fbpx
Browsing Category

ରାଜ୍ୟସଭା

Stay connected with us to get the latest news on each election in India.

(Video) ଜୁଏଲ ଓରାମ ହେବେ ରାଷ୍ଟ୍ରପତି ପ୍ରାର୍ଥୀ ! ବିଜେପି ନେଇପାରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ପଦବୀ ପାଇଁ ଆସନ୍ତା ଜୁଲାଇ ୧୮ ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ତାହାକୁ ନେଇ ଏବେଠାରୁ ଚର୍ଚ୍ଚା ଜୋର ଧରିଛି । ଏନେଇ ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ଦିଆଯିବା ପରେ…

ରାଜ୍ୟସଭା ନିର୍ବାଚନ: ହରିୟାଣାରେ କଂଗ୍ରେସ ବିଧାୟକ କଲେ କ୍ରସ୍ ଭୋଟିଂ, ହାରିଗଲେ ମାକେନ୍

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ବିଜେପି ଏବଂ ଏହାକୁ ସମର୍ଥନ କରୁଥିବା ଜଣେ ସ୍ୱାଧୀନ ପ୍ରାର୍ଥୀ ହରିୟାଣାରୁ ଦୁଇଟି ରାଜ୍ୟସଭା ଆସନ ଜିତିଛନ୍ତି। ଶୁକ୍ରବାର ସକାଳେ ଦୁଇଟି ରାଜ୍ୟସଭା ଆସନ ପାଇଁ ଭୋଟ୍ ଆରମ୍ଭ ହେବାପରେ…

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ରାଜସ୍ଥାନରେ କଂଗ୍ରେସ ୩ଟି ସିଟରେ, ବିଜେପି ଗୋଟିଏ ସିଟରେ ଜିତିଲା

ନୂଆଦିଲ୍ଲୀ: ଆଜି ଦେଶର ୧୫ଟି ରାଜ୍ୟରେ ୫୭ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବା ନେଇ ସ୍ଥିରୀକୃତ ହୋଇଥିଲା । ତେବେ ଏହା ମଧ୍ୟରେ ୪୧ଟି ସିଟରେ ପ୍ରାର୍ଥୀମାନେ ପୂର୍ବରୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇସାରିଥିଲେ ।…

ଆସିଲା ରାଜ୍ୟସଭା ନିର୍ବାଚନ ରେଜଲ୍ଟ: କର୍ଣ୍ଣାଟକରେ ବିଜେପି ୩ଟି ସିଟରେ ଜିତିଲା

ନୂଆଦିଲ୍ଲୀ: ଆଜି ଦେଶର ୧୫ଟି ରାଜ୍ୟରେ ୫୭ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବା ନେଇ ସ୍ଥିରୀକୃତ ହୋଇଥିଲା । ତେବେ ଏହା ମଧ୍ୟରେ ୪୧ଟି ସିଟରେ ପ୍ରାର୍ଥୀମାନେ ପୂର୍ବରୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇସାରିଥିଲେ ।…

ନୱାବ ମଲିକଙ୍କୁ ଝଟକା, ରାଜ୍ୟସଭା ନିର୍ବାଚନରେ ଦେଇ ପାରିବେ ନାହିଁ ଭୋଟ୍

ମୁମ୍ବାଇ(ଓଡ଼ିଶା ଭାସ୍କର): ଆଜି ଚାରି ରାଜ୍ୟର ୧୬ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ଏଥିରେ ହରିୟାଣା, ମହାରାଷ୍ଟ୍ର, ରାଜସ୍ଥାନ ଏବଂ କର୍ଣ୍ଣାଟକ ସାମିଲ। ଭୋଟିଂ ଆରମ୍ଭରୁ ବିଭିନ୍ନ ରାଜ୍ୟରେ ହଲଚଲ…

୧୬ଟି ରାଜ୍ୟସଭା ଆସନରେ ଆଜି ନିର୍ବାଚନ: ସମ୍ପୂର୍ଣ୍ଣ ଭିଡିଓଗ୍ରାଫିରେ ହେବ ଭୋଟ ଗ୍ରହଣ ପ୍ରକ୍ରିୟା

ନୂଆଦିଲ୍ଲୀ: ୪ଟି ରାଜ୍ୟର ୧୬ଟି ରାଜ୍ୟସଭା ଆସନରେ ଆଜି ନିର୍ବାଚନ ହେବ । ସେହି ୪ଟି ରାଜ୍ୟ ହେଉଛି ହରିୟାଣା, ରାଜସ୍ଥାନ, ମହାରାଷ୍ଟ୍ର ଓ କର୍ଣ୍ଣାଟକ । ୧୬ଟି ଆସନରେ ଭୋଟ ଗ୍ରହଣ କରାଯିବ । ସେଥିରେ ହରିୟାଣାର ୨,…

ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଧାୟକମାନଙ୍କୁ ବନ୍ଦୀ କରି ରଖାଯିବା ରାଜନୀତି ପାଇଁ ଠିକ୍ ନୁହେଁ: ପାଇଲଟ

ନୂଆଦିଲ୍ଲୀ: ଆସନ୍ତା ୧୦ ତାରିଖରେ ଦେଶର ୧୫ଟି ରାଜ୍ୟରେ ୫୭ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବା ନେଇ ସ୍ଥିରୀକୃତ ହୋଇଥିଲା । ତେବେ ଏହା ମଧ୍ୟରେ ୪୧ଟି ସିଟରେ ପ୍ରାର୍ଥୀମାନେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ…

ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସର କସରତ: ମଲ୍ଲିକାର୍ଜୁନ ଖଡଗେଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଛି କଂଗ୍ରେସ । କଂଗ୍ରେସର ଶୀର୍ଷ ନେତୃତ୍ୱ ପୁଣି ଥରେ ନିଜର ପୁରୁଣା ନେତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ମିଳିଛି…

ରାଜ୍ୟସଭା ନିର୍ବାଚନ: ସଂଖ୍ୟାର ଖେଳରେ ଜିତିବା ପାଇଁ ଛୋଟ ଛୋଟ ଦଳଙ୍କୁ ନିଜ ସପକ୍ଷକୁ ଆଣିବାକୁ ପ୍ରୟାସ କରୁଛି ଶିବସେନା

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ମାସ ୧୦ ତାରିଖରେ ଦେଶର ୧୫ଟି ରାଜ୍ୟରେ ୫୭ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବା ନେଇ ସ୍ଥିରୀକୃତ ହୋଇଥିଲା । ତେବେ ଏହା ମଧ୍ୟରେ ୪୧ଟି ସିଟରେ ପ୍ରାର୍ଥୀମାନେ ନିଦ୍ୱର୍ନ୍ଦ୍ୱରେ…

ରାଜସ୍ଥାନରେ କଂଗ୍ରେସକୁ ଝଟକା ଦେବେ ବିଏସପିରୁ ଆସିଥିବା ବିଧାୟକ ? ପହଞ୍ଚି ନାହାନ୍ତି ରିସର୍ଟ

ଜୟପୁର: ରାଜସ୍ଥାନରେ ରାଜ୍ୟସଭା ନିର୍ବାଚନକୁ ନେଇ କଂଗ୍ରେସ ପାର୍ଟିର ଚିନ୍ତା କମିବା ପରିବର୍ତ୍ତେ ବଢିବାରେ ଲାଗିଛି। ଜଣେ ମନ୍ତ୍ରୀଙ୍କ ସହିତ ଅତି କମରେ ଛଅ ବିଧାୟକ ପାର୍ଟିର ଆଦେଶ ପାଳନ ନକରି ଏ ପର‌୍ୟ୍ୟନ୍ତ…