fbpx
Browsing Category

ରାଜନୀତି

ଏକ ବଡ ରାଜନୈତିକ ଚର୍ଚ୍ଚା ଉପରେ ପଡିଲା ପୂର୍ଣ୍ଣଚ୍ଛେଦ, ରାହୁଲଙ୍କ କଥାରେ କମଲନାଥଙ୍କ ମନ ବଦଳିଗଲା

ଭୋପାଳ: ମଧ୍ୟପ୍ରଦେଶରୁ ଏବେ ଏକ ବଡ ଖବର ଆସିଛି । ବିଶେଷ ସୂତ୍ରରୁ ଜଣାପଡିଛି କି ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ବିଜେପିରେ ସାମିଲ ହେବେ ନାହିଁ । ଅପରପକ୍ଷେ ତାଙ୍କ ସାଂସଦ ପୁଅ ନକୁଲନାଥ ଓ କିଛି ବିଧାୟକ ବିଜେପିରେ…

ଚଣ୍ଡିଗଡ଼ ନୂଆ ମେୟର ମନୋଜ ସୋନକରଙ୍କ ଇସ୍ତଫା: ସୁପ୍ରିମକୋର୍ଟଙ୍କ ଶୁଣାଣିର ଗୋଟିଏ ଦିନ ପୂର୍ବରୁ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଚଣ୍ଡିଗଡ଼ର ନୂଆ ମେୟର ମନୋଜ ସୋନକର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବିଜେପି ଜାଲିଆତି କରି ସୋନକରଙ୍କୁ ମେୟର ଆସନରେ ବସାଇଥିବା ନେଇ ଆମ୍ ଆଦମୀ ପାର୍ଟି (ଆପ) ଓ…

କମଲନାଥ କଂଗ୍ରେସ ଛାଡ଼ିବା ଚର୍ଚ୍ଚାକୁ ନେଇ ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ: ଗତ ଦୁଇଦିନ ଧରି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥଙ୍କୁ ନେଇ ଜାତୀୟ ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି । କମଲନାଥ ତାଙ୍କ ପୁଅ ସାଂସଦ ନକୁଲନାଥଙ୍କ ସହିତ…

ଆଗାମୀ ୧୦୦ ଦିନରେ ପ୍ରତ୍ୟେକଙ୍କ ବିଶ୍ୱାସ ଜିତିବା: ରାଷ୍ଟ୍ରୀୟ ଅଧିବେଶନରେ ଦଳୀୟ କର୍ମୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଜୟ ମନ୍ତ୍ର

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ଲୋକସଭା ନିର୍ବାଚନ, ଏହାକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ତେବେ ଏଥର ପୁଣିଥରେ ଦେଶରେ କ୍ଷମତାକୁ ଆସିବା ପାଇଁ ବିଜେପି…

ନିର୍ବାଚନରେ ମିଥ୍ୟା ଅଭିଯୋଗ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ: ଭାରତୀୟ ମୁଖ୍ୟ ନିର୍ବାଚନ କମିଶନର

ଓଡ଼ିଶା ଭାସ୍କର: ଆଉ ଦିନ କେଇଟା ପରେ ୨୦୨୪ ସାଧାରଣ ନିର୍ବାଚନ, ଏହାକୁ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟପାକ ପ୍ରସ୍ତୁତି କରାଯାଉଛି। ସେହିପରି ନିର୍ବାଚନ ସମ୍ପର୍କରେ ଗୋଟିଏ ପରେ ଗୋଟିଏ ନିର୍ଦ୍ଦେଶ ଜାରି…

ଜୁନ ଯାଏଁ ବୃଦ୍ଧି ହେଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ କାର୍ଯ୍ୟକାଳ

ଓଡ଼ିଶା ଭାସ୍କର: ବଢ଼ିଲା ଭାରତୀୟ ଜନତା ପାର୍ଟି(ବିଜେପି) ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ କାର୍ଯ୍ୟକାଳ ଅବଧି । ଆସନ୍ତା ଜୁନ ଯାଏଁ ତାଙ୍କ କାର୍ଯ୍ୟକାଳ ଅବଧିକୁ ବୃଦ୍ଧି କରାଯାଇଛି । ଏନେଇ ରବିବାର ବିଜେପି…

(VIDEO)ଲୋକସଭା ନିର୍ବାଚନ ୨୦୨୪ ; ବିଜେପି ଜାରି କଲା ଏହାର ଥିମ୍ ସଙ୍ଗ ଭିଡିଓ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ଲାଗି ଭାରତୀୟ ଜନତା ପାର୍ଟି (ବିଜେପି) ପୁରା ନିର୍ବାଚନ ମୋଡ୍‌ରେ ଆସିଯାଇଛି । ଦଳର ଥିମ୍ ସଙ୍ଗ ୧୮ ଫେବୃୟାରୀ ରବିବାର ଜାରି ହୋଇଛି । ଏହି ୬ ମିନିଟ୍‌ର ଭିଡିଓରେ ମୋଦୀ ସରକାରଙ୍କ…

କମଲନାଥଙ୍କ ପରେ ହାତ ଛାଡିବେ କି ମନୀଷ ତିୱାରି? କଂଗ୍ରେସ ନେତାଙ୍କ କ’ଣ ରହିଛିି ଉତ୍ତର ଜାଣନ୍ତୁ

ନୂଆଦିଲ୍ଲୀ: କମଲନାଥଙ୍କ ପରେ ମନୀଷ ତିୱାରି ମଧ୍ୟ କଂଗ୍ରେସ ହାତ ଛାଡି ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି । ଏହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ତେବେ କଂଗ୍ରେସ ସାଂସଦ ମନୀଷ ତିୱାରିଙ୍କ ନିକଟତମ…

ହାତ ଛାଡ଼ି ପଦ୍ମ ଧରିବେ କମଲନାଥ ! ଏମିତି ହେଲେ ବିଜେପିକୁ କ’ଣ ହେବ ଫାଇଦା

ନୂଆଦିଲ୍ଲୀ: କିଛି ମାସ ପରେ ଲୋକସଭା ନିର୍ବାଚନ । ଏନେଇ ରାଜନୈତିକ ଦଳମାନେ ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି । ନିର୍ବାଚନ ପୂର୍ବରୁ ରାଜନେତାଙ୍କର ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଥିମଧ୍ୟରେ ମଧ୍ୟପ୍ରଦେଶର…

ବାବା ବିଶ୍ୱନାଥଙ୍କ ଦର୍ଶନ ପାଇଁ କାଶୀରେ ପହଞ୍ଚିଲେ ରାହୁଲ ଗାନ୍ଧୀ, କଂଗ୍ରେସ କହିଲା- ଆମକୁ କ୍ୟାମେରା ନେବା ପାଇଁ ମିଳିଲାନି ଅନୁମତି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ସକାଳେ କାଶୀରେ ପହଞ୍ଚି ବାବା ବିଶ୍ୱନାଥଙ୍କର ଦର୍ଶନ କରିଛନ୍ତି । କଂଗ୍ରେସ ନିଜ ଏକ୍ସ ହ୍ୟାଣ୍ଡେଲରେ ଏହି କଥାର ସୂଚନା ଦେଇଛନ୍ତି । ହେଲେ ଅଭିଯୋଗ ଲଗାଇଛନ୍ତି ଯେ,…