fbpx
Browsing Category

ସ୍ପେସାଲ

୫୭ ବର୍ଷ ପରେ Valentines Dayରେ ହେଉଛି ଏମିତି ସଂଯୋଗ: ପ୍ରେମ ସମ୍ପର୍କ ରହିବ ସଫଳ

ନୂଆଦିଲ୍ଲୀ: ପ୍ରତିବର୍ଷ ଅପେକ୍ଷା ଚଳିତବର୍ଷର ଭାଲେଣ୍ଟାଇନ ଡେ’ ଖୁବ ସ୍ପେଶାଲ ରହିବ । ଏହିଦିନ କେବଳ ପ୍ରେମୀଯୁଗଳଙ୍କ ପାଇଁ ନୁହେଁ, ଅନ୍ୟ ସମସ୍ତ ବୟସ ବର୍ଗ ପାଇଁ ମଧ୍ୟ କିଛି ନିଆରା ଅନୁଭୂତି ଆଣିବ ଏଥରର…

ଦୁନିଆରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ଏହି ମାରାତ୍ମକ ରୋଗ, ମେଡିସିନ୍ ମାଧ୍ୟମରେ ରୋକିବା ମଧ୍ୟ କଷ୍ଟକର

ଆଜିକାଲି ଅତି ମାରାତ୍ମକ ସଂକ୍ରମଣର ବିପଦ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି ଫଙ୍ଗଲ୍ ଇନଫେକ୍ସନ୍ କରୋନା ଅପେକ୍ଷା ଅଧିକ ମାରାତ୍ମକ ବୋଲି କୁହାଯାଉଛି । ବିଶେଷଜ୍ଞଙ୍କ ଅନୁଯାୟୀ, କ୍ୟାଣ୍ଡିଡା ଆରିସ୍ ନାମକ ଏହି…

Teddy Day 2024: ସାଥୀଙ୍କୁ କେଉଁ ରଙ୍ଗର ଟେଡି ଦେଲେ କ’ଣ ହୋଇଥାଏ ? ଜାଣନ୍ତୁ

ଫେବୃଆରୀ ୭ରୁ ଆରମ୍ଭ ହୋଇଯାଇଛି ପ୍ରେମର ସପ୍ତାହ । ରୋଜ ଡେ’,ପ୍ରପୋଜ୍ ଡେ’ ଏବଂ ଚକୋଲେଟ ଡେ’ ପରେ ହେଉଛି ଟେଡି ଡେ’ । ପ୍ରେମ ସପ୍ତାହର ଚତୁର୍ଥ ଦିନ ଟେଡି ଡେ’, ଆଜିର ଦିନରେ ପ୍ରେମୀଯୁଗଳ ସମ୍ପର୍କରେ ମଧୁରତା ଆଣିବା ଓ…

Valentine’s Day ରେ ପ୍ରେମୀଯୁଗଳ କ’ଣ କରିଥାନ୍ତି? ଜାଣନ୍ତୁ…

ଓଡ଼ିଶା ଭାସ୍କର: ଫେବୃଆରୀ ମାସକୁ ପ୍ରେମ ପାଇଁ ଉତ୍ସର୍ଗୀକୃତ ମାସ ଭାବରେ ବିବେଚନା କରାଯାଏ। ପ୍ରେମୀଯୁଗଳଙ୍କ ପାଇଁ ଏହି ମାସର ବିଶେଷ ମହତ୍ତ୍ୱ ରହିଛି। ଭାଲେଣ୍ଟାଇନ ସପ୍ତାହର ପ୍ରତ୍ୟେକ ଦିନର ଭିନ୍ନ ଭିନ୍ନ ଅର୍ଥ…

ବିଶ୍ୱରେ ପ୍ରଥମ ଥର ୧.୫ ଡିଗ୍ରୀ ସେଲସିୟସ ଟପିଲା ଗ୍ଲୋବାଲ ୱାର୍ମିଂ; ଦେଖିବାକୁ ମିଳିବ ଭୟଙ୍କର ପରିଣାମ

ନୂଆଦିଲ୍ଲୀ: ବିଶ୍ୱରେ ପ୍ରଥମ ଥର ପାଇଁ ଗୋଟିଏ ବର୍ଷରେ ଗ୍ଲୋବାଲ ୱାର୍ମିଂ ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଛି । ୟୁରୋପୀୟ ସଂଘର ଜଳବାୟୁ ସର୍ଭିସ୍ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି। ଜଳବାୟୁ ପରିବର୍ତ୍ତନର ନକାରାତ୍ମକ…

କୃଷକ ନୁହେଁ, ବିଲରେ ଚାଷ କରିବେ ରୋବୋଟ! ଆଗାମୀ ଭବିଷ୍ୟତ ପାଇଁ ସାହାଯ୍ୟରେ ହେବ ଫସଲ

ନୂଆଦିଲ୍ଲୀ: ଗତ କିଛି ଦିନରୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ରୋବୋଟିକ୍ସ ଉପରେ ଖୁବ ଆଲୋଚନା ହେବାରେ ଲାଗିଛି । ଏହାସହିତ ଦ୍ରୁତ ଭତିରେ ବଢିବାରେ ଲାଗିଛି ଏମାନଙ୍କ ଚାହିଦା । ଯେକୌଣସି କାର୍ଯ୍ୟକୁ ମଣିଷ ଭଳି କରିବା…

କ୍ୟାନ୍ସର ଓ ବନ୍ଧ୍ୟାକରଣର ସମସ୍ୟାକୁ ବଢାଇପାରେ ସାନିଟାରୀ ପ୍ୟାଡ୍: ନୂଆ ଷ୍ଟଡୀରୁ ଖୁଲାସା

ନୂଆଦିଲ୍ଲୀ: ଭାରତରେ କିଶୋର ଅବସ୍ଥାରେ ପ୍ରବେଶ କରିଥିବା ପ୍ରତ୍ୟେକ ଚାରି ଝିଅଙ୍କ ମଧ୍ୟରୁ ତିନିଜଣ ସାନିଟାରୀ ପ୍ୟାଡ୍ ବ୍ୟବହାର କରନ୍ତି। ଋତୁସ୍ରାବ ସମୟରେ, ଯୌନାଙ୍ଗରେ ଘଟୁଥିବା ଅନେକ ଗୁରୁତର ରୋଗରୁ ରକ୍ଷା ପାଇବା…

ଗବେଷଣାରୁ ଆସିଲା ବଡ଼ ତଥ୍ୟ; ଆଲଜାଇମର(Alzheimer’s) ରୋଗ ଆଶଙ୍କାକୁ ହ୍ରାସ କରୁଛି Viagra

ନୂଆଦିଲ୍ଲୀ: ଭାଇଗ୍ରା ବା ଇରେକ୍ଟାଇଲ ଡିସଫଙ୍କସନ ବଟିକାକୁ ନେଇ ଗବେଷକମାନେ ଏକ ନୂଆ ତଥ୍ୟ ପାଇଥିବା ଜଣାପଡିଛି। ବର୍ତ୍ତମାନ ଏହି ଗବେଷଣାର ତଥ୍ୟ ସାମ୍ନାକୁ ଆସିଛି। ଆଲଜାଇମର (Alzheimer’s) ରୋଗ ସହ ଲଢ଼ିପାରୁଥିବା…

ଓଡ଼ିଶାରେ ଏକ ନଦୀ ଜଳରେ ପ୍ରବାହିତ ହେଉଛି ପୁଳା ପୁଳା ସୁନା! ବୈଜ୍ଞାନିକମାନେ ବି ଖୋଜି ପାଉନାହାନ୍ତି ଏହା ପଛର ରହସ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭାରତରେ ଛୋଟ ବଡ଼ ଏପରି ଭାବେ ୪୦୦ରୁ ଅଧିକ ନଦୀ ପ୍ରବାହିତ ହେଉଥିବା ବେଳେ କିଛି ନଦୀର ବିଶେଷ ସ୍ୱତନ୍ତ୍ରତା ରହିଛି । ତେବେ ଆମ ଦେଶରେ ଏପରି ଏକ ନଦୀ ରହିଛି, ଯେଉଁଠି ସୁନା ପ୍ରବାହିତ…

ଅତ୍ୟଧିକ ପାଣି ପିଇବା ପରେ ହୋଇଥିଲା ମୃତ୍ୟୁ: ପର୍ଯ୍ୟାପ୍ତ ମାତ୍ରାରେ ପିଇବା, ଭୁଲ୍ ସମୟରେ ପିଇବା ଆଦି ଅନେକ ସମୟରେ ଶରୀର ପ୍ରତି କ୍ଷତିକାରକ…

ନୂଆଦିଲ୍ଲୀ: ଆମ ଶରୀରରେ ୬୦ ଭାଗ ହେଉଛି ଜଳ । ମଣିଷ ବଞ୍ଚିବା ପାଇଁ ଜଳ ନିହାତି ଆବଶ୍ୟକ । ଜଣେ ସୁସ୍ଥ ରହିବାକୁ ହେଲେ ଅଧିକ ଜଳ ପିଇବା ଜରୁରୀ ବୋଲି ଡାକ୍ତର ପରାମର୍ଶ ଦେଇଥାନ୍ତି । ପର୍ଯ୍ୟାପ୍ତ ମାତ୍ରାରେ ପାଣି…