fbpx
Browsing Category

ରାଜନୀତି

ନୀତୀଶ କୁମାର ରଙ୍ଗ ବଦଳାଇବାରେ ଏଣ୍ଡୁଅକୁ ବି ଟପିଯାଇଛନ୍ତି: କଂଗ୍ରେସ ନେତା ଜୟରାମ ରମେଶ୍

ଓଡିଶା ଭାସ୍କର: ବିହାର ରାଜନୀତିକୁ ନେଇ ଚର୍ଚ୍ଚା ଆଦୌ ଥମୁ ନାହିଁ । ନୀତିଶ କୁମାର ମହାମେଣ୍ଟକୁ ଛାଡି ଏବେ ପୁଣି ଏନଡିଏରେ ସାମିଲ ହୋଇ ୯ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଆଉ ଏହାକୁ ନେଇ କଂଗ୍ରେସ ନୀତିଶଙ୍କୁ…

‘ବଡ ଧୂର୍ତ୍ତ ହେଉଛନ୍ତି ନୀତିଶ, ଗୋଟିଏ ବର୍ଷ ହୋଇ ନ ଥିବ ପୁଣି ପଲଟିବେ’ ମୋ କଥାକୁ ଲେଖିକି ରଖ ବୋଲି କହିଲେ ପିକେ

ନୂଆଦିଲ୍ଲୀ: ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ରବିବାର ନୀତିଶ କୁମାରଙ୍କ ଉପରେ କଡା ଟିପ୍ପଣୀ ଦେଇଛନ୍ତି । ଏକଦା ନୀତିଶଙ୍କ ନିକଟତର ଥିବା ପ୍ରଶାନ୍ତ କିଶୋର ନୀତିଶ ମହାମେଣ୍ଟକୁ ଛାଡି ଏନଡିଏରେ ପୁଣି ସାମିଲ…

ଓଡ଼ିଶାରେ କଂଗ୍ରେସର ସ୍ଥିତି କ’ଣ ଓଡ଼ିଶା ଲୋକଙ୍କୁ ପଚାରନ୍ତୁ: ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଗସ୍ତକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ, ସାରା ଦେଶରେ କଂଗ୍ରେସ ଛବି ମଳିନ…

BREAKING:ନୀତିଶଙ୍କ ନବମ ପାଳି, ଏନଡିଏ ସମର୍ଥନରେ ନୀତିଶ ହେଲେ ମୁଖ୍ୟମନ୍ତ୍ରୀ

ପାଟନା: ବିହାର ରାଜନୀତିରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନେଇ ଗତ କିଛିଦିନ ହେବ ବେଶ୍ ହଟଚମଟ ଲାଗି ରହିଛି । ଆଜି ସକାଳେ ନୀତିଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସନ୍ଧ୍ୟାରେ ପୁଣି ମୁଖ୍ୟମନ୍ତ୍ରୀ ଭାବରେ…

ଦଳୀୟ ଷ୍ଟିକର ମାରିବା ସହ ବିଜେପିକୁ ଭୋଟ ଦେବା ପାଇଁ କାନ୍ଥରେ ଲେଖି ନିବେଦନ କଲେ ଧର୍ମେନ୍ଦ୍ର ପ୍ରଧାନ

ଓଡିଶା ଭାସ୍କର: ୨୦୨୪ ସାଧାରଣ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି ଓଡିଶା ବିଜେପି। ଯାହାକୁ ନେଇ ଆଜି ଦଳ ପକ୍ଷରୁ ବୁଥ ଜନ ସମ୍ପର୍କ ଅଭିଯାନ ହୋଇଛି। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ…

‘ଅଳିଆ ପୁଣି ଅଳିଆ ଗଦାକୁ ଗଲା…’, ନୀତିଶଙ୍କ ଉପରେ ବର୍ଷିଲେ ଲାଲୁ ଯାଦବଙ୍କ ଝିଅ

ପାଟନା: ଆଜି ବିହାର ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ କୁମାର ଇସ୍ତଫା ଦେବା ପରେ ବିହାର ରାଜନୀତିରେ ହଲଚଲ୍ ସୃଷ୍ଟି ହୋଇଛି । ଏଥିପାଇଁ ନୀତିଶଙ୍କୁ ଅନେକ ସମାଲୋଚନାର ସାମ୍ନା କରିବାକୁ ପଡ଼ିଛି । ଏଥିମଧ୍ୟରେ ଆରଜେଡି ମୁଖ୍ୟ…

ଇସ୍ତଫା ଦେବା ପଛରେ ରହିଛି ଏହି କାରଣ…କହିଲେ ନୀତିଶ କୁମାର

ପାଟନା: ନୀତିଶ କୁମାରଙ୍କ ଇସ୍ତଫାକୁ ନେଇ ସରଗରମ ବିହାର ରାଜନୀତି । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏହି ଇସ୍ତଫା ପରେ…

ଏଥର ବିହାରରେ ବିଜେପି କରିବାକୁ ଯାଉଛି ବଡ ପରିବର୍ତ୍ତନ, ଏହି ଦୁଇ ପଛୁଆ ସମୁଦାୟର ନେତା ହେବେ ଉପମୁଖ୍ୟମନ୍ତ୍ରୀ

ପାଟନା: ବିହାରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଇସ୍ତଫା ପରେ ଏଠାରେ ୧୭ ମାସର ପୁରୁଣା ମେଣ୍ଟ ସରକାରର ଅନ୍ତ ଘଟିଛି । ରାଜ୍ୟପାଳଙ୍କୁ ଇସ୍ତଫା ଦେବା ପରେ ନୀତିଶ କୁମାର ମିଡିଆ ସହ ଆଲୋଚନା କରିଛନ୍ତି ଓ ନିଜ ଇସ୍ତଫାର…

ବିହାର ରାଜନୀତି: ନୀତିଶ କୁମାର INDIA ମେଣ୍ଟ ଛାଡ଼ିବାର ୫ଟି କାରଣ

ନୂଆଦିଲ୍ଲୀ: ସରଗରମ ବିହାର ରାଜନୀତି । ରାଜନୀତିରେ ସବୁ କିଛି ନ୍ୟାୟଯୁ୍କ୍ତ । ରାଜନୀତିରେ କୌଣସି ସ୍ଥାୟୀ ବନ୍ଧୁ କିମ୍ବା ଶତ୍ରୁ ନଥାନ୍ତି ଏବଂ ଯେତେବେଳେ ବିହାର ଏବଂ ନୀତିଶ କୁମାରଙ୍କ କଥା ଆସେ ଏହି କଥାଟି…

ପଦରୁ ଇସ୍ତଫା ଦେଲେ ନୀତିଶ କୁମାର: ବିହାର ରାଜନୀତିରେ ଯୋଡ଼ି ହେବ କି ନୂଆ କାହାଣୀ?

ବିହାର: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଘରେ ବିଧାୟକ ଦଳର ବୈଠକ ସରିବା ପରେ ବିହାର ରାଜନୀତିରେ ବଡ଼ ଧରଣର ହଟଚମଟ ଦେଖିବାକୁ ମିଳିଛି । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପ୍ରଦାନ କରିଛନ୍ତି ବିହାର…