Browsing Category

ଘୋଷଯାତ୍ରା

ନବ ଯୌବନ ଦର୍ଶନରେ ଭାବ ବିହ୍ଵଳ ହୋଇ ଗୀତଗୋବିନ୍ଦ ଗାଇଲେ ମୁଖ୍ୟ ପ୍ରଶାସକ, ସେବାୟତ

ପୁରୀ(ଓଡ଼ିଶା ଭାସ୍କର): ସେ ତ ଭକ୍ତର ଦୁଃଖ ସଦାବେଳେ ବୁଝେ , ହେଲେ ଯେତେବେଳେ ନିଜେ ଅସୁବିଧାରେ ପଡେ ଭକ୍ତ ଖୋଜି ବୁଲେ କୁଆଡେ ଗଲେ ମୋ ମହାପ୍ରଭୁ , ସୁସ୍ଥ ହେବେ କେବେ, କେବେ ଦେଖା ମିଳିବ ନବ ଯୌବନ ଦର୍ଶନ। ଏହି ଭିତରେ…

ଦେବଦାସୀ ପରସମଣି ଆଉ ନାହାନ୍ତି, କିଛିଦିନ ହେଲା ଥିଲେ ଅସୁସ୍ଥ

ପୁରୀ(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାରେ ସାରା ଜୀବନ ଉତ୍ସର୍ଗୀକୃତ ଥିବା ପରସ ମଣି ଦେବଦାସୀଙ୍କ ଦେହାନ୍ତ ହୋଇଛି । ପୁରୀ ବାସେଳୀସାହିରେ ଜନ୍ମ ଗ୍ରହଣ କରିଥିବା ଦେବଦାସୀ ପରସମଣି ୮୪ ବର୍ଷ ବୟସରେ…

ରଥଯାତ୍ରା ପୂର୍ବରୁ ପୁଲିସ୍ ମହାନିର୍ଦ୍ଦେଶକଙ୍କ ସମୀକ୍ଷା; ମୁତୟନ ହେବେ 65 ପ୍ଲାଟୁନ ପୋଲିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ ମାତ୍ର ଗୋଟିଏ ଦିନ ବାକି। ଦ୍ଵାଦଶ ଯାତ୍ରା ମଧ୍ୟରୁ ଶ୍ରେଷ୍ଠ ଯାତ୍ରା ରଥଯାତ୍ରା ପାଇଁ ସବୁକିଛି ପ୍ରସ୍ତୁତ। ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ରଥାରୂଢ ହୋଇ ଆଡପମଣ୍ଡପକୁ ବିଜେ କରିବେ…

ଶ୍ରୀମନ୍ଦିରର ଦ୍ୱାର ପାଇଁ ପହଞ୍ଚିଲା ୧.୨ଟନ ରୁପା, ୧୫ କାରିଗରରେ ଚାଲିଛି କାମ

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ଦ୍ୱାରର ଉପରେ ରୁପାର ଛାଉଣୀ ହେବ । ଏନେଇ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଆଜି ପ୍ରାୟ ୧.୨ ଟନର ରୁପା ଆସିଥିବା ସୂଚନା ଦେଇଛନ୍ତି ଉନ୍ନୟନ ପ୍ରଶାସକ । ସୂଚନା…

ଦେଢ଼ ସେମିର ରଥ ଗଢ଼ିଲେ ଶିଳ୍ପୀ ସୁବଳ ମହାରଣା, ରଚିଲେ ରେକର୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କ ଭାବାବେଗ ବଢ଼ିଯାଏ । ମହାବାହୁଙ୍କୁ ଦର୍ଶନ କରିବାକୁ ପ୍ରାଣ ବ୍ୟାକୁଳ ହୋଇଉଠେ । ଜଗତର ଠାକୁର କାଳିଆ ସାଆନ୍ତଙ୍କୁ କିଏ କେଉଁ ଭଳି ରୂପ…

ତିନି ରଥରେ ଲାଗିବ ସୋଲ ଫୁଲ, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ପୁରୀ(ଓଡ଼ିଶା ଭାସ୍କର):  ରଥାଯାତ୍ରା ଦିନ ମହାପ୍ରଭୁ ରଥରେ ବସି ମାଉସୀ ଘରକୁ ଗଲାବେଳେ ବ୍ୟବହାର ହୋଇଥାଏ ସୋଲରେ ନିର୍ମିତ ଫୁଲ । ରଥରେ ଝଟକୁ ଥାଏ ଏହି ସୋଲ ଫୁଲ। ଏହି ସୋଲ ଫୁଲ ନିର୍ମାଣର ସୌଭାଗ୍ୟ ପାଇଛନ୍ତି ଖୋର୍ଦ୍ଧା…

କାଳିଆ ‘କଳା’ରେ ସମର୍ପିତା ପ୍ରିୟଙ୍କା, ଚିତ୍ର କହୁଛି କଥା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରେମ ଅନନ୍ୟ ଆଉ ଅସରନ୍ତି । ଅଦୃଶ୍ୟ କିନ୍ତୁ ଭାବମୟ । କେତେବେଳେ, କାହା ସହ, କେଉଁଠି, କିପରି ହୁଏ ତାହା କେହି ଜାଣେନା । ଆଉ ସେଇ ପ୍ରେମ ପାଇଁ ସବୁରି ହୃଦୟରେ ଅନେକ ଆଶା । କିନ୍ତୁ…

ଶ୍ରୀଜଗନ୍ନାଥଙ୍କ ଜଣେ ଅନନ୍ୟ ଭକ୍ତ, ସେବାରେ ଉତ୍ସର୍ଗ ବ୍ୟକ୍ତିଙ୍କ ବିଷୟରେ ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରତିଦିନ ସେ ଭୁବନେଶ୍ୱରରୁ ତୁଳସୀ ପତ୍ର ନେଇ ପୁରୀରେ ମହାପ୍ରଭୁଙ୍କୁ ଅର୍ପଣ କରନ୍ତି । ମାସେ ନୁହେଁ କି ବର୍ଷେ ନୁହେଁ, ଦୀର୍ଘ ୨୨ ବର୍ଷର ଏହି ମହାନ ଯାତ୍ରା ତାଙ୍କର ଜାରି ରହିଛି ।…

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାରେ ମଠମାନଙ୍କର ଭୂମିକା କ’ଣ, ଆସନ୍ତୁ ଜାଣିବା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମସ୍ତ ପରମ୍ପରା, ରୀତିନୀତି ସହିତ ମଠମାନଙ୍କର ସମ୍ପର୍କ ବହୁ ପୁରୁଣା । ତେବେ ସମୟସ୍ରୋତରେ କିଛି ପରମ୍ପରା ହଜିଯାଇଥିଲେ ମଧ୍ୟ କିଛି ଏବେ ବି ଜୀବିତ ରହିଛି ।…