fbpx
Browsing Category

ସ୍ପେସାଲ

ପ୍ରାୟ ୧୮% ବୟସ୍କ ପିଲା ଜନ୍ମ କରିବାକୁ ଅକ୍ଷମ: ଜୀବନଶୈଳୀ ଏବଂ ଖରାପ ପରିବେଶ ହେଉଛି ଏହାର ମୁଖ୍ୟ କାରଣ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ, ଛଅ ଦଶନ୍ଧି ମଧ୍ୟରେ ବିଶ୍ୱର ମୋଟ ପ୍ରଜନନା ହାର (ଟିଏଫଆର) ୫.୩ ରୁ ମାତ୍ର ୨.୩ କୁ ହ୍ରାସ ପାଇଛି । ଏହାର ଅର୍ଥ ହେଉଛି ୧୯୬୦ ରେ ଯେତେବେଳେ କି ଜଣେ ମହିଳା ତାଙ୍କ ଜୀବନରେ…

ଭଡ଼ାଘରେ ରହୁଥିବା ଲୋକଙ୍କ ଠାରେ ସମୟ ପୂର୍ବରୁ ଦେଖାଯାଉଛି ବାର୍ଦ୍ଧକ୍ୟ ଲକ୍ଷଣ: ରିପୋର୍ଟ

ସାଧାରଣତଃ ସହରରେ ଅନେକ ଲୋକ ଭଡ଼ାଘର ନେଇ ରହୁଛନ୍ତି । କାରଣ ଘର କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ । ଭଡ଼ା ଘରେ ରହିବାରେ ଅନେକ ସମସ୍ୟା ମଧ୍ୟ ଅଛି । ଘର ମାଲିକଙ୍କ କହିବା ଅନୁସାରେ ଚଳିବାକୁ ହୋଇଥାଏ । ବିଜୁଳି ଓ…

(Video) ପୃଥିବୀ ଉପରେ ଝୁଲୁଛି ୪ ଲକ୍ଷ K.G ର ସ୍ପେସ ଷ୍ଟେସନ: ନାସା କାହିଁକି ଦେଲା ଚେତାବନୀ?

ନୂଆଦିଲ୍ଲୀ: ପୃଥିବୀ ଉପରକୁ ଏକ ବଡ଼ ବିପଦ ଆସୁଥିବା ନେଇ ଚେତାବନୀ ଦେଇଛି ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା । ଆଗାମୀ ଭବିଷ୍ୟତରେ ପୃଥିବୀ ଉପରେ ଏହା ଖସିପାରେ ବୋଲି ନାସା ଚେତାବନୀ ଦେଇଛି । ତେବେ ପୃଥିବୀ ଉପରେ…

ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର: ଏଣିକି ସହିବାକୁ ପଡ଼ିବନି ଇନସୁଲିନର ଯନ୍ତ୍ରଣା, ଆସୁଛି ସ୍ପ୍ରେ

ଡାଇବେଟିସ୍ ବା ମଧୁମେହରେ ପୀଡିତ ରୋଗୀଙ୍କ ପାଇଁ ଆସିଛି ଏକ ଆରାମ ଖବର । ଯଦି ସବୁକିଛି ଠିକ୍ ରୁହେ, ତେବେ ରୋଗୀମାନେ ଶୀଘ୍ର ଇନସୁଲିନ୍ ଯନ୍ତ୍ରଣାରୁ ମୁକ୍ତି ପାଇବାର ସମ୍ଭାବନା ରହିଛି । ଦୁଇ-ତିନି ବର୍ଷ ମଧ୍ୟରେ…

Dementiaର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ ମଇଳା ପୋଷାକ ପିନ୍ଧିବା ! ଜାଣନ୍ତୁ କ’ଣ କହୁଛି ଅଧ୍ୟୟନ

ମେମୋରୀ ଲସ୍ ବା ସ୍ମୃତି ଶକ୍ତି ହରାଇବାକୁ ଅଲଜାଇମର ପ୍ରାରମ୍ଭିକ ଲକ୍ଷଣ ଭାବରେ ଗଣାଯାଏ । ତେବେ ଆମେରିକାର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜିଂ (ଏନଆଇଏ) ଅଲଜାଇମର ରୋଗର ସାମାନ୍ୟ ଲକ୍ଷଣ ବିଷୟରେ ଜଣାଇଛି ।…

(Video) ବିଶ୍ୱକପର ଅନ୍ୟତମ ସଫଳତମ ବୋଲର ଶାମି: ଜାଣନ୍ତୁ ଭାରତୀୟ କ୍ରିକେଟରଙ୍କର ସଂଘର୍ଷଭରା କାହାଣୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବିଶ୍ୱକପରେ ଭାରତ ୬ଟି ମ୍ୟାଚରୁ ୬ଟିରେ ବିଜୟ ହାସଲ କରି ୧୨ ପଏଣ୍ଟ ପାଇବା ସହିତ ସେମିଫାଇନାଲ ପାଇଁ ନିଜର ସ୍ଥାନ ଏକପ୍ରକାର ପକ୍କା କରିସାରିଛି । ତେବେ ଏହା ମଧ୍ୟରେ ଭାରତର ବିଜୟରେ…

ଶୀତଦିନେ କମ୍ବଳରେ ମୁଁହ ଢାଙ୍କି ଶୋଉଛନ୍ତି କି ? ଭୋଗିପାରନ୍ତି ଏହିସବୁ ସମସ୍ୟା

ପର୍ଯ୍ୟାପ୍ତ ନିଦ ଶରୀର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ଏହା ଦିନର ପରିଶ୍ରମକୁ ଲାଘବ କରିବା ସହ ଶରୀରକୁ ମଧ୍ୟ କିଛି ସମୟ ପାଇଁ ଆରାମ ମିଳିଥାଏ । ଶୋଇବା ସମୟରେ ନିଜର କମଫର୍ଟ ଅନୁସାରେ ଆପଣ ଶୋଇଥାନ୍ତି…

ଏହି ରାଶିର ଲୋକମାନେ ନଭେମ୍ବର ୨୦୨୩ ପାଇଁ ବହୁତ ଭାଗ୍ୟଶାଳୀ, ନୋଟ୍ ଗଣି ଗଣି ଥକିଯିବେ

ନୂଆଦିଲ୍ଲୀ: ନଭେମ୍ବର ୨୦୨୩ ମାସ ଅନେକ ଉପାୟରେ ଖାସ୍ । ଏହି ମାସରେ ମହତ୍ୱପୂର୍ଣ୍ଣ ଗ୍ରହମାନେ ଗମନାଗମନ କରୁଛନ୍ତି । ନଭେମ୍ବର ମାସରେ ଦେବୀ ଲକ୍ଷ୍ମୀ ଏବଂ ଧନ ଦେବ କୁବେରଙ୍କ ମହାପର୍ବ ଧନତେରସ ଓ ଦିପାବଳୀ ମଧ୍ୟ ପାଳନ…

୨୦୫୦ ସୁଦ୍ଧା ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ପ୍ରତି ୪ ଜଣଙ୍କ ମଧ୍ୟରେ ଜଣେ ବ୍ୟକ୍ତି ହେବେ ବୃଢ଼ା: UNFPA

ନୂଆଦିଲ୍ଲୀ: ମିଳିତ ଜାତିସଂଘର ଜନସଂଖ୍ୟା ପାଣ୍ଠି (ୟୁଏନଏଫପିଏ) ଏସିଆ-ପ୍ରଶାନ୍ତ ମହାସାଗର ଅଞ୍ଚଳର ନିର୍ଦ୍ଦେଶକ ପି ସ୍ମିଥ ମଙ୍ଗଳବାର ଦିନ କହିଛନ୍ତି ଯେ, ୨୦୫୦ ସୁଦ୍ଧା ଏସିଆ ଏବଂ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଚାରି…

ରାତିରେ ଦେଖୁଥିବା ଏପରି ସ୍ୱପ୍ନ ଭବିଷ୍ୟତ ଖରାପ ଘଟଣାକୁ ସୂଚାଇଥାଏ, ଧନ ନଷ୍ଟ ହେବାର ସଙ୍କେତ !

ରାତିରେ ଶୋଇବା ସମୟରେ ସ୍ୱପ୍ନ ଦେଖିବା ଏକ ସାଧାରଣ କଥା । ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ଜଣେ ଶୋଇଥିବା ବ୍ୟକ୍ତି ନିଜ ସ୍ୱପ୍ନରେ ନିଜର ଦୈନନ୍ଦିନ କାର୍ଯ୍ୟକୁ ଅନେକ ସମୟରେ ଦେଖନ୍ତି । ଅନେକ ଥର ଆମେ ବହୁତ ଅଦ୍ଭୁତ…