fbpx
Browsing Category

ଅଲିମ୍ପିକ୍

ଓଡ଼ିଆ ଝିଅ-ହକିତାରକା ହେଲେ ଉପ-ଅଧିନାୟିକା, ଟୋକିଓ ଅଲିମ୍ପିକ୍ ପାଇଁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହକି ଇଣ୍ଡିଆ ପକ୍ଷରୁ ଓଡ଼ିଆ ଝିଅ ତଥା ହକି ତାରକା ଦୀପ୍ ଗ୍ରେସ୍ ଏକ୍କାଙ୍କୁ ମିଳିଛି ଗୁରୁଦାୟିତ୍ୱ । ସେ ଟୋକିଓ ଅଲିମ୍ପିକି ପାଇଁ ଦଳର ଉପ- ଅଧିନାୟିକା ଭାବେ ଦାୟିତ୍ୱ ତୁଲାଇବେ । ଫଳରେ…

ଭାରତୀୟ ଆଥଲେଟ୍‌ଙ୍କ ପ୍ରତି ଜାପାନ ସରକାରଙ୍କ କଡ଼ା କଟକଣା: ଦେଶ ଛାଡିବାର ସପ୍ତାହ ପୂର୍ବରୁ ପ୍ରତିଦିନ କୋଭିଡ ପରୀକ୍ଷା ବାଧ୍ୟତାମୂଳକ, ୩ଦିନ…

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଆସନ୍ତା ଜୁଲାଇ -ଅଗଷ୍ଟ ମାସରେ ଅନୁଷ୍ଠିତ ହେବାକୁ ଯାଉଥିବା ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଭାରତୀୟ ଆଥଲେଟଙ୍କ ପ୍ରତି ଜାପାନ ସରକାର କଡା କଟକଣା ଜାରି କରିଛନ୍ତି । ଭାରତରେ…

ପୁଣି ଦୁଇ ଓଡ଼ିଆ ଖେଳିବେ ଟୋକିଓ ଅଲିମ୍ପିକ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟୋକିଓ ଅଲିମ୍ପିକ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା କରାଯାଇଛି । ଏହି ଦଳରେ ଦୁଇଜଣ ଓଡ଼ିଆ ବିରେନ୍ଦ୍ର ଓ ଅମିତ ସ୍ଥାନ ପାଇଛନ୍ତି । ଏହି ଖବର ଶୁଣିବା ପରେ ରାଜ୍ୟବାସୀଙ୍କ ମଧ୍ୟରେ ଖୁସିର…

ଏକମାତ୍ର ଓଡ଼ିଆ ଝିଅ ଦୀପ ଗ୍ରେସ୍ ଏକ୍କା ଖେଳିବେ ଟୋକିଓ ଅଲିମ୍ପିକ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁ ପ୍ରତୀକ୍ଷିତ ଟୋକିଓ ଅଲିମ୍ପିକ୍ ଖୁବ୍ ଶୀଘ୍ର ହେବାକୁ ଯାଉଛି । ଏଥିପାଇଁ ସାରା ବିଶ୍ୱର ବିଭିନ୍ନ ଦେଶ ଚଳାଇଛନ୍ତିି ପ୍ରସ୍ତୁତି । ଘୋଷଣା କରୁଛନ୍ତି ସେମାନଙ୍କ ଖେଳାଳି ଓ ଟିମ୍ ।…

ଟୋକିଓ ଅଲିମ୍ପିକ୍ସ ଯିବେ ନାହିଁ କ୍ରୀଡା ମନ୍ତ୍ରାଳୟ ପ୍ରତିନିଧି, କେବଳ କୋଚ୍, ଆଥଲେଟ୍‌ ଓ ଫିଜିଓଥେରାପିଷ୍ଟଙ୍କୁ ମିଳିବ ଅନୁମତି

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): କରୋନା ପରିସ୍ଥିତି ନେଇ ଆତଙ୍କ ଲାଗି ରହିଥିବା ବେଳେ କେନ୍ଦ୍ର କ୍ରୀଡାମନ୍ତ୍ରାଳୟ ଟୋକିଓ ଅଲିମ୍ପିକ୍ସକୁ କୌଣସି ପ୍ରତିନିଧି ଦଳ ପଠାଇବ ନାହିଁ ବୋଲି ନିଷ୍ପତ୍ତି ନେଇଛି । କାରଣ ଟୋକିଓ…

ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ସମସ୍ତ ଆଥ୍‌ଲେଟ୍‌ଙ୍କୁ ଦିଆଯିବ ଟିକା: ବାତ୍ରା

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ ସଭାପତି ନରିନ୍ଦର ବାତ୍ରା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ କହିଛନ୍ତି ଯେ ଟୋକିଓ ଅଲିମ୍ପିକ୍ସରେ ଅଂଶ ଗ୍ରହଣ କରିବା ପାଇଁ ଯୋଗ୍ୟତା ହାସଲ କରିଥିବା ସମସ୍ତ…

ସୁମିତ୍‌ଙ୍କ ଅଲିମ୍ପିକ୍‌ ସ୍ୱପ୍ନ ଧୂଳିସାତ୍‌, ଡୋପ୍‌ ଟେଷ୍ଟରେ ବିଫଳ ପରେ ୬ ମାସ ପାଇଁ ହେଲେ ସସ୍‌ପେଣ୍ଡ୍‌

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) :  ଗତ ମେ ମାସରେ ବୁଲଗାରିଆର ସୋଫିଆରେ ଅନୁଷ୍ଠିତ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାରେ ଭାରତୀୟ ରେସଲର ସୁମିତ ମଲିକ ସଫଳ ହୋଇ ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବା…

୨୦୨୧ ଅଲିମ୍ପିକରେ ଆଥଲେଟମାନଙ୍କୁ ଦିଆଯିବ ଏକ ଲକ୍ଷ ୬୦ ହଜାର କଣ୍ଡୋମ୍, ମାତ୍ର ବ୍ୟବହାର ନେଇ ରହିଛି ଏହିସବୁ ନିର୍ଦ୍ଦେଶ

ଟୋକିଓ: ୨୦୨୧ ଅଲିମ୍ପିକ୍ ଜାପାନର ଟୋକିଓ ସହରରେ ଆୟୋଜିତ ହେବ । ସେଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଛି । କରୋନା କାଳରେ ଅଲିମ୍ପିକ୍ ପରି ବୃହତ କ୍ରୀଡ଼ା ଇଭେଣ୍ଟର ଆୟୋଜନ କରିବା ଅଲିମ୍ପିକ୍ କମିଟି ପାଇଁ ଏକ…

ଟୋକିଓ ଅଲିମ୍ପିକ୍ସକୁ ସମର୍ଥନ କରିବେ ଜି-୭ ରାଷ୍ଟ୍ର, କ୍ରୀଡା ଆୟୋଜନକୁ ନେଇ ଜାପାନଲୋକଙ୍କ ବିରୋଧ ଜାରି

ଟୋକିଓ (ଓଡ଼ିଶା ଭାସ୍କର) : କରୋନା ଆତଙ୍କ ମଧ୍ୟରେ ଟୋକିଓ ଅଲିମ୍ପିକ୍‌ କ୍ରୀଡା ଆୟୋଜନକୁ ଜାପାନର ବହୁ ସଂଖ୍ୟକ ଲୋକ ଓ ଡାକ୍ତର ସଂଘ ପ୍ରବଳ ବିରୋଧ କରୁଥିବା ବେଳେ ଗ୍ରୁ-୭ ରାଷ୍ଟ୍ର ସମୂହ ଏହି ସର୍ବବୃହତ କ୍ରୀଡାକୁ…

ଜାପାନ ଡାକ୍ତରଙ୍କ ସତର୍କବାଣୀ: ବଡ଼ ବିପଦକୁ ଟାଣି ଆଣିବ ଟୋକିଓ ଅଲିମ୍ପିକ୍ସ , କରୋନା ସଂକ୍ରମଣ ଆଉ ଏକ ନୂଆ ଷ୍ଟ୍ରେନ ସୃଷ୍ଟି ହେବା ଆଶଙ୍କା…

ଟୋକିଓ  : ଜାପାନ ସରକାର କରୋନା ଆତଙ୍କକୁ ବେଖାତିର କରି ଆସନ୍ତା ଜୁଲାଇ ମାସରେ ଟୋକିଓ ଅଲିମ୍ପିକ୍‌ କ୍ରୀଡା ଆୟୋଜନ କରିବାକୁ ଜୋରଦାର ପ୍ରୟାସ ଚଳାଇଥିବା ବେଳେ ଦେଶର ବହୁ ସଂଖ୍ୟକ ସଚେତନଶୀଳ ବ୍ୟକ୍ତି ବିଶେଷ ଓ…