fbpx
Browsing Category

IPL

IPLରୁ ବାଦ୍ ପଡିଲେ ଷ୍ଟାର କ୍ରିକେଟର: ୬ କୋଟିରେ କିଣିଥିଲା ପଞ୍ଜାବ କିଙ୍ଗସ

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ ପୂର୍ବରୁ ଶିଖର ଧୱନଙ୍କ ନେତୃତ୍ୱରେ ଖେଳିବାକୁ ଯାଉଥିବା ପଞ୍ଜାବ କିଙ୍ଗସକୁ ଲାଗିଛି ଏକ ଶକ୍ତ ଝଟକା । କୋଟି କୋଟି ଟଙ୍କା ଖର୍ଚ୍ଚ କରି ଦଳରେ ସାମିଲ କରିଥିବା ଜଣେ ଷ୍ଟାର ଖେଳାଳି ବର୍ତ୍ତମାନ…

IPL-2023ରେ ରିଟର୍ଣ୍ଣ କରିବେ ଶ୍ରୀସନ୍ଥ: ବୋଲରଙ୍କୁ ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ: ଆଇପିଏଲ-୨୦୨୩କୁ ନେଇ ଆରମ୍ଭ ହୋଇସାରିଛି ପ୍ରସ୍ତୁତି । ବିଶ୍ୱର ଅନେକ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଭିନ୍ନ ଭିନ୍ନ ଫ୍ରାଞ୍ଚାଇଜି ପାଇଁ ନିଜ ଜଲୱା ଦେଖାଇବେ । ତେବେ ଏମାନଙ୍କ ବ୍ୟତୀତ ବିଶ୍ବର କିଛି…

IPL-2023 ରେ ମୁମ୍ବାଇ ଦଳକୁ ଫେରୁଛନ୍ତି କାଏରନ ପୋଲାର୍ଡ: କିନ୍ତୁ ଆଉ ଏକ ନୂଆ ଅବତାରରେ

ମୁମ୍ବାଇ: ଆଇପିଏଲ-୨୦୨୩ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଟିମକୁ ମିଳିଛି ଏକ ବଡ ଖୁସି ଖବର । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଦଳରେ ଯୋଡି ହୋଇଛନ୍ତି ପୂର୍ବତନ ଷ୍ଟାର ଅଲରାଉଣ୍ଡର କାଏରନ ପୋଲାର୍ଡ । ଗତବର୍ଷ…

IPL-2023 ହେବନି ଧୋନୀଙ୍କ ଶେଷ ସିଜନ! ମାହିଙ୍କ ଅବସରକୁ ନେଇ କ’ଣ କହିଲେ ରୈନା

ନୂଆଦିଲ୍ଲୀ: ଆଇପିଏଲ ୨୦୨୩କୁ ନେଇ ପ୍ରଶଂସକଙ୍କ ମନରେ ଲାଗି ରହିଛି ଅନେକ ଚର୍ଚ୍ଚା । ଚଳିତବର୍ଷ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଦଳରୁ ବିଦାୟ ନେବେ ବୋଲି ଆଲୋଚନା ଲାଗି ରହିଛି । ତେବେ ଏ ନେଇ ଧୋନୀ…

IPL-2023ରେ ଶେଷ ଥର ଖେଳିବେ ଧୋନୀ! ସୂଚନା ଦେଲେ ସାଥୀ ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ ଯେତେ ପାଖେଇ ଆସୁଛି, ଏହାକୁ ନେଇ ଚର୍ଚ୍ଚା ସେତେ ବୃଦ୍ଧି ପାଇବାରେ ଲାଗିଛି । ଏହାସହିତ ଧୋନୀଙ୍କ ସନ୍ନ୍ୟାସକୁ ନେଇ ମଧ୍ୟ ବଢୁଛି ଆଲୋଚନା । ଚଳିତବର୍ଷ କ୍ୟାପଟେନ କୁଲ ଆଇପିଏଲ…

Lucknow Super Giantsର ନୂଆ ଅବତାର: IPL-2023 ପାଇଁ ଲଞ୍ଚ କଲା ନୂଆ ଜର୍ସି

ନୂଆଦିଲ୍ଲୀ: ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୩ । ଟ୍ରଫି ହାତେଇବା ପାଇଁ ପ୍ରତ୍ୟେକ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା । ଏହାମଧ୍ୟରେ କେ.ଏଲ ରାହୁଲଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ସୁପର ଜିଆଣ୍ଟସ…

IPL-2023 ପୂର୍ବରୁ ଧୋନୀଙ୍କ ଜୋରଦାର ପ୍ରସ୍ତୁତି: ଏମିତି କାରନାମା କରୁଥିବାର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଆସନ୍ତା ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୩ । ଏହାକୁ ନେଇ ବର୍ତ୍ତମାନଠୁ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ତେବେ ବର୍ଷକ ପରେ ଭାରତକୁ ପୁରୁଣା ଫର୍ମାଟରେ ଫେରୁଛି ଇଣ୍ଡିଆନ ପ୍ରିମିୟର…

ଭାଙ୍ଗିଲା ରୋହିତ-ବୁମରାହଙ୍କ ଯୋଡି: ଦିନିକିଆ ବିଶ୍ୱକପ ପାଇଁ ବଡ ନିଷ୍ପତ୍ତି ନେଲେ ୟର୍କର କିଙ୍ଗ

ନୂଆଦିଲ୍ଲୀ: ଆଇପିଏଲ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ଲାଗିଛି ଏକ ଶକ୍ତ ଝଟକା । ଦଳର ଷ୍ଟାର ବୋଲର ଜଶପ୍ରୀତ ବୁମରାହ ଏବେ ରୋହିତଙ୍କୁ ଏକା କରି ଦେଇଛନ୍ତି । ଅଧା ବାଟରେ ରୋହିତଙ୍କ ହାତ ଛାଡି…

IPL-2023 ପୂର୍ବରୁ ଗୁଜୁରାଟ ଟାଇଟନ୍ସକୁ ଶକ୍ତ ଝଟକା: ଆହତ ହେଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରାଟ ଅସ୍ତ୍ର

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୧୬ତମ ସିଜନକୁ ମାତ୍ର ଗୋଟିଏ ମାସ ବାକି ରହିଛି । ସେଥିପାଇଁ ପ୍ରତ୍ୟେକ ଦଳର କୋଚ ଏବଂ ଟିମ ମ୍ୟାନେଜମେଣ୍ଟ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିବା ଆରମ୍ଭ କରି ଦେଲେଣି । କିନ୍ତୁ…

ଅକ୍ସର ପଟେଲଙ୍କୁ ମିଳିଲା ଉପ-ଅଧିନାୟକ ପଦ: ଦମଦାର ପ୍ରଦର୍ଶନ ଯୋଗୁଁ ମିଳିଲା ବଡ ପୁରସ୍କାର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଦୁଇଟି ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଛନ୍ତି ଭାରତର ଷ୍ଟାର ଅଲରାଉଣ୍ଡର ଅକ୍ସର ପଟେଲ । ତେବେ କେବଳ ଏଡି ସିରିଜ ନୁହେଁ ଗତ କିଛି ସିରିଜରେ ଭାରତ…