଜ ହେଲେ ପ୍ରିୟଙ୍କା ଗାନ୍ଧୀ: ଖରାପ ସ୍ୱାସ୍ଥ୍ୟ କାରଣରୁ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ ଆସିଛି ଏକ ଆଶ୍ୱିସ୍ତିକର ଖବର । ଖରାପ ସ୍ୱାସ୍ଥ୍ୟ କାରଣରୁ ଦୁଇଦିନ ପୂର୍ବରୁ ମେଡିକାଲରେ ଭର୍ତ୍ତି ହୋଇଥିବା ପ୍ରିୟଙ୍କା ଆଜି ଡିସଚାର୍ଜ ହୋଇଛନ୍ତି ।…

ପୁଣି ୨ଟି ବଡ଼ ଝଟକା: କଂଗ୍ରେସରୁ ଇସ୍ତଫା ଦେଲେ ବିଧାୟକ ଓ ପୂର୍ବତନ ବିଧାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ କିଛି ମାସ ପରେ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିସହିତ ଚଳିତ ବର୍ଷ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ତେବେ ନିର୍ବାଚନ ପୂର୍ବରୁ ନେତାଙ୍କର ଦଳବଦଳ ପ୍ରକ୍ରିୟା…

ଆମେଥିରୁ ଲଢ଼ିବେ କି ନାହିଁ ରାହୁଲ ଗାନ୍ଧୀ ? ଏହି ପ୍ରଶ୍ନର ଉତ୍ତର ରଖିଲେ ଜୟରାମ ରମେଶ…

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ତାଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ସହ ଉତ୍ତରପ୍ରଦେଶର ଆମେଠିରେ ପହଞ୍ଚିଛନ୍ତି। ଏହି ଆସନକୁ ଗାନ୍ଧୀ ପରିବାରର ପାରମ୍ପରିକ ଆସନ ଭାବେ ବିବେଚନା କରାଯାଉଥିଲା। ତେବେ ୨୦୧୯ ଲୋକସଭା…

(Video) ମିଳିଥିବା ହତ୍ୟା ଧମକକୁ ନେଇ ନିଜର ପ୍ରାଥମିକ ପ୍ରତିକ୍ରିୟା ରଖିଲେ ବିଧାୟକ ସନ୍ତୋଷ ସିଂ ସାଲୁଜା

ଓଡ଼ିଶା ଭାସ୍କର: କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ମିଳିଛି ହତ୍ୟା ଧମକ। ୧୫ ଦିନ ମଧ୍ୟରେ ସାଲୁଜାଙ୍କୁ ହତ୍ୟା ନେଇ ପୋଷ୍ଟରରେ ଉଲ୍ଲେଖ ରହିଛି। ତେବେ ଏହାକୁ ନେଇ…

ମାୟାବତୀ ଦେଲେ ନୂଆ ଅପଡେଟ୍‌, ଗୁଜବକୁ ସାବଧାନ ରହିବାକୁ କର୍ମୀଙ୍କୁ ଦେଲେ ପରାମର୍ଶ

ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି(ବିଏସପି) ପ୍ରମୁଖ ମାୟାବତୀ ସୋମବାର ପୁଣି ଥରେ କହିଛନ୍ତି କି ତାଙ୍କ ଦଳ ଆଗାମୀ ଲୋକସଭା ନିର୍ବାଚନ ଏକାକୀ ଲଢିବ । ସେ ନିଜ ଦଳର କର୍ମୀଙ୍କୁ ଗୁଜବ ବା ମିଥ୍ୟା ପ୍ରଚାର ଠାରୁ ଦୂରେଇ…