Browsing Category
ରାଜନୀତି
ଭୁବନେଶ୍ୱରର କେଉଁ ଅଞ୍ଚଳରେ କେତେ ଅପରାଧୀ? ନିର୍ବାଚନ ପୂର୍ବରୁ ପୋଲିସ ହାତରେ ହାର୍ଡକୋର କ୍ରିମିନାଲ ଲିଷ୍ଟ
ଭୁବନେଶ୍ୱର: ଚଳିତବର୍ଷ ହେବାକୁ ଯାଉଛି ସାଧାରଣ ନିର୍ବାଚନ । ଏଥିପାଇଁ ସମସ୍ତ ରାଜନୈତିକ ଦଳ ନିଜ ନିଜ ଅଙ୍କକଷା ଆରମ୍ଭ କରିବା ସହ ପ୍ରଚାର ପ୍ରସାର ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି । କେବଳ ରାଜନୈତିକ ଦଳ ନୁହେଁ,…
(Video)ରାହୁଲଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ସମୟରେ ଭଙ୍ଗାରୁଜା କଲେ ବିରୋଧୀ
ଦିଶପୁର: ଜାନୁଆରି ୧୪ ତାରିଖରେ ମଣିପୁରରୁ ରାହୁଲ ଗାନ୍ଧୀ ଭାରତ ଯୋଡ ନ୍ୟାୟ ଯାତ୍ରା ନାମରେ ନିଜର ଦ୍ୱିତୀୟ ରାଜନୈତିକ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଯାତ୍ରା ୬୬ ଦିନରେ ୧୫ଟି ରାଜ୍ୟ ଓ ୧୧୦ଟି ଜିଲ୍ଲା ଦେଇ ଯିବ।…
ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ବିରୋଧରେ ଆସାମରେ ଏତଲା ରୁଜୁ
ନୂଆଦିଲ୍ଲୀ: ଆସାମରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଏବଂ ଏହାର ମୁଖ୍ୟ ଆୟୋଜକ କେବି ବାଇଜୁଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି । ଏତଲା ରୁଜୁ ହେବା ନିଶ୍ଚିତ କରି ଜୋରହାଟ ଆରକ୍ଷୀ ଅଧୀକ୍ଷକ ମୋହନ ଲାଲ…
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ RSSର ଅଭିଯୋଗ
ମୁମ୍ବାଇ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଥାନେ(Thane) କୋର୍ଟ ପକ୍ଷରୁ ଶୁକ୍ରବାର ଜୋରିମାନା ଲଗାଯାଇଛି । ସାମ୍ବାଦିକ ଗୌରି ଲଙ୍କେଶ ହତ୍ୟା ମାମଲାରେ RSSର ନାଁ ସାମିଲ କରାଯିବା ନେଇ ଉକ୍ତ ସଂଗଠନର ଜଣେ…
ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ବିଜେପି ପ୍ରଶ୍ନ କଲା, ମାହାଲ ମାଣ୍ଡା କିଏ?
ଓଡିଶା ଭାସ୍କର: ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ୟ୍ୟକ୍ରମ ପ୍ରାଧିକରଣର ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡକୁ ନେଇ ଏବେ ଅନେକ ଚର୍ଚ୍ଚା ହେଉଛି। କାରଣ ଏହି ପରୀକ୍ଷାରେ ଭାଗ ନେଇଥିବା ଜଣେ…
ଇସ୍ତଫା ଦେଲେ ବିଧାୟକ ସି.ଜେ ଚାବଡ଼ା: ଗୁଜରାଟ ବିଧାନସଭାରେ କଂଗ୍ରେସ ସଦସ୍ୟ ସଂଖ୍ୟା ୧୫କୁ ଖସିଲା
ନୂଆଦିଲ୍ଲୀ: ଆଗକୁ ଦେଶରେ ଲୋକସଭା ନିର୍ବାଚନ ସହିତ ଚଳିତ ବର୍ଷ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଲୋକସଭା ନିର୍ବାଚନକୁ ନେଇ ପ୍ରମୁଖ ରାଜନୈତିକ ଦଳମାନେ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ…
ରାମଲଲାଙ୍କ ନୂଆ ମୂର୍ତ୍ତିକୁ ନେଇ ଦିଗବିଜୟ ସିଂହଙ୍କ ବୟାନ ଉପରେ ଉତ୍ତର ରଖିଲେ ଉମା ଭାରତୀ
ନୂଆଦିଲ୍ଲୀ: ରାମଲଲାଙ୍କ ନୂଆ ପ୍ରତିମୂର୍ତ୍ତିକୁ ନେଇ କଂଗ୍ରେସ ନେତା ଦିଗବିଜୟ ସିଂହ ବୟାନ ଦେଇଛନ୍ତି । ସେ କହିଛନ୍ତି, ରାମଲଲାଙ୍କ ମୂର୍ତ୍ତି କେଉଁଠି ଭଙ୍ଗାଯାଇଛି, ଯେଉଁ ନୂଆ ମୂର୍ତ୍ତି ଦେଖିବାକୁ ମିଳୁଛି ତାହା…
ଦଶନ୍ଧିର ଯନ୍ତ୍ରଣା ଏବେ ଦୂର ହେବାକୁ ଯାଉଛି; ପ୍ରଧାନମନ୍ତ୍ରୀ ମୋଦୀ
ମୁମ୍ଵାଇ: ମହାରାଷ୍ଟ୍ର ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଜାନୁଆରୀ ୨୨ରେ ଅଯୋଧ୍ୟାରେ ହେବାକୁ ଥିବା କାର୍ଯ୍ୟକ୍ରମ ବିଷୟରେ କହିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ…
ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ୨୧ସଂଯୋଜକଙ୍କୁ ନିଯୁକ୍ତି ଦେଲା କଂଗ୍ରେସ
ଭୁବନେଶ୍ଵର: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଲୋକସଭା ଆସନ ପାଇଁ ୨୧ଜଣ ଦଳୀୟ ନେତାଙ୍କୁ ସଂଯୋଜକ ଭାବେ ନିଯୁକ୍ତି ଦେଇଛି କଂଗ୍ରେସ । ନିଯୁକ୍ତି ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଓଡ଼ିଶା…
ଜାନୁଆରୀ ୨୨ରୁ ଆମର କଳିଯୁଗ ଆରମ୍ଭ ହେବ: ରାମ ମନ୍ଦିରକୁ ନେଇ କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ
ଓଡିଶା ଭାସ୍କର: ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ପ୍ରଭୁଙ୍କ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ। ଏହା ମଧ୍ୟରେ ଗର୍ଭ ଗୃହସ୍ଥିତ ଆସନରେ ପ୍ରଭୁ ରାମଲଲାଙ୍କ ମୂର୍ତ୍ତିକୁ ରଖା ଯାଇସାରିଛି।…