fbpx
Browsing Category

ରାଜ୍ୟସଭା

Stay connected with us to get the latest news on each election in India.

ରାଜ୍ୟସଭା ନିର୍ବାଚନ: ୪୧ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ, ଜୁନ୍ ୧୦ ରେ ୧୬ ଟି ଆସନରେ ଭୋଟ୍

ନୂଆଦିଲ୍ଲୀ: ଶୁକ୍ରବାର ଦିନ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନରେ ୧୫ ଟି ରାଜ୍ୟରୁ ମୋଟ ୫୭ ଜଣ ସଦସ୍ୟଙ୍କ ମଧ୍ୟରୁ ୪୧ ଜଣ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ। ଏଥିମଧ୍ୟରେ ପୂର୍ବତନ…

ରାଜ୍ୟସଭା ନିର୍ବାଚନ: ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ସୁଲତା, ମାନସ ଓ ସସ୍ମିତ

ଭୁବନେଶ୍ଵର: ତିନି ରାଜ୍ୟସଭା ଆସନ ପାଇଁ ବିଜେଡିର ସୁଲତା ଦେଓ, ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ର ନିନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଗତକାଲି ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ଦିବସ ଅତିକ୍ରାନ୍ତ ପରେ ବିଜେଡିର ୩…

ରାଜ୍ୟସଭା ନିର୍ବାଚନ: ହରିୟାଣାରେ ବିଗିଡ଼ିପାରେ କଂଗ୍ରେସର ଖେଳ, ଭୋଟ ପୂର୍ବରୁ ୩ ବିଧାୟକ ଗାଏବ୍

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ମାସ ୧୦ ତାରିଖରେ ଦେଶର ୧୫ଟି ରାଜ୍ୟରେ ୫୭ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଜୁଲାଇ ଓ ଅଗଷ୍ଟ ମାସରେ ଯଥାକ୍ରମେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ତା’ ପୂର୍ବରୁ…

ରାଜ୍ୟସଭା ନିର୍ବାଚନ: କର୍ଣ୍ଣାଟକରେ ଚତୁର୍ଥ ସିଟ୍ ପାଇଁ କଡା ଟକ୍କର, କ’ଣ ଜେଡିଏସ ପାଇଁ ତ୍ୟାଗ କରିବେ ସୋନିଆ ?

ବେଙ୍ଗାଲୁରୁ: ରାଜ୍ୟସଭା ନିର୍ବାଚନକୁ ନେଇ ସଂପ୍ରତି ରାଜନୈତିକ ଦଳ ଚଳଚଞ୍ଚଳ। ସଂଖ୍ୟାବଳ ଯୋଗାଡ କରି କେମିତି ନିଜ କୋଟାର ସିଟ୍ ହାତେଇବା ସେ ନେଇ ରଣନୀତି ପ୍ରସ୍ତୁତିରେ ଜୁଟିଛନ୍ତି ସମସ୍ତ ଦଳ। ଏହି କ୍ରମରେ…

ରାଜ୍ୟସଭା ନିର୍ବାଚନ ଘୋଡା ବେପାର ଆଶଙ୍କା, ହୋଟେଲ୍ ରେ ରାଜସ୍ଥାନର ୪୦ ବିଧାୟକ

ରାଜସ୍ଥାନରେ ୪ ରାଜ୍ୟ ସଭା ଆସନ ଲାଗି ନିର୍ବାଚନ ହେବାକୁ ଯାଉଥିବାବେଳେ ସମସ୍ତ ଦଳୀୟ ବିଧାୟକଙ୍କୁ ଏକାଠି କରି ରଖିବା ଲାଗି କଂଗ୍ରେସ ପ୍ରାୟ ୪୦ ଜଣଙ୍କୁ ଉଦୟପୁରର ଏକ ହୋଟେଲକୁ ପଠାଇଦେଇଛି। ଏହା ବ୍ୟତୀତ ଅନ୍ୟ କେତେଜଣ…

ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂର ଡର, ବିଧାୟକଙ୍କୁ ଦିଲ୍ଲୀ ଡକାଇଲା କଂଗ୍ରେସ, ନିଆଯିବ ରାୟପୁର

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତିରେ ଜୁଟିଛନ୍ତି। ନାମାଙ୍କନ ପତ୍ର ବି ଦାଖଲ ସରିଲାଣି। ତେବେ ଏହା ମଧ୍ୟରେ କଂଗ୍ରେସକୁ ଘାରିଛି କ୍ରସ ଭୋଟିଂର ଭୟ। ଏଥିରୁ…

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରଭାରୀଙ୍କ ତାଲିକା ଘୋଷଣା କଲା BJP, ଜାଣନ୍ତୁ କେଉଁ ରାଜ୍ୟରେ କିଏ ନିଯୁକ୍ତି ପାଇଲେ

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ମାସ ୧୦ ତାରିଖରେ ଦେଶର ୧୫ଟି ରାଜ୍ୟରେ ୫୭ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଜୁଲାଇ ଓ ଅଗଷ୍ଟ ମାସରେ ଯଥାକ୍ରମେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ତା’ ପୂର୍ବରୁ…

ବିଜେଡିର ୩ ରାଜ୍ୟସଭା ପ୍ରାର୍ଥୀ କୋଟିପତି, ନିରଞ୍ଜନଙ୍କ ନାଁରେ ୧୭ଟି ଅପରାଧିକ ମାମଲା

ଭୁବନେଶ୍ୱର: ରାଜ୍ୟ ସଭା ଆସନ ଲାଗି ୪ ବିଜେଡି ପ୍ରାର୍ଥୀ ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଏବଂ ନିରଞ୍ଜନ ବିଶି ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। କେବଳ ନିରଞ୍ଜନ ବିଶିଙ୍କୁ ବାଦ୍ ଦେଲେ ଅନ୍ୟ ୩ ଜଣ…

ରାଜସ୍ଥାନ ରାଜ୍ୟସଭା ନିର୍ବାଚନରେ ବଡ଼ ଗେମ ପ୍ଲାନ୍: କଂଗ୍ରେସର ଖେଳ ବିଗାଡ଼ିବେ ସୁଭାଷ ଚନ୍ଦ୍ରା, ଜାଣନ୍ତୁ କିପରି?

ଜୟପୁର: ରାଜସ୍ଥାନରେ ରାଜ୍ୟସଭା ନିର୍ବାଚନ ରୋମାଞ୍ଚକର ହୋଇଛି । ଶିଳ୍ପପତି ତଥା ମିଡିଆ ଟାଇକୁନ ସୁଭାଷ ଚନ୍ଦ୍ରା ବିଜେପି ପ୍ରାର୍ଥୀ ଭାବେ ଫର୍ମ ପୂରଣ କରିଛନ୍ତି । ଏବେ ଚତୁର୍ଥ ଆସନ ପାଇଁ ଏଠାରେ ମୁକାବିଲା ହେବ ।…

ରାଜ୍ୟସଭା ତାଲିକା ଜାରି ପରେ ଜୋର୍ ଧରିଲା କଂଗ୍ରେସର ଅନ୍ତଃକନ୍ଦଳ

ନୂଆଦିଲ୍ଲୀ : ରାଜ୍ୟସଭା ସଦସ୍ୟ ତାଲିକା ଜାରି ହେବା ପରେ କଂଗ୍ରେସ ମଧ୍ୟରେ ଅନ୍ତଃକନ୍ଦଳ ଅଧିକ ଘନୀଭୂତ ହୋଇଛି । ଇତିମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ସହ ଫୋନ୍ ରେ ଆଲୋଚନା…